ଭୁବନେଶ୍ୱର: ସବୁଦିନ ପାଇଁ ଆଖି ବୁଜିଲେ ପୂର୍ବତନ ସାଂସଦ ମୋହନ ଜେନା । ଭୁବନେଶ୍ୱରହ ଏକ ଘରୋଇ ହସ୍ପିଟାଲରେ ସାଂସଦଙ୍କ ପରଲୋକ ହୋଇଛି । ହସ୍ପିଟାଲରେ ଚିକ୍ରସାଧୀନ ଅବସ୍ଥାରେ ରାଜନେତା ମୋହନ ଜେନାଙ୍କର ଦେହାନ୍ତ ହୋଇଛି । ସାଂସଦଙ୍କ ଦେହାନ୍ତରେ ରାଜନୈତିକ ମହଲରେ ଏବେ ଦୁଃଖରଛାୟା ଖେଳିଯାଇଛି । ସୂଚନାଥାଉକି, ଯାଜପୁରରୁ ୨ଥର ସାଂସଦ ଭାବେ ମୋହନ ଜେନା ନିର୍ବାଚିତ ହୋଇଥିଲେ ।