କେନ୍ଦ୍ରୀୟ ଡେପୁଟେସନ ପାଇଁ ଦାୟିତ୍ବମୁକ୍ତ ହେବେ ୩ IAS ଅଧିକାରୀ

ଭୁବନେଶ୍ଵର: କେନ୍ଦ୍ରୀୟ ଡେପୁଟେସନ ପାଇଁ ଦାୟିତ୍ବମୁକ୍ତ ହେବେ ୩ IAS ଅଧିକାରୀ । ଆସନ୍ତା ୧୩ ତାରିଖରେ ଦାୟିତ୍ବମୁକ୍ତ ହେବେ ୩ IAS ଅଧିକାରୀ । ଶାଳିନୀ ପଣ୍ଡିତ, ସମର୍ଥ ବର୍ମା, ସ୍ବଧା ଦେବ ସିଂ ହେବେ ଦାୟିତ୍ବମୁକ୍ତ ।

ଅର୍ଥ ମନ୍ତ୍ରାଳୟର ଯୁଗ୍ମ ସଚିବ ଭାବେ ଦାୟିତ୍ବ ନେବେ ଶାଳିନୀ ପଣ୍ଡିତ । ସମର୍ଥ ବର୍ମା ବନ୍ଦର ଓ ଜଳପଥ ଭାବେ ନେବେ ଦାୟିତ୍ବ ସେହିପରି ସ୍ବଧା ଦେବ ସିଂ ଜନଗଣନା ଅପରେସନ ନିର୍ଦ୍ଦେଶକ ଭାବେ ନେବେ ଦାୟିତ୍ବ ।