ଭୁବନେଶ୍ୱର : ରମାଦେବୀ ହାଇୟର ସେକେଣ୍ଡାରୀ ସ୍କୁଲ ପରୀକ୍ଷା କେନ୍ଦ୍ର ପରିଦର୍ଶନ କଲେ ମନ୍ତ୍ରୀ ସମୀର ରଞ୍ଜନ ଦାଶ। ପରୀକ୍ଷା ଶାନ୍ତି ଶୃଙ୍ଖଳାରେ ଦେଉଛନ୍ତି ଛାତ୍ର ଛାତ୍ରୀ। ପରୀକ୍ଷା ପ୍ରଶ୍ନ ପତ୍ର ଭାଇରାଲ ପ୍ରସଙ୍ଗ ମିଛ। ସାଇବର ଥାନାରେ ଖବର ଏ ବାବଦରେ ଦିଆଯାଇଛି। ଆତ୍ମବିଶ୍ୱାସର ସହ ପରୀକ୍ଷା ଦେବାକୁ ପରାମର୍ଶ ଦେଲେ ମନ୍ତ୍ରୀ। ହାଇସ୍କୁଲ ଓ ପ୍ରାଇମେରୀ ସ୍କୁଲରେ ୪୦,୦୦୦ ନିଯୁକ୍ତି ପାଇଁ ବିଜ୍ଞାପନ ଦିଆଯାଇଛି। ପୂର୍ବରୁ ୧୧,୦୦୦ ନିଯୁକ୍ତି ଦିଆଯାଇଛି। ଏପ୍ରିଲ ମାସ ଠୁ ଆରମ୍ଭ ହେବ ନୂଆ ଶିକ୍ଷା ବର୍ଷ।