ସୁଭଦ୍ରା ଯୋଜନାରୁ ବାଦ୍ ପଡିବେ ଅଯୋଗ୍ୟ ହିତାଧିକାରୀ…

ସୁଭଦ୍ରା ଯୋଜନାରୁ ବାଦ୍ ପଡିବେ ଅଯୋଗ୍ୟ ହିତାଧିକାରୀ । ସୁଭଦ୍ରା ଯୋଜନାରୁ ଅଯୋଗ୍ୟଙ୍କୁ ବାଦ୍ ପାଇଁ ତତ୍ପରତା ପ୍ରକାଶ ପାଇଛି । ଚାରି ଚକିଆ ଯାନ ଥିବା ହିତାଧିକାରୀଙ୍କ ଯାଞ୍ଚ ପାଇଁ ଚିଠି । ଅର୍ଥାତ ଯେଉଁ ହିତାଧିକାରୀଙ୍କ ଚାରିଚକିଆ ଯାନ ରହିଛି ସେମାନଙ୍କୁ ମିଳିବନି ଟଙ୍କା । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗକୁ ଚିଠି ହୋଇଛି । ସେହିପରି ମୃତ ହିତାଧିକାରୀଙ୍କ ତଥ୍ୟ ଦେବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିଦେ୍ର୍ଦଶ ।