ଡାଏବେଟିସ ଦିବସରେ ଷ୍ଟ୍ରେସ ଫ୍ରି ବାର୍ତ୍ତା। ବିନା ଔଷଧରେ ସୁସ୍ଥ ହେବେ ଡାଇବେଟିସ ରୋଗୀ। ବିଶ୍ୱ ପାଳୁଛି ଡାଏବେଟିସ ଦିବସ। ଚଳିତ ବର୍ଷର ଥିମ୍ ରହିଛି ଜୀବନ ପର୍ଯ୍ୟାୟରେ ଡାଏବେଟିସ୍। ଏବଂ ଲୋକଙ୍କ ମଧ୍ୟରେ ସଚେତନତା ହିଁ ରହିଛି ମୂଳମନ୍ତ୍ର ।ଜଙ୍ଗଲ କ୍ୟାମ୍ପ ତରଫରୁ ଏନେଇ ହୋଇଛି ଏକ ସଚେତନତା ପଦଯାତ୍ରା ।ଡାଏବେଟିସ ରିଭର୍ଶାଲ କୁ ନେଇ ଏହି କ୍ୟାମ୍ପ ଦେଇଛି ଫୋକସ ।ଇନସ୍ୟୁଲିନ୍ ଫ୍ରି ହେବାକୁ ହେଲେ ଏବେ ଔଷଧ ନୁହେଁ ରିଭର୍ଷାଲ କାର୍ଯ୍ୟକ୍ରମ କୁ ଗୁରୁତ୍ଵ ଦେବାକୁ ହେବ। ଅନେକ ଏହାର ସୁଫଳ ପାଇଛନ୍ତି ।ନିୟମିତ ଡାଏଟ ସହ,ବ୍ୟାୟାମ ଏବଂ ଷ୍ଟ୍ରେସ ଫ୍ରି ଜୀବନ ଚର୍ଯ୍ୟା ହିଁ ମୂଳମନ୍ତ୍ର ହେବା ଆବଶ୍ୟକ ।