ଭୁବନେଶ୍ୱର: ସିକନ୍ଦରାବାଦ-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଲାଗିଥିବା ନେଇ ସୂଚନା ମିଳିଛି । ତେବେ ବ୍ରହ୍ମପୁର ଷ୍ଟେସନରେ ଧୂଅାଁ ବାହାରିବାର ଦେଖି ଯାତ୍ରୀ ଭୟଭୀତ ହେଉ ଓହ୍ଲାଇଗଲେ । ସର୍ଟ ସର୍କିଟରୁ ଧୂଆର୍ ବାହାରିଥିବା ନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ମିଳିଛି । ଧୂଅାଁକୁ ନିର୍ବାପିତ କରାଯାଇଥିଲେ ବି ସେଥିରେ ଯିବାକୁ ଯାତ୍ରୀ ଅମଙ୍ଗ । ନିକଟରେ ବଡ଼ ଦୁର୍ଘଟଣା ଘଟିଥିବାରୁ ଉକ୍ତ ବଗିରେ ଯିବାକୁ ରାଜି ହେଲେନି ।ବଗିକୁ ନବଦଳାଇଲେ ଟ୍ରେନ୍ରେ ଯିବୁ ନାହିଁ ବୋଲି ଜିଦ୍ ଧରି ବସିଛନ୍ତି ।