ବଳିଦାନ ଦେଲେ ଇଶ୍ୱର ସହିଦ ୍ହେଲେ ଓଡିଆ ପୁଅ ଓଡିଶାଦେଶ ବିଦେଶଭାରତ By Reporters Today Bureau On Nov 17, 2023 Share ପୁଣି ମାଓବାଦୀଙ୍କ ସହ ଗୁଳି ବିନିମୟରେ ଯାଇଛି ଓଡିଆ ପୁଅଙ୍କ ଜୀବନ ।ଆସାମ ରାଜ୍ୟର ତ୍ରିପୁରାରେ କାର୍ଯ୍ୟରତ ଥିବା ଓଡିଆ ବିଏସ୍ଏଫ୍ ଯବାନ ଈଶ୍ୱର ଚନ୍ଦ୍ର ବେହେରାଙ୍କର ମୃତ୍ୟୁ ଘଟିଛି ।ତାଙ୍କ ଘର କଳାହାଣ୍ଡି କେସିଙ୍ଗା ଥାନା ବେଲଖଣ୍ଡିରେ ବୋଲି ଜଣାପଡିଛିି । asamdeathIndiaodiareporterstodaysoldierson Share FacebookTwitterGoogle+ReddItWhatsAppPinterestEmail