ରାଜ୍ୟରେ 10 ଲକ୍ଷ 92 ହଜାର 832 ଜଣ ଗୋ ଚାଷୀ। ବିଗତ 10 ବର୍ଷରେ 2 କୋଟି 70 ହଜାର 75 ଲକ୍ଷ 10 ହଜାର ମେଟ୍ରିକ ଟନ ଦୁଗ୍ଧ ହୋଇଛି ଉତ୍ପାଦନ। 20 ତମ ପ୍ରାଣୀଧନ ଗଣନା ଅନୁଯାଇ ରାଜ୍ୟରେ ରହିଛି 36 କୋଟି 42 ଲକ୍ଷ 797 ଗାଈ। ଗୋପାଳନ ମାଧ୍ୟମରେ ବାର୍ଷିକ ରୋଜଗାର 50 ହଜାର ଟଙ୍କା। ସର୍ବାଧିକ ବାଲେଶ୍ୱର ଜିଲ୍ଲା ରେ 1 ଲକ୍ଷ 31 ହଜାର 294 ଗୋ ପାଳନ କରୁଛନ୍ତି ଚାଷୀ। ବିଧାନସଭା ରେ କଂଗ୍ରେସ ବିଧାୟକ ରାମ ଚନ୍ଦ୍ର କାଡାମ ଙ୍କ ପ୍ରଶ୍ନ ରେ ମନ୍ତ୍ରୀ ଙ୍କୁ ଉତ୍ତର।