Browsing Category
Uncategorized
ରୋଷେଇଘରେ ଆଉ ମିଳିବନି ଟମାଟୋ ଓ ଚିକେନ୍: ଆକାଶ ଛୁଆଁ ଦର
ବ୍ୟୁରୋ: ଟମାଟୋ ଓ କୁକୁଡା ଦର ଆକାଶ ଛୁଆଁ ଧରିଲାଣି । ରୋଷେଇ ଘରେ ମିଳିବନି ଟମାଟୋ ଓ ଚିକେନ୍ । ମହଙ୍ଗା ମାଡରେ ସାଧାରଣ ଲୋକେ ହନ୍ତସନ୍ତ ହେଉଥିବାବେଳେ ରାଜଧାନୀରେ ଟମାଟୋ ଦର ୧୨୦ ଟଙ୍କା । ଖାଳି ରାଜଧାନୀରେ ନୁହେଁ ବରଂ କଟକରେ ଟମାଟୋ ଦର ୧୨୦ଟଙ୍କା । ବାତ୍ୟା ଯୋଗୁଁ ଯୋଗାଣ ବନ୍ଦ…
Read More...
Read More...
ବୈବାହିକ ବଳାତ୍କାର ଅପରାଧ ନାଁ ଅପରାଧ ନୁହେଁ ?
ବ୍ୟୁରୋ: ବିବାହ କରି ସ୍ୱାମୀ ସହ ସମ୍ପର୍କ ରଖିବା ଏଇଟା ତା ଦୁନିଆର ନିୟମ। କିନ୍ତୁ ଜବରଦସ୍ତି କରିବା ଅପରାଧ । କିଏ କାହାକୁ ମନା କରିବା ପରେ ଜବରଦସ୍ତି କରିପାରିବେ ନାହିଁ । ତେବେ ପ୍ରଶ୍ନ ଏବେ ବୈବାହିକ ବଳାତ୍କାର ଅପରାଧ ଅଟେ ନା ନୁହେଁ? ଏହି ମାମଲାର ଶୁଣାଣି କରିଥିଲେ ଦିଲ୍ଲୀ…
Read More...
Read More...
ବଲିଉଡ୍ ଡେବ୍ୟୁକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ଶେହନାଜ୍ ଗିଲ୍
ମୁମ୍ବାଇ :ବଲିଉଡ୍ ଡେବ୍ୟୁକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ଶେହନାଜ୍ ଗିଲ୍ । ସଲମାନ ଖାନ୍ଙ୍କ ସହ ପରଦାରେ ଦେଖା ଯିବେ ଶେହନାଜ୍ ଗିଲ୍ । ଗତ କିଛି ଦିନ ହେବ ଏହା ଶୁଣିବାକୁ ମିଳୁଛି । ନିକଟରେ ଯେତେବେଳେ ଶେହନାଜଙ୍କୁ ଡେବ୍ୟୁକୁ ନେଇ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ ଏମିତି କିଛି କଥା…
Read More...
Read More...
ଶ୍ରୀଲଙ୍କାରେ ହିଂସା, ଆତ୍ମହତ୍ୟା କଲେ ସାଂସଦ
(ଦିଲ୍ଲୀ) : ଆର୍ଥିକ ସଂକଟର ମାଡ଼ର ଭାଙ୍ଗି ପଡ଼ିଥିବା ଶ୍ରୀଲଙ୍କା ଏବେ ହିଂସାରେ ଜଳୁଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେଙ୍କ ଘରକୁ ଜାଳି ଦେଇଥିବା ସୂଚନା ମିଳିଛି ।
ବିକ୍ଷୋଭପ୍ରଦର୍ଶନକାରୀ ଇସ୍ତଫା ଦେଇ ସାରିଥିବା ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା…
Read More...
Read More...
ବ୍ରଜରାଜନଗର ଉପନିର୍ବାଚନ : କିଶୋରଙ୍କୁ ପ୍ରାର୍ଥୀ କଲା କଂଗ୍ରେସ
ବ୍ୟୁରୋ : ବ୍ରଜରାଜନଗରର ଉପନିର୍ବାଚନ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ ଏବେ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିଛି । ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲଙ୍କୁ ପ୍ରାର୍ଥୀ କରିଛି ଦଳ । କିଶୋରଙ୍କ ଭଳି ପୁରୁଖା ଓ ଅନୁଭବୀ ନେତାଙ୍କ ଉପରେ ଭରସିବା…
Read More...
Read More...
ଘର ଛାତ ଉପରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ
ବ୍ୟୁରୋ: ପୂର୍ବ ଶତୃତାକୁ କେନ୍ଦ୍ରକରି ହତ୍ୟା । ଘରୁ ଡାକି ନେଇ ଛାତ ଉପରୁ ଠେଲି ହତ୍ୟା କରାଯାଇଥିବା ଅଭିଯୋଗ । ଏଭଳି ଜଘନ୍ୟା କାଣ୍ଡ ବାଲେଶ୍ଵର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ । ମୃତକଙ୍କ ନାମ କମଳାକାନ୍ତ ମଲ୍ଲିକ । ତାଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କ…
Read More...
Read More...
ବ୍ରଜରାଜନଗର ଉପନିର୍ବାଚନ; ବିଜେଡି ପ୍ରାର୍ଥୀ ହେଲେ ଅଳକା ମହାନ୍ତି
ଭୁବନେଶ୍ୱର: ବିଜେଡି ଘୋଷଣା କଲା ପ୍ରାର୍ଥିଙ୍କ ନାଁ । ବ୍ରଜରାଜନଗରର ଉପନିର୍ବାଚନ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ଅଳକା ମହାନ୍ତିଙ୍କୁ । ଅଳକା ମହାନ୍ତି ହେଉଛନ୍ତି ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ଉପର୍ନିବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି…
Read More...
Read More...
ରାଞ୍ଚି ଟାଟା ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ, ଦୁଇ ଶ୍ରମିକ ଗୁରୁତର
(ରାଞ୍ଚି) : ଟାଟା ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ। ଜାମଶେଦପୁର ଟାଟା ଷ୍ଟିଲ୍ ପ୍ଲାଣ୍ଟରେ ଆଜି ସକାଳେ ବିସ୍ଫୋରଣ ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫଳରେ ଦୁଇ ଜଣ ଶ୍ରମିକ ଗୁରୁତର ହୋଇଥିବା ସୂଚନା ମିଳିଛି।'
ପ୍ଲାଣ୍ଟରେ ନିଆଁ ଲାଗିବା ଏବଂ ଗ୍ୟାସ୍ ଲିକ୍ ହେବା ପରେ…
Read More...
Read More...
ଦରବୃଦ୍ଧିକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେଡି
ଭୁବନେଶ୍ୱର: ଦରବୃଦ୍ଧି ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । କେନ୍ଦ୍ର ସରକାର ଦର ବୃଦ୍ଧି ନିୟନ୍ତ୍ରଣରେ ବିଫଳ ହେଉଥିବାରୁ ବର୍ଷିଛନ୍ତି ବିଜେଡି ଓ କଂଗ୍ରେସ । ପେଟ୍ରୋଲ ଦର ସାଙ୍ଗକୁ ଇନ୍ଧନ ଗ୍ୟାସର ଦରବୃଦ୍ଧି ସାଧରଣ ଲୋକଙ୍କୁ ବେହାଲ କଲାଣି । କେବଳ ସେତିକି ନୁହେଁ ଅତ୍ୟାବଶ୍ୟକୀୟ…
Read More...
Read More...
ଆଜି ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ
ମୁମ୍ବାଇ: ଆଇପିଏଲର ୪୮ ତମ ମ୍ୟାଚରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ । ଆଜି ସନ୍ଧ୍ୟ ୭ଟା ୩୦ରେ ମୁମ୍ବାଇର ଡି ୱାଇ ପଟେଲ ଷ୍ଟାଡିଅମରେ ଖେଳାଯିବ ଏହି ରୋମାଞ୍ଚକ ମ୍ୟାଚ । ଏହି ଦୁଇ ଦଳ ଏଥର ମ୍ୟାଚରେ ଜିତ ହାସଲ କରିବାକୁ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି । ଚଳିତ…
Read More...
Read More...