ନର୍ଲା ବିଧାୟକ ଭୂବିନ୍ଦର ସିଂଙ୍କ ଗାଡିକୁ ଧକ୍କା ଦେଲା ଅଜଣା ଗାଡି

କଳାହାଣ୍ଡି : ବିଧାୟକଙ୍କ ଗାଡି ଦୁର୍ଘଟଣା ଗସ୍ତ । ଦୁର୍ଘଟଣା ସମୟରେ ଗାଡିରେ ବିଧାୟକ ଭୂପିନ୍ଦର ସିଂହ ଥିଲେକି ନାହି ସ୍ପଷ୍ଟ ହୋଇ ନଥିବା ବେଳେ ଅଳ୍ପ କେ ବର୍ତ୍ତିଲେ ଗାଡିରେ ଥିବା ୪ଯୁବକ । ଏହି ଦୁର୍ଘଣା ଭୁବନେଶ୍ୱର ଖାରବେଳନଗର ଥାନା ନିକଟରେ ଘଟିଥିବା ବେଳେ ବିଧାୟକଙ୍କ ଗାଡିକୁ ଏକ ଅଜଣା ଗାଡି ପିଟି ଥିବା କୁହାଯାଉଛି । କେବେ ଖବର ପାଇଁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଉଭୟ ଗାଡିକୁ ଥାନାରେ ଅଟକ ରଖିଛି ପୋଲିସ ।