ଆସନ୍ତା ଏପ୍ରିଲ ୧୨ ତାରିଖରେ ଓଡିଶା ଆସିବେ ଜେପି ନଡ୍ଡା । ନଡ୍ଡା ଓଡିଶା ଗସ୍ତ ନେଇ ସୂଚନା ଦେଲେ ବଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ । ଓଡିଶା ଆସି ବିଜେପିର ସାଂଗଠନିକ କାର୍ଯ୍ୟରେ ଯୋଗ ଦେବେ ରାଷ୍ଟ୍ରିୟ ବିଜେପି ସଭାପତି । ନଡ୍ଡାଙ୍କ ଗସ୍ତ ପରେ ରାଜ୍ୟ ବିଜେପି ସଭାପତିଙ୍କ ନାଁ ଘୋଷଣା ହେବ । ଏପ୍ରିଲ ୧୪ ତାରିଖରେ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହେବ ।