ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ରେଜଲ୍ଟ ଶିକ୍ଷାଓଡିଶା By Sushree Sangita Pradhan Last updated Aug 31, 2023 Share ଭୁବନେଶ୍ବର: ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ରେଜଲ୍ଟ | ମାଧ୍ୟମିକ ଶିକ୍ଷା ପରିଷଦର ୱେବ୍ ସାଇଟ୍ www.bseodisha.ac.in ରେ ପରୀକ୍ଷା ଫଳ ଉପଲବ୍ଧ ହୋଇଛି । ପରୀକ୍ଷାର୍ଥୀମାନେ ରୋଲନମ୍ବର ଓ ମୋବାଇଲ ନମ୍ବର ଦେଇ ପରୀକ୍ଷା ଫଳ ଦେଖି ପାରିବେ। BSEotet Share FacebookTwitterGoogle+ReddItWhatsAppPinterestEmail