OPS ସ୍ତରରେ ବଡ ଧରଣର ଅଦଳ ବଦଳ

ଭୁବନେଶ୍ୱର: ଓପିଏସ୍ ଅଫିସର୍ ସ୍ତରରେ ଆଜି ବଦ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ୧୨ ଜଣ ଓପିଏସ୍‌ଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

  1. ବିମଳେନ୍ଦୁ ଶତପଥୀ – ରାଜ୍ୟ ପୋଲିସ ହେଡ୍‌ କ୍ୱାର୍ଟର ଏସ୍‌ପି କଟକ
  2. କିଶୋର ଚନ୍ଦ ମୁଣ୍ଡ – ଡିସିପି କିମିଶନ୍‌ରେଟ୍ ପୋଲିସ
  3. ଅନୁପ କୁମାର କାନୁନ୍‌ଗୋ – ଡିସିପି କିମିଶନ୍‌ରେଟ୍ ପୋଲିସ
  4. ଶ୍ରୀକାନ୍ତ କୁମାର ବେହେରା – ଏସ୍‌ପି ଇଓଡବ୍ଲୁ ଭୁବନେଶ୍ୱର
  5. ସୁରେନ୍ଦ୍ର କୁମାର ରାୟଗୁରୁ – ରାଜ୍ୟ ପୋଲିସ ହେଡ୍ କ୍ୱାର୍ଟର ଏସ୍‌ପି କଟକ
  6. ଆନନ୍ଦ ବର୍ଦ୍ଧନ ଗୁରୁ – ରାଜ୍ୟ ପୋଲିସ ହେଡ୍ କ୍ୱାର୍ଟର ଏସ୍‌ପି କଟକ
  7. ତପନ ନାରାୟଣ ରଥ – ଏଆଇଜି ଏସ୍‌ପି ହେଡ୍ କ୍ୱାର୍ଟର କଟକ
  8. ସତ୍ୟବାନ୍ ମହାନନ୍ଦ – ଏସ୍‌ପି ଭିଜିଲାନ୍ସ
  9. ଦେବାଶିଷ ଧଳ – ସ୍ପେଶାଲ ବ୍ରାଞ୍ଚ ଏସ୍‌ପି
  10. ପ୍ରଭା ଶଙ୍କର ନାୟକ -ଏଆଇଜି ହେଡ୍ କ୍ୱାର୍ଟର କଟକ ଏସ୍‌ପି
  11. ଦେବଦତ୍ତ କର -ରାଜ୍ୟ ପୋଲିସ ହେଡ୍ କ୍ୱାର୍ଟର ଏସ୍‌ପି କଟକ
  12. ସତ୍ୟଜିତ୍ ମିଶ୍ର – ଏଆଇଜି ମେରାଇନ୍ ଏବଂ କୋଷ୍ଟାଲ ସିକ୍ୟୁରିଟି