ନୂଆଦିଲ୍ଲୀ : IFSନିଧି ହେଲେ ମୋଦିଙ୍କ ବ୍ୟକ୍ତିଗତ ସଚିବ | ପ୍ରଧାନମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ହେଲେ IFS ଅଧିକାରୀ ନିଧି ତିୱାରୀ। ନିଧିଙ୍କ ନିଯୁକ୍ତି ଉପରେ ମୋହର ମାରିଛି କେନ୍ଦ୍ର କ୍ୟାବିନେଟ୍ ସମ୍ପର୍କିତ ନିଯୁକ୍ତି କମିଟି।PMO ରେ ଡେପୁଟି ସେକ୍ରେଟାରୀ ଥିଲେ ନିଧି |

2022 ରୁ PMO ରେ ଡେପୁଟି ସେକ୍ରେଟାରୀ ଅଛନ୍ତି ନିଧି | 2014 ବ୍ୟାଚ ର IFS ଅଧିକାରୀ ନିଧି ତିୱାରୀ |ପ୍ରଧାନମନ୍ତ୍ରୀ ଙ୍କ ରାଜନୈତିକ ଓ ପ୍ରଶାସନିକ କାର୍ଯ୍ୟ ବୁଝିବେ |ବାରଣାସୀ ର ମୂଳ ବାସିନ୍ଦା ନିଧି | ପ୍ରଧାନମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ରୁ ଆସୁଛନ୍ତି ନିଧି |