ରାଜଧାନୀରେ ଡେଲିଭରି ବୟର ଉନ୍ମତ କାଣ୍ଡ

ରାଜଧାନୀରେ ଡେଲିଭରି ବୟର ଉନ୍ମତ କାଣ୍ଡ । ଖାଦ୍ୟ ଡେଲିଭରି ଦେବା ସମୟରେ ମହିଳାଙ୍କ ସହିତ ଗଣ୍ଡଗୋଳ । ଏକ ଧାରୁଆ କଟୁରୀରେ ମହିଳାଙ୍କୁ 3 ଚୋଟ ପକାଇଲା ଅଭିଯୁକ୍ତ । ଗୁରୁତ୍ତର ଅବସ୍ଥାରେ ମହିଳାଙ୍କୁ ଘରୋଇ ହସପିଟାଲରେ ଭର୍ତି । ଆହତ ମହିଳା ବିନୋଦିନୀ ରଥ । ଘଟଣା ସ୍ଥଳରେ କମିସନରେଟ ପୋଲିସର ଛାନଭିନ।