ରାଜ୍ୟର 30 ଜିଲ୍ଲା ରେ 1 ଲକ୍ଷ 55 ହଜାର 707କିଲୋମୋଟର ଭୌଗଳିକ କ୍ଷେତ୍ରଫଳ ଜଙ୍ଗଲ

ରାଜ୍ୟରେ ରହିଛି 51 ଟି Forest Division,293 ଟି Forest Rangers,1068 ଟି Forest Section,3781 ଟି Forest Beats ରହିଛି। ରାଜ୍ୟର 30 ଜିଲ୍ଲା ରେ 1 ଲକ୍ଷ 55 ହଜାର 707କିଲୋମୋଟର ଭୌଗଳିକ କ୍ଷେତ୍ରଫଳ ଜଙ୍ଗଲ ରହିଛି।  ସେହିପରି 30 ଜିଲ୍ଲାରେ 52 ଲକ୍ଷ 433 ହଜାର 56 sq କିଲୋମିଟର ଜଙ୍ଗଲ ଆଛାଦିତ ଅଞ୍ଚଳ। ସର୍ବାଧିକ ମୟୁରଭଞ୍ଜ ଜିଲାରେ 10 ହଜାର 418 କିଲୋମିଟର ଭୌଗଳିକ କ୍ଷେତ୍ରଫଳ ଥିବା ବେଳେ ସର୍ବାଧିକ ଜଙ୍ଗଲ ଆଛାଦିତ କନ୍ଧମାଳ ଜିଲ୍ଲାରେ 5 ଲକ୍ଷ 402.03 କିଲୋମିଟର ରହିଛି। ଗୃହ ରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଙ୍କ ଲିଖିତ ଉତ୍ତର।