ଇଣ୍ଡିଆ ମେରିଟାଇମ ଉଇକ ୨୦ର ଓଡିଶା ପେଭିଲିଆନ୍ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇରେ ଅନୁଷ୍ଠିତ ଇଣ୍ଡିଆ ମେରିଟାଇମ ଉଇକ୨୦ର ଓଡିଶା ପେଭିଲିଆନ୍ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କଟକର ବାଲିଯାତ୍ରାକୁ ବାଲୁକାକଳା ମାଧ୍ୟମରେ ପ୍ରଦର୍ଶିତ କରିଛନ୍ତି ସୁଦର୍ଶନ। ତେବେ ମୁଖ୍ୟମନ୍ତ୍ରୀ ମୁମ୍ବାଇର ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପାଭିଲିୟନ ପରିଦର୍ଶନ କରି ଓଡ଼ିଶାର ବର୍ଦ୍ଧିତ ସାମୁଦ୍ରିକ ସମ୍ଭାବନା ଏବଂ ସୁଯୋଗ ଉପରେ ଆଲୋକପାତ କରିଛନ୍ତି।