ଡ୍ରାଇଭର ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋସଣା

ଭୁବନେଶ୍ୱର: ଡ୍ରାଇଭର ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା ।ଡ୍ରାଇଭର କର୍ମଚାରୀ କଲ୍ୟାଣ ଯୋଜନାର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ।ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନାକୁ ସିକୃତି । ଈଝକଣ ଓ ମଧୁ ପେନସନ ଯୋଜନାରେ ସାମିଲ ହେବେ ଡ୍ରାଇଭର । ଡ୍ରଇଭର ଓ କର୍ମଚାରୀ କଲ୍ୟାଣ ଯୋଜନାକୁ ଅନୁମୋଦନ । ଡ୍ରାଇଭର ମାନଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟା କଲ୍ୟାଣ ବୋର୍ଡ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱୀକୃତି ।ଡ୍ରାଇଭର ଓ କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ ୪ଲକ୍ଷ ଟଙ୍କା ।ସାଧାରଣ ମୃତ୍ୟୁ କ୍ଷେତ୍ରରେ ୨ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ।ଅତି ଗଭୀର ଆଘାତ କ୍ଷେତ୍ରରେ ୮୦ ହଜାର ଟଙ୍କା ସହାୟତା ।ସ୍ଥାୟୀ ଅକ୍ଷମତା ମାମଲାରେ ମିଳିବ ଦେଢଲକ୍ଷ ଟଙ୍କା ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଳିବ ସୁବିଧା ।୫ଲକ୍ଷରୁ ଅଧିକ ଡ୍ରାଇଭର ଓ କର୍ମଚାରୀ ହେବେ ଉପକୃତ ।
ଗତ କିଛି ମାସ ପୂର୍ବେ ଡ୍ରାଇଭର ମାନେ ମହା ଆନ୍ଦେଳୋନ କରିଥିଲେ ।ଯେଉଁଠାରେ ରାଜ୍ୟ ବ୍ୟାପି ୪ରୁ ୫ଦିନ ଆନ୍ଦେଳୋନ କରିଥିଲେ ।