ଶିଳ୍ପାଙ୍କ ବୋଲ୍ଡନେସ ହେଲା ଅଡୁଆ , ଫ୍ୟାନ୍ସ କଲେ ଟ୍ରୋଲ

ମୁମ୍ବାଇ : ବଲିଉଡ ପିଟନେସ ତଥା ଫେମସ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ । ସେ ତାଙ୍କ ରେଡ ଡ୍ରେସରେ ଖୁବ ସୁନ୍ଦର ଲାଗୁଥିଲେ । ଯାହାର ଫଟୋ ସେସିଆଲ ମିଡିଆରେ ଖୁବ ଭାଇରାଲ ହୋଉଛି । ଏହି ଫଟୋ ରେ କିଛି ୟୁଜର୍ସ ପ୍ରଶଂସା କରୁତିବା ବେଳେ ଆଉ କିଛି ତାଭ୍କୁ ଟ୍ରେଲ କରିଥିଲେ । ଅଭିନେତ୍ରୀ ଏହି ରେଡ୍ ସିଜିଲିଙ୍ଗ ଅଫ୍ ସୋଲଡର ଗାଉନରେ ଖୁବ ସୁନ୍ଦର ଦେଖାଯାଉଥିଲେ । ହେଲେ ଦେଖିଲେ ଲାଗୁଥିଲା ସେ ଡ୍ରେସରେ ଟିକେ ଅସହଜ ମନେ କରୁଥିଲେ ।

କ୍ୟାମେରା ସାମ୍ନାରେ ପୋଜ୍ ଦେବା ବେଳେ ଅଭିନେତ୍ରୀ ବାରମ୍ବାର ନିଜର ସ୍ଲିବ୍ ସମ୍ଭାଳୁ ଥିବାର ଦେଖିବାକୁ ମିଳିଥିଲା । ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଶିଳ୍ପା ଏହି ପୋଷାକରେ ବହୁତ ଗ୍ଲାମରସ୍ ଦେଖାଯାଉଥିଲେ। କିନ୍ତୁ ତାଙ୍କୁ ଅସହଜ ଦେଖି ଅନେକ ଲୋକ ତାଙ୍କୁ ଟ୍ରୋଲ କରିଥିଲେ ।