Browsing Category

Uncategorized

ଥମିବାରେ ଲାଗୁନି କାଳୀ ପୋଷ୍ଟରର ବିବାଦ

ବ୍ୟୁରୋ: ଥମିବାର ନାଁ ନେଉନି କାଳୀ ଫଲ୍ମୀର ବିବାଦ । ଦିନକୁ ଦିନ ଘଟଣା ବଢିଚାଲିଛି । ଏହାକୁ ନେଇ ମାମଲା ରୁଜୁ କରାଯାଇଥିଲା । ଏବେ ମାମଲା କେବଳ ଥାନା ନୁହେଁ ବରଂ କୋର୍ଟରେ ପହଂଚିଲାଣି । ଘଯଣାରେ ଦିଲ୍ଲୀର ଏକ କୋର୍ଟ ଏହାରି ଲୀନା ମରିକେଲାଇଙ୍କ ସମେତ ସମ୍ପୃକ୍ତମାନଙ୍କୁ ସମନ କରିଛନ୍ତି…
Read More...

ଉବର ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ : ବିଶ୍ବର ଅଗ୍ରଣୀ କଂପାନି ବିରୋଧରେ ସାମ୍ନାକୁ ଆସିଛି ସାଂଘାତିକ ଅଭିଯୋଗ । ମୋବାଇଲ୍ ଆପ୍ ଜରିଆରେ ଯାତ୍ରୀ ପରିବହନ ସୁବିଧା ପ୍ରଦାନ କରୁଥିବା ଏହି ଉବର ସଂସ୍ଥା ନୂଆ ବଜାରରେ ପ୍ରବେଶ କରିବା ‌ବେଳେ ଅନେକ ବେଆଇନ କାର୍ଯ୍ୟ କରିଥିଲା। ତଦନ୍ତକାରୀ ସାମ୍ବାଦିକଙ୍କ ଆନ୍ତର୍ଜାତିକ…
Read More...

୫ଟି ରାଜ୍ୟରେ ପ୍ରବଳ ବର୍ଷା, ହାଇ ଆଲର୍ଟ ଜାରି

ନୂଆଦିଲ୍ଲୀ : ୫ଟି ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଛି। ଗୁଜରାଟ, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ମଧ୍ୟପ୍ର‌ଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଉଛି । ସେହି ରାଜ୍ୟ ଗୁଡ଼ିକରେ ଆଗାମୀ ଦିନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ହାଇ…
Read More...

ସମବାୟ ନିର୍ବାଚନରେ କୃଷ୍ଣଚନ୍ଦ୍ର ପଣ୍ଡା ବିଜୟୀ

ହିଞ୍ଜିଳି: ଚଳିତ ସମବାୟ ସମିତି ନିର୍ବାଚନରେ ହିଞ୍ଜିଳି ବ୍ଲକ କଞ୍ଚୁରୁ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ନିର୍ବାଚନରେ କୃଷ୍ଣଚନ୍ଦ୍ର ପଣ୍ଡା ବିଜୟୀ ହୋଇ ଦ୍ୱତୀୟ ଥର ପାଇଁ ସଭାପତି ହୋଇଛନ୍ତି। ହିଞ୍ଜିଳିକାଟୁ କଂଛୁରୀ ପ୍ରାଥମିକ କୃଷି ସମବାୟ ସମିତି ସଭାପତି ପଦବୀ ନିମନ୍ତେ ରବିବାର…
Read More...

କମୁଛି ଦେଶରେ କୋଭିଡ୍‌-୧୯ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍‌ ଜନିତ ସଂକ୍ରମଣ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଅନୁଯାୟୀ , ପଜିଟିଭିଟି ହାର ୫.୯୯% ହୋଇଥିବାବେଳେ ସାପ୍ତାହିକ ସଂକ୍ରମଣହାର ୪.୧୮% ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି।…
Read More...

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଝାରପଡା ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ସେ ବାଲେଶ୍ୱର ଜିଲ୍ଲାର ମିହିର ସାହିଉଦ୍ଦିଦ ବୋଲି ଜଣାପଡିଛି। ୨୦୧୭ରେ ଗ୍ରୀନରେ ଇଣ୍ଟରନ୍ୟାସନାଲ ଚିଟଫଣ୍ଡ ସଂସ୍ଥା ଠକେଇ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ଜେଲରେ ଥିଲେ। ରବିବାର ସକାଳେ ଶୌଚ ହେବା ପାଇଁ ବାଥରୁମକୁ…
Read More...

ପୋଡପିଠା ପୂଜାକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ପାଟିତୁଣ୍ଡ, ଭାଙ୍ଗିଲା ପୋଡ଼ହାଣ୍ଡି

ପୁରୀ: ପୋଡପିଠା ପୂଜାକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ମହାଭାରତ। ମହାପ୍ରଭୁଙ୍କ ଅତିପ୍ରିୟ ପୋଡପିଠା ରଥରେ ପୂଜାକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଛି। ମାଉସୀ ମାଆ ମନ୍ଦିରରେ ପୂଜକଙ୍କ ମଧ୍ୟରେ ଏହି ବିବାଦ ହୋଇଛି। ବିବାଦ ପରେ ଦୁଇ ସେବାୟତଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ…
Read More...

ଆତଙ୍କ ଖେଳାଉଥିବା ଯୁବକଙ୍କ ଜିମା ଦେଲେ ଲୋକେ

ରାଜକନିକା:ଦୁଇ ଯୁବକଙ୍କ ଆତଙ୍କ ରାଜ । ଦୁଇ ଶିକ୍ଷକଙ୍କ ସମେତ ଛାତ୍ରଛାତ୍ରୀଙ୍କୁ ମାଡ ମାରିମାରି ଳହୁ ଲୁହାଣ କରିଥିଲେ ଦୃର୍ବୁତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜକନିକା ବ୍ଲକ୍ ବାଂଶିରିଆରେ । ଏହି ଘଟଣାକୁ ନେଇ ଏହି ଗାଁରେ ଉତ୍ତୋଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଗ୍ରାମବାସୀ ଦୁଇ…
Read More...

ଅଟୋଟି ଓଲଟି ପଡି ଗଛରେ ଝୁଲିଲା ଅଟୋ ଚାଳକଙ୍କ ମୃତଦେହ

ପାରାଦୀପ: ଗଛରେ ଝୁଲୁଛି ମୃତଦେହ । ପାରାଦୀପ ଷଣ୍ଡକୁଦ ଜଙ୍ଗଲ ବିଟ ହାଉସ ନିକଟରେ ସନ୍ଦେହ ଜନକ ଭାବରେ ଗଛରେ ଜଣଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଛି । ଝୁଲୁଥିବା ମୃତଦେହଟି ଜଣେ ଅଟୋ ଚାଳକଙ୍କ ହୋଇଥିବାବେଳେ ତାଙ୍କ ନାମ କୈଳାଶ ପରିଡା । ସେ ବୃନ୍ଦାବନ କଲୋନୀ ଏକ ନମ୍ବରରେ ରୁହନ୍ତି…
Read More...

ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି: ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି

ଭୁବନେଶ୍ୱର: ସୃଷ୍ଟି ହେଲା ଆଉ ଏକ ଲଘୁଚାପ କ୍ଷେତ୍ର। ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୁର୍ଣ୍ଣି ବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ…
Read More...