ତହସିଲ ଅଫିସ ଆଗରେ ସାମ୍ବାଦିକଙ୍କ ଧାରଣା ଘଟଣା: ଅଭିଯୋଗ ପ୍ରତ୍ୟାହୃତ ନେଇ ତହସିଲଦାରଙ୍କ ପ୍ରତିଶୃତି

କେନ୍ଦ୍ରାପଡ଼ା/ସଞ୍ଜୟ ବାରିକ: କାର୍ଯ୍ୟରତ ସାମ୍ବାଦିକଙ୍କ ନାଁରେ ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ lତେବେ ଏହି ଘଟଣାରେ ଧାରଣାରତ ସାମ୍ବାଦିକଙ୍କ ନାଁ’ରେ ହୋଇଥିବା ଅଭିଯୋଗ ପ୍ରତ୍ୟାହୃତ ନେଇ ପ୍ରତିଶୃତି ଦେଇଛନ୍ତି ତହସିଲଦାର l ଦୀର୍ଘ ୧ ଘଣ୍ଟା କାଳ ସାମ୍ବାଦିକଙ୍କ ସହ ଆଲୋଚନା ପରେ ତହସିଲଦାର ଘଟଣା ନେଇ ଦୁଃଖ ପ୍ରକାଶ କରିଥିଲେ lଏହା ସହ ସାମ୍ବାଦିକଙ୍କ ନାଁରେ ହୋଇଥିବା ଅଭିଯୋଗ ପ୍ରତ୍ୟାହାର ନେଇ ସୂଚନା ପ୍ରଦାନ କରିଛନ୍ତି l