ସୁଗମ ଯାନବାହାନ ଚଳାଚଳ ଏବଂ ଉତ୍ତମ ଭିଡ଼ ପରିଚାଳନା ପାଇଁ ପୁରୀ ଜିଲ୍ଲା ପୋଲିସ ଟ୍ରାଫିକ ପରାମର୍ଶ ଜାରି କରିଛି

ପୁରୀ-: ପବିତ୍ର ବାହୁଡା ଯାତ୍ରା ଏବଂ ସୁନାବେଶ ସମୟରେ ସୁଗମ ଯାନବାହାନ ଚଳାଚଳ ଏବଂ ଉତ୍ତମ ଭିଡ଼ ପରିଚାଳନା ପାଇଁ ପୁରୀ ଜିଲ୍ଲା ପୋଲିସ ଗୁରୁବାର ଏକ ଟ୍ରାଫିକ ପରାମର୍ଶ ଜାରି କରିଛି। ପରାମର୍ଶ ଅନୁଯାଇ ଭୁବନେଶ୍ୱର, ବ୍ରହ୍ମଗିରି ଏବଂ କୋଣାର୍କରୁ ପୁରୀକୁ ଆସୁଥିବା ବିଭିନ୍ନ ଯାନ ପାଇଁ ନିର୍ଦ୍ଦିଷ୍ଟ ରୁଟ୍ ଏବଂ ପାର୍କିଂ ସ୍ଥାନର ସୂଚନା ଦିଆଯାଇଛି।