ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ଵାରା ଗିରଫ ଜିଆରଏସ୍

କୋରେଇ/ ସୁନୀଲ ଓଝା: ଲାଞ୍ଚ ନେବା ବେଳେ ଧରାପଡିଲେ ଜିଆରଏସ୍ । ସୂଚନା ଅନୁଯାଇ କୋରେଇ ବ୍ଲକ ଗୋଳେଇପୁର ପଞ୍ଚାୟତ ର ଏଜଝ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଗୋଳେଇପୁର ପଞ୍ଚାୟତର ଜିଆରଏସ୍ ଦିଲୀପ ଦୀକ୍ଷିତ । ଗୋଳେଇପୁର ର ତେଲିଆ ଗ୍ରାମ ରୁ ରଂଜିତ ପ୍ରଧାନ ଙ୍କ ପାଖରୁ ୧୦୦୦ ଟଙ୍କା ଓ ପ୍ରତିମା ବିଶ୍ୱାଳ ଙ୍କ ପାଖରୁ ୫୦୦୦ ଟଙ୍କା ନେଇ ଆସୁଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡି ଭିଜିଲାନ୍ସ ନେଉଥିବାର ଦେଖିବାକୁ ମିଳିଛି । ତେବେ କେଉଁ କାରଣରୁ ସେ ଲାଞ୍ଚ ନେଉଥିଲେ ଜଣାପଡିନାହିଁ ।