ହରିୟାଣା: ଦିନକୁ ଦିନ ତିବ୍ର ହେବାରେ ଲାଗିଛି ହରିୟାଣାରେ ହିଂସା । ହିଂସା ପରେ ଛାଡୁଛନ୍ତି ହରିୟାଣା । ହରିୟାଣାରେ ହିଂସା ପରେ ଘରମୁହାଁ ପ୍ରବାଦୀ ଶ୍ରମିକ । ନୁହ , ଗୁରୁଗ୍ରାମରେ ବାତାବରଣ ଯୋଗୁ ଘରକୁ ଫେରୁଛନ୍ତି ପ୍ରବାସୀ । ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କୁ ପଳାୟନ ପାଇଁ ଧମକ ଦିଆଯାଉଛି । ଗୁରୁଗ୍ରାମରେ ରହୁଥିବା କୋଲକାତାର ପ୍ରାୟ ଶହେ ପରିବାରରୁ ଏବେ ମାତ୍ର ୧୫ପରିବାର ରହିଛନ୍ତି ।