Browsing Category
Uncategorized
ଯମୁନା ନଦୀ ପାଣିରେ ବୁଡି ୫ ମୃତ, ୫ ଗୁରୁତର
ବ୍ୟୁରୋ: ନଦୀରେ ଗାଧୋଉଥିବାବେଳେ ପାଣିରେ ବୁଡି ୫ ମୃତ, ୫ ଗୁରୁତର । ଏଭଳି ଅଘଟଣ ଘଟିଛି ହରିୟାଣାର ଯମୁୁନାନଗରରେ। ଯମୁନା ନଦୀରେ ମିଶିଥିବା ୱେଷ୍ଟର୍ଣ୍ଣ କେନାଲକୁ ୧୦ ଜଣ ଯୁବକ ଗାଧୋଇବାକୁ ଯାଇଥିବାବେଳେ ୫ଜଣ ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କ ଉପରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ ।…
Read More...
Read More...
ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ : ବଜ୍ରପାତ ନେଇ ପାଣିପାଗ କେନ୍ଦ୍ରର ୟେଲୋ ଓ୍ବାର୍ନିଂ ଜାରି
ଭୁବନେଶ୍ୱର : ରାଜ୍ୟରେ ଖରା ତାର ପ୍ରକୋପ ଦେଖାଉଛି। ସାଧାରଣ ଲୋକ ଖରଗରମରେ ହନ୍ତସନ୍ତ ହେଉଥିବା ବାଲେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ଲଘୁଚାପ ୧୯ ତାରିଖ ବେଳକୁ ସୃଷ୍ଟି ହେବ।…
Read More...
Read More...
ରାଜ୍ୟରେ ଦିନକରେ ଆଉ ୧୪ ଜଣ କରୋନା ସଂକ୍ରମିତ
ଭୁବନେଶ୍ୱର,୧୫/୫: ଆଜି କରୋନା ସଂକ୍ରମଣ ଙ୍କ ସଂଖ୍ୟା କମିଛି । ଏହାରିମଧ୍ୟରେ ଆଜି ରାଜ୍ୟରେ ଦିନକରେ ଆଉ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୮ ଓ ସ୍ଥାନୀୟ ଅଞ୍ଚଳରୁ ୬ ରୋଗୀ ଚିହ୍ନଟ ହୋଇନାହାନ୍ତି। ୦-୧୮ ବର୍ଷ ଭିତରେ ୪ ଜଣ …
Read More...
Read More...
ରିମାଣ୍ଡରେ ଆସିବ ନଣ୍ଡା
ପୁରୀ : ପୁରୀ ପୋଲିସ ଓ ଏସଟିଏଫକୁ ବଡ ସଫଳତା। ଧରାହେଲା ୩ କେଜିର ବ୍ରାଉନ ସୁଗାର। ଯାହାର ଆନୁମାନିକ ବଜାର ମୁଲ୍ୟ ତିନି କୋଟିରୁ ଅଧିକ ଟଙ୍କା। ବ୍ରାଉନ ସୁଗାର କିଙ୍ଗପିନ୍ ନଣ୍ଡା ଓରଫ ସୁଶାନ୍ତ ପଟ୍ଟନାୟକ ସହ ତାର ଅନ୍ୟ ଦୁଇ ସହଯୋଗୀ ରାଜ କିଶୋର ସାହୁ, ମାନସ ସାହୁକୁ ଗିରଫ କରିଛି ବାସେଳୀ…
Read More...
Read More...
କାଶ୍ମୀରୀ ପଣ୍ଡିତଙ୍କ ହତ୍ୟାର ଜବାବ ଦେଇଛି ଭାରତୀୟ ସେନା
ନୂଆଦିଲ୍ଲୀ: ମୁହଁତୋଡ ଜବାବ ଦେଲେ ଯବାନ । କାଶ୍ମୀରୀ ପଣ୍ଡିତଙ୍କ ହତ୍ୟାର ଜବାବ ଦେଇଛି ଭାରତୀୟ ସେନା । ପୋଲିସ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ୩ ଜଣଙ୍କ ମଧ୍ୟରୁ ୨ ଜଣ ଥିଲେ କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିଲେ। ବାନ୍ଦିପୋରାର ବ୍ରାର ଆରାଗମ…
Read More...
Read More...
ଓଡ଼ିଆ ପୁଅଙ୍କୁ ନୂଆ ଦାୟିତ୍ୱ: ଏସିଆ କପ୍ ହକି ପାଇଁ ବୀରେନ୍ଦ୍ର ଲାକ୍ରା ହେଲେ ଅଧିନାୟକ
ଭୁବନେଶ୍ୱର: ବୀରେନ୍ଦ୍ର ଲାକ୍ରାଙ୍କୁ ମିଳିଲା ନୂଆ ଦାୟିତ୍ୱ । ଆସନ୍ତା ୨୩ ତାରିଖରୁ ଏସିଆ କପ୍ ଇଣ୍ଡୋନେସିଆରେ ଆରମ୍ଭ ହେବାକୁ ଯାଉଛି । ଏସିଆ କପ ପାଇଁ ଦଳ ଘୋଷଣା ହୋଇସାରିଥିବା ବେଳେ ଦଳର ଅଧିନାୟକ ଭାବେ ଦାୟିତ୍ୱ ଭାରତୀୟ ହକି ଦଳର ଖେଳାଳି ରୁପିନ୍ଦର ପାଲ ସିଂହଙ୍କୁ ଦିଆଯାଇଥିଲା ।…
Read More...
Read More...
ସହର ଭିତରେ ହାତୀ ଆତଙ୍କ
ସିଲିଗୁଡ଼ି : ସହର ଭିତରେ ହାତୀ ଆତଙ୍କ । ଏ ଭଳିଆ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ସିଲିଗୁଡ଼ି ସହରରେ । ମହାନନ୍ଦ ବନ୍ୟଜନ୍ତୁ ଅଭୟାରଣ୍ୟରୁ ଏକ ବୟସ୍କ ହାତୀ ଅକସ୍ମାତ ଜନବସତିକୁ ଚାଲିଆସିଥିଲା । ଆଉ ହାତୀଟି ସହର ଭିତରୁ ଫେରିବାର ବାଟ ପାଇନପାରି ସହର ଭିତରୁ ପଶି ଆସିଥହୀଲା । ସିଲିଗୁଡ଼ିର…
Read More...
Read More...
ମାଟି ତଳେ ସୁନାଖଣି !
କେନ୍ଦୁଝର : ମାଟି ତଳେ ସୁନାଖଣି । କେନ୍ଦୁଝରରେ ଥାଇପାରେ ସୁନା ଖଣି । ବାଂଶପାଳ ବ୍ଲକ ଅଞ୍ଚଳର ପାଖାପାଖି ୧୫ଟି ସ୍ଥାନରେ ସୁନା ଖଣି ସନ୍ଧାନ ପାଇଁ ସର୍ଭେ କରୁଛି ଜିଓଲୋଜି ସର୍ଭେ ଅଫ୍ ଇଣ୍ଡିଆ । ବଡ଼ ବଡ଼ ମେସିନ୍ ଦ୍ୱାରା ପାଖପାଖି ୧୦୦ ମିଟର ଡ୍ରିଲ କରି ନମୁନା ସଂଗ୍ରହ କରାଯାଉଛି । ଏଥିପାଇଁ…
Read More...
Read More...
ମହିଳା ଏସ୍ଆଇ ଜୁନମୋନି ରାଭା ଖୁବ୍ଶୀଘ୍ର ହୋଇପାରନ୍ତି ଗିରଫ!
ଆସାମ: ନିଜ ଭାବୀ ସ୍ୱାମୀଙ୍କୁ ଠକେଇ ଅଭିଯୋଗରେ ଗିରଫ କରିଥିବା ମହିଳା ସବ୍ ଇନ୍ସପେକ୍ଟର ଏବେ ପୁଣିଥରେ ଚର୍ଚ୍ଚାରେ। ଏଥର ଭାବୀ ସ୍ୱାମୀ ନୁହଁନ୍ତି, ବରଂ ସେ ନିଜେ ଫସିଛନ୍ତି। ତାଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ ଆସିଛି। ଆସାମ ପୋଲିସରେ ସବ୍ ଇନ୍ସପେକ୍ଟର ରୂପେ କାର୍ଯ୍ୟରତ ଜୁନମୋନି…
Read More...
Read More...
ନିଆଁରେ ପୋଡି ହୋଇ ଜଣେ ମହିଳାଙ୍କ ସହ ଦୁଇଶିଶୁ ଜୀବନ୍ତ ଦଗ୍ଧ
ରାଇରଙ୍ଗପୁର: ନିଆରେ ପୋଡି ହୋଇ ଜଣେ ମହିଳାଙ୍କ ସହିତ ଜଣେ ୬ବର୍ଷର ଝିଅ ଓ ୩ମାସର ପୁଅ ଜୀବନ୍ତ ଦଗ୍ଧ । । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଉଞ୍ଚଗା ଗ୍ରାମରେ । ସୂଚନାଅନୁସାରେ,ରାତିରେ ଖାଇ ଶୋଇଥିବାବେଳେ ନିଆଁରେ ପୋଡ଼ି ଜୀବନ୍ତ ଦଗ୍ଧ ହେଇଥିବା ଘଟଣା…
Read More...
Read More...