ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜେଡି ମହିଳା ଜନତା ଦଳର ସଭାପତି…

ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜେଡି ମହିଳା ଜନତା ଦଳର ସଭାପତି । ପୂର୍ବରୁ ଛାତ୍ର ସଭାପତି ଏବଂ ଯୁବ ସଭାପତି ଚୟନ ସରିଥିବା ବେଳେ ଆଜି ଦୁଇଟି ସଭାପତି ପଦ ଚୟନ ଶେଷ ହୋଇଛି । ସେହି କ୍ରମରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜେଡିର ମହିଳା ସଭାପତି ଭାବେ ଦଳ ଦାୟିତ୍ୱ ଦେଇଛି ।