ସାନଖେମୁଣ୍ଡିରେ ଯୁବତୀଙ୍କୁ ନିର୍ଯ୍ୟାତନା ମାମଲାରେ ୨ ଜଣ କୋର୍ଟ ଚାଲଣ…

ସାନଖେମୁଣ୍ଡିରେ ଲଜ୍ଜ୍ୟା ଜଣେ ଯୁବତୀଙ୍କୁ ୨ ଜଣ ଯୁବକ ଦୁଷ୍କର୍ମ କରି କୋର୍ଟ ଚାଲାଣ। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା କ୍ଷ ଜଣେ ଯୁବତୀ ଙ୍କୁ ଦୁଇ ସାଙ୍ଗ ବିବାହ ଏବଂ ଚାକିରୀ କରାଇ ଦେବି କହି ଦୁଷ୍କର୍ମ ଅଭିଯୋଗ ରେ ପାଟପୁର  ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।  ଅଭିଯୁକ୍ତ ଦ୍ବୟ ହେଲେ ଶେରଗଡ଼ ଥାନା ଅଞ୍ଚଳ ର ବସନ୍ତ ଦାସ ଓ ଶଙ୍କର ପ୍ରଧାନକ୍ଷଖବର ପ୍ରକାରେ ପାଟପୁର ଥାନା ଅଞ୍ଚଳର ଜଣେ ଯୁବତୀ ଙ୍କୁ ଶେରଗଡ଼ ଥାନା ଅଞ୍ଚଳର ଆଜକୁ ୩ ମାସ ହେବ ବାହା ହେବା ର ପ୍ରଲୋଭନ ଦେଖାଇ ଦୁଇ ସାଙ୍ଗ ଅନେକ ସମୟ ରେ ଦୁଷ୍କର୍ମ କରୁଥିଲେ। ଏନେଇ ଯୁବତୀ ଜଣଙ୍କ ପାଟପୁର ଥାନାରେ ପହଞ୍ଚି ଅଭିଯୋଗ କରିବା ପରେ ପାଟପୁର ପୋଲିସ ୩୯୬/୨୫ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦ୍ବୟ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି।