ଗୋପାଳପୁର ଜଙ୍ଗସନ ଓଭରବ୍ରିଜ ଉପରେ ସଡ଼କ ଦୁର୍ଘଟଣା ଓଡିଶା By Reporters Today Bureau On Apr 13, 2026 Share ଗୋପାଳପୁର ଜଙ୍ଗସନ ଓଭରବ୍ରିଜ ଉପରେ ସଡ଼କ ଦୁର୍ଘଟଣା ଜଣେ ମହିଳା ବର୍ତି ଦୁଇ ଜଣ ଆହତ l ଗୋପାଳପୁର ଜଙ୍ଗସନ ଓଭେର ବ୍ରିଜ ଉପରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି । ଯାହା କି ଜଣେ ମହିଳା ବର୍ତି ଯାଇଥିବା ବେଳେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି । accidenthinjili Share FacebookTwitterGoogle+ReddItWhatsAppPinterestEmail