ବାପା ନ ଜିତିବା ପର୍ଯ୍ୟନ୍ତ ବାହା ହେବିନି : ସିଦ୍ଧୁଙ୍କ ଝିଅ ରାବିୟା

ବାପା ନ ଜିତିବା ପର୍ଯ୍ୟନ୍ତ ବାହା ହେବିନି

(ପଞ୍ଜାବ) : ସିଦ୍ଧୁଙ୍କ ଝିଅ ରାବିୟାତେବେ ସେ ତାଙ୍କ ବାପାଙ୍କ ପାଇଁ ପ୍ରଚାର କରିବାକୁ ମଇଦାନକୁ ଓହ୍ଲାଇଛନ୍ତି। ଆଉ ପ୍ରଚାର ମଇଦାନରେ ସେ ଖେଳିଛନ୍ତି ଇମୋଶନାଲ କାର୍ଡ। ବାପା ନ ଜିତିବା ପର୍ଯ୍ୟନ୍ତ ସେ ବାହା ହେବେନି ବୋଲି ଭୋଟରଙ୍କୁ କହିଛନ୍ତି ।

ସୂଚନାନୁଯାୟୀ , ଅମୃତସର ପୂର୍ବ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି ନବଜୋତ ସିଂହ ସିଦ୍ଧୁ। ଏହି ଆସନରୁ ସିଦ୍ଧୁଙ୍କୁ କଡ଼ା ଟକ୍କର ଦେଉଛନ୍ତି ଶିରୋମଣି ଅକାଳି ଦଳ ପ୍ରାର୍ଥୀ ବିକ୍ରମ ମାଜିଥିଆ।