ପାର୍କରେ ବିରଳ ବାଘ ଠାବ

ଠାବ ହେଲା ଏକ ସୁନାର ବାଘ ।

0

(ଆସାମ) : ଠାବ ହେଲା ଏକ ସୁନାର ବାଘ । ଏହା ଶୁଣି ଆପଣ ନିଶ୍ଚୟ ଆଚାର୍ଯ୍ୟ ହୋଇଯାଇଥିବେ । ଆଂଜ୍ଞା ହଁ ଆସାମ ଜାତୀୟ ପାର୍କରେ ଏହି ବିରଳ ବାଘ ଠାବ ହୋଇଛି। ଏଥିସହ ସିଙ୍ଗ ଥିବା ଗଣ୍ଡାମାନଙ୍କର ମଧ୍ୟ ସନ୍ଧାନ ମିଳିଛି। ଆସାମ ଜାତୀୟ ପାର୍କ କାଜି ରଙ୍ଗାରେ ସୁନାର ରଙ୍ଗର ଏକ ବିରଳ ବାଘ ଠାବ କରାଯାଇଛି।

ସେହିପରି ସିଙ୍ଗ ଥିବା ଏକାଧିକ ଗଣ୍ଡାମାନ ମଧ୍ୟ ନଜରକୁ ଆସିଛନ୍ତି। ଏହି ବିରଳ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ବେଙ୍ଗାଲୁରୁର ଜଣେ ପର୍ଯ୍ୟଟକଙ୍କ କ୍ୟାମେରାରେ ଏହି ବଣ୍ୟଯନ୍ତୁ କଏଦ ହୋଇଛନ୍ତି ।

ଆସାମରେ ୨୦୧୮ରୁ ୨୦୨୧ ମଧ୍ୟରେ ୧୫୯ଟି ବାଘ ସଂଖ୍ୟା ବୃଦ୍ଧି ପାଇଛି। ଏବେ କାଜିରଙ୍ଗାରେ ୧୨୧ଟି ବଡ଼ ବଡ଼ ବାଘ ଅଛନ୍ତି।