ଓଡିଶା ବିଧାନସଭା ଓ କାର୍ଯ୍ୟ ବିଧି ନିୟମାବଳୀ

ଭୁବନେଶ୍ୱର :ଓଡିଶା ବିଧାନସଭା କାର୍ଯ୍ୟବିଧି ଓ କାର୍ଯ୍ୟପରିଚାଳନା ନିୟମାବଳୀର -୪୧ ଅନୁଯାଇ ଷୋଡଶ ବିଧାନସଭାର ଏକାଦଶ ଅଧିବେଶନ କାଳରେ ଆବର୍ତ୍ତନକ୍ରମେ ମନ୍ତ୍ରୀମାଙ୍କୁ ଦ୍ୱାରା ପ୍ରଶନାବଳିର ଉତର ପ୍ରଦାନ ପାଇଁ ମାନ୍ୟବର ବାଚସ୍ପତି ନିମ୍ନମତେ ସମୟ ଧାର୍ଯ୍ୟ କରିଛନ୍ତି | ସେଥି ମଧ୍ୟରେ ସ୍ୱରଷ୍ଟ୍ର ,ଅର୍ଥ ,ନିର୍ମାଣ ,ସ୍ଵସ୍ଥ ଓ ପରିବାର କଲ୍ୟାଣ ,ସଂସଦୀୟ ବ୍ୟାପାର ,ଇସ୍ପାତ ଓ ଖଣି ,ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗକୁ ଡିସେମ୍ବର ୫,୧୨,୧୯,୨୬ ତାରିଖ ଧାର୍ଯ୍ୟ କରାଯାଇଛି |ସେହିପରି ଅନ୍ୟ ସମସ୍ତ ବିଭାଗ ପାଇଁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି |