Browsing Category

ବିଶ୍ୱ

ମ୍ୟାକ୍ ଡୋନାଲ୍ଡରେ ବି ମାନ୍ଦାବସ୍ଥା, ଛଟେଇ ହେବେ କର୍ମଚାରୀ

ବିଶ୍ୱର ଅନ୍ୟତମ ଲୋକପ୍ରିୟ ଫୁଡ୍ କଂପାନୀ ମ୍ୟାକ୍ ଡୋନାଲ୍ଡରେ ଅଚଳା ଅବସ୍ଥା । ବିଶ୍ୱ ଅର୍ଥନୀତି ମାନ୍ଦାବସ୍ଥାର ପ୍ରଭାବ ଏବେ କଂପାନୀ ଉପରେ ପଡିଛି । ଫଳରେ ଅନ୍ୟ ବହୁ ରଷ୍ଟ୍ରୀୟ କଂପାନୀ ଭଳି ମ୍ୟାକ୍ ଡୋନାଲ୍ଡ ନିଜ କର୍ମଚାରୀ ଛଟେଇ କରିବାକୁ ଚିନ୍ତା କରୁଛି । ଏପରିକି ଆମେରିକା ଭଳି ବିକଶିତ…
Read More...

ତଥ୍ୟ ଦେବାକୁ କହିଲା WHO

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଜିନିଭାରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମହାନିର୍ଦେଶ ଡାକ୍ତର ଟେଡ୍ରସ୍ ଆଧନୋମ୍ ଗେବ୍ରେସିୟସ୍ କହିଛନ୍ତି, କୋଭିଡ୍-୧୯ର ଉତ୍ପତ୍ତି ସମ୍ବନ୍ଧୀୟ ପ୍ରତ୍ୟେକଟି ଅଧ୍ୟୟନ ତୁରନ୍ତ ଆନ୍ତର୍ଜାତିକ ସମୁଦାୟଙ୍କୁ ସେୟାର୍ କରାଯିବା ଆବଶ୍ୟକ। ଏହି ତଥ୍ୟାବଳି ୩ ବର୍ଷ…
Read More...

ହଟିଲା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରୁ ବ୍ୟାନ୍

ଫେସବୁକକୁ ଫେରିଲେ ଡୋନାଲ୍ଡ ଟ୍ରମ୍ପ ।। ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର୍ ପରେ ୟୁଟ୍ୟୁବ୍ ଓ ଫେସ୍ବୁକ୍କୁ ଫେରିଲେ ଟ୍ରମ୍ପ। ଦୀର୍ଘ ଦୁଇ ବର୍ଷ ପରେ ଏହି ଦୁଇଟି ଲୋକପ୍ରିୟ ସୋଶାଲ ମିଡିଆ ଠାରୁ ଦୁରେଇ ରହିବା ପରେ ଏବେ ସେ ଫେରିଛନ୍ତି । ବ୍ୟାନ ହଟିବା ପରେ ‘ଆଇ ଆମ ବ୍ୟାକ’ ଲେଖି ସେ ସୋଶିଆଲ…
Read More...

ଥାଇଲାଣ୍ଡରେ ବିଷାକ୍ତ ବାୟୁ ପ୍ରଭାବରେ ୨ଲକ୍ଷରୁ ଅଧିକ ଲୋକ ଆହତ

ଚଳିତ ସପ୍ତାହରେ ଥାଇଲାଣ୍ଡରେ ବିଷାକ୍ତ ବାୟୁ ପ୍ରଭାବିତ ହୋବାରେ ଲାଗିଛି । ନିଶ୍ୱାସରେ ପ୍ରଦୂଷଣ ବାୟୁକୁ ଗ୍ରହଣ କରି ୨ଲକ୍ଷରୁ ଅଧିକ ଲୋକ ଡାକ୍ତର ଖାନାରେ ଭର୍ତ୍ତି ହୋଇଛନ୍ତି ।ଏବେ ରାଜଧାନୀ ବ୍ୟାଙ୍କକର ସ୍ଥିତି ଦିନକୁ ଦିନ ସଂଙ୍ଗୀନ ହେଉଥିବାରୁ ଲୋକମାନଙ୍କୁ ସଚେତନ ରହି ଘରୁ ନବାହାରିବାକୁ…
Read More...

ଗୋଟିଏ ଦିନରେ ଗଲା ୨ ଜଣଙ୍କ ଜୀବନ, ଥଣ୍ଡା କାଶ ଛିଙ୍କ ହେଉଥିଲେ ସାବଧାନ, ଆପଣଙ୍କୁ ଆଟାକ କରି ଥାଇପାରେ ଏଚ୩ଏନ୨ ଭାଇରସ

ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ମାରାତ୍ମକ ଏଚ୩ଏନ୨ ଭାଇରସ ପ୍ରଥମ ଥର ପାଇଁ ଭାରତରେ ୨ ଜଣ ବ୍ୟକ୍ତିଙ୍କ ପ୍ରାଣ ନେଇଛି । ଭାଇରସ ଯୋଗୁଁ ସୃଷ୍ଟି ହୋଇଥିବା ଇନଫକ୍ଳୁଏନ୍ଜାରେ ଆକ୍ରାନ୍ତ ହୋଇ ଏହି ୨ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସରକାରୀ ଭାବେ ଘୋଷଣା କରାଯାଇଛି । ମୃତ୍ୟୁ ହୋଇଥିବା ଜଣେ…
Read More...

ଥରକୁ ଥର ଆଫଗାନିସ୍ତାନରେ ଭୂକମ୍ପର ଝଟକା

ତ୍ତୁର୍କୀ ପରେ ଏବେ ଆଫଗାନିସ୍ତାନରେ ଥରକୁ ଥର ଭୂକମ୍ପ ହେବାରେ ଲାଗିଛ । ଆଜି ମାଧ୍ୟ ଆଫଗାନିସ୍ତାନରେ ଏକ ଭୂକମ୍ପର ଝଟକା ଲାଗିଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକଡ କରାଯାଇଛି । ଏଥିସହିତ ଭୂକମ୍ପର କେନ୍ଦ୍ର ସ୍ଥଳର ଫୈଜାବାଦ ହୋଇଥିବା ବୈଜ୍ଞାନୀକ ମାନେ ସୂଚନା ଦେଇଛନ୍ତି । ଏହି…
Read More...

ବିସ୍ଫୋରଣରେ ତାଲିବାନୀ ଗଭର୍ଣ୍ଣରଙ୍କ ମୃତ୍ୟୁ

କାବୁଲ: ଆଫଗାନୀସ୍ତାନରେ ବିସ୍ଫୋରଣ । ଆଫଗାନୀସ୍ତାନର ବଲ୍ଗ ଅଞ୍ଚଳରେ ବଡଧରଣର ବୋମା ବିସ୍ଫୋରଣ ଘଟିଛି । ଏହି ବିସ୍ଫାରଣରେ ବଲ୍ଗ ପ୍ରାନ୍ତର ତାଲିବାନୀ ଗଭର୍ଣ୍ଣର ଦାଉଦ ମୁଜାମିଲଙ୍କ ମୁତ୍ୟୁ ହୋଇଥବା ସୂଚନା ରହିଛି । ସୂଚନା ଅନୁଯାଇ ଗଭଣକର୍ଣା ଅଫିସରେ ଥିବା ବେଳେ ହିଁ ଏହି ବିସ୍ଫାରଣ…
Read More...

ୟୁକ୍ରେନ ଉପରେ ମିସାଇଲ ବର୍ଷା କରୁଛି ଋଷ

କିଭି: ୟୁକ୍ରେନର ମୁଖ୍ୟ ସହାର ଉପରେ ମିସାଇଲ ବର୍ଷା କରୁଛି ଋଷ । ଏୟାର ଷ୍ଟ୍ରାଇକ ଯୋଗୁଁ ୟୁକ୍ରେନର ଅନେକ ସହର କିବ୍‌, ଲିବିବ ଆଦି ବ୍ଲାକଆଉଟ ହୋଇଛି । ଋଷର ଏହି ଏୟାର ଷ୍ଟ୍ରାଇକର ଯବାବ ଦେବ ୟୁକ୍ରେନ । ସେଥିପାଇଁ ୟୁକ୍ରେନକୁ ୠ-୧୬ ଫାଇଟର ପ୍ଲେନ ଯୋଗାଇଦେବାକୁ ଆମେରିକାକୁ ଅପିଲ କରିଛନ୍ତି…
Read More...

ତୁର୍କୀ ଏବଂ ସିରିୟା ପରେ ଭୁକମ୍ପର ଥରିଲା ନ୍ୟୁଜିଲାଣ୍ଡ

ବ୍ୟୁରୋ : ଭୁକମ୍ପର ଥରିଲା ନ୍ୟୁଜିଲାଣ୍ଡ | ନ୍ୟୁଜିଲାଣ୍ଡର ସମୟ ଅନୁସାରେ ୧୫ ଫେବୃୟାରୀ ୧୨ଟା ୮ ମିନିଟ୍‌ରେ ଆସିଥିଲା ଭୂମିକମ୍ପ | ଏହାର କେନ୍ଦ୍ର ଭୂମି ଭିତରେ ୭୪.୩ କିଲୋମିଟର ଗଭୀରରେ ଥିଲା। ତେବେ ପୂର୍ବରୁ ତୁର୍କୀ ଏବଂ ସିରିୟାରେ ବଡ଼ ଧରଣର ଭୂମିକମ୍ପ ଯୋଗୁ ଅନେକ କ୍ଷତି ହୋଇଛି | ଅଭୁ…
Read More...

ଆନ୍ତରୀକ୍ଷକୁ ପ୍ରଥମଥର ପାଇଁ ମହିଳା ପଠାଇବ ସାଉଦ ଆରବ

ନୂଆଦିଲ୍ଲୀ : ଏଣିକି ସ୍ପେସ ମିଶନରେ ମହିଳାଙ୍କୁ ସାଉଦ ଆରବ ସାମିଲ କରିବ । ଆନ୍ତରିକ୍ଷକୁ ପ୍ରଥମଥର ପାଇଁ ମହିଳା ପଠାଇବ ସାଉଦ ଆରବ । ଲୋକମାନଙ୍କ ଓଲ୍ଡ ଚିନ୍ତାଧାରାକୁ ପଛରେ ପକାଇ ଆଗକୁ ବଢ଼ିବାକୁ ଏମିତି ଏକ ବଡ ଘୋଷରା କରିଛି ଆଗକୁ ବଢ଼ିବାକୁ । ମହିଳା ମହାକାଶଚାରୀ ରେୟାନା ବରନାବୀ ତାଙ୍କ…
Read More...