କଂଗ୍ରେସର ନୂଆ ଅଧ୍ୟକ୍ଷ ହେଲେ ମଲ୍ଲିକାର୍ଜୁନ ଖଡଗେ ରାଜନୀତି By Reporters Today Bureau Last updated Oct 19, 2022 Share ନୂଆଦିଲ୍ଲୀ: କଂଗ୍ରେସର ନୂଆ ଅଧ୍ୟକ୍ଷ ହେଲେ ମଲ୍ଲିକାର୍ଜୁନ ଖଡଗେ ।୯୩୮୫ ଭୋଟରୁ ଖଡଗେ ୭ ହଜାର ୮୯୭ ଭୋଟ ପାଇ ସଭାପତି ପଦ ହାସଲ କରିଛନ୍ତି । ଥରୁର ୧୦୭୨ ଖଣ୍ଡ ଭୋଟପାଇଥିବା ବେଳେ ୪୧୬ ଖଣ୍ଡ ଭୋଟ ନାକଜ ହୋଇଥିବା ସୂଚନା ମିଳିଛି । ତେବେ ଦୀର୍ଘ ୨୪ ବର୍ଷ ପରେ କଂଗ୍ରେସକୁ ମିଳିଛି ଅଣ ଗାନ୍ଧୀ ସଭାପତି । Congressmalikarjun khargenew presidentReporters TodaySonali Behera Share FacebookTwitterGoogle+ReddItWhatsAppPinterestEmail