Browsing Category

Uncategorized

ଲଗାଣ ବର୍ଷା ଯୋଗୁଁ ଗାଁରେ ପଶିଲା ଚିଲିକାର ପାଣି

ବ୍ରହ୍ମଗିରି: ଲଗାଣ ବର୍ଷାରେ ଯୋଗୁଁ ଗାଁରେ ପଶିଲା ଚିଲିକାର ଜୁଆର ପାଣି। ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ସମୁଦ୍ର ପାଣି ମାଡି ଆସି ଗାଁ ଭିତରେ ପଶିଛି। ଏ ଘଟଣା ଘଟିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ଗାଁ ହରଚଣ୍ଡି ସାହିରେ । ଏହି ଗାଁରେ ଲହଡି ଭାଙ୍ଗୁଛି ପାଣି ଯାହା ଫଳରେ…
Read More...

ସରିଛି ରଥଯାତ୍ରା, ବଢ଼ିପାରେ ସଂକ୍ରମଣ: ଅଗଷ୍ଟ ଦ୍ୱିତୀୟ ସପ୍ତାହରେ କୋରୋନା ସ୍ଥିତିରେ ସୁଧାର

ଭୁବନେଶ୍ୱର: ଅଗଷ୍ଟ ଦ୍ୱିତୀୟ ସପ୍ତାହରେ କୋରୋନା ସ୍ଥିତିରେ ହେବ ସୁଧାର । ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମଣର ମାତ୍ରା । ଆଜି ରାଜ୍ୟରେ କୋଭିଡ ସଂକ୍ରାମିତଙ୍କ ମାତ୍ରା ୭୦୦ ପାର କରିଛି । ଯାହାକୁ ଦୃଷ୍ଟିରେ ରଖି ସଜାଗ ହୋଇଛି ବିଏମସି । ସେହିଭଳି ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା…
Read More...

‘ଓଲା’ କୁ ମିଳିଛି ଦଣ୍ଡ 

ମୁମ୍ବାଇ:କିଛିଦିନର ବ୍ୟବଧାନପରେ ପୁଣି ଓଲା ଉପରେ ଆସିଛି ସାଂଘାତିକ ଅଭିଯୋଗ ।ନିୟମ ପାଳନ ନକରିବା ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓଲା ଉପରେ ଭାରି ଦଣ୍ଡ ଦେଇଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୧.୬୭ କୋଟି ଟଙ୍କାର ବଡ଼ ଜରିମାନା ଲଗାଇଛି। ଜରିମାନା ଆଦାୟ କରିବା ପୂର୍ବରୁ ଆରବିଆଇ…
Read More...

ମାସ୍କ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର : ରାଜ୍ୟରେ ମୁଣ୍ଡ ଟେକୁଛି କୋଭିଡ ସଂକ୍ରମଣ । ଆଜି ଦିନକରେ 743 ଜଣ କାରଣ ପଜିଟିଭ ଆସିବା ପରେ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଘୋଷଣା ହୋଇଛି । ଏହାକୁ ମାନିବାକୁ ଟୁଇଟ କରି ସଚେତନ କଲେ ମୁଖ୍ୟମନ୍ତ୍ରୀ…
Read More...

ଛତୁମାନେ ବି କଥା ହୁଅନ୍ତି, ଆସନ୍ତୁ ଜାଣିବା କେମିତି……..

ବ୍ୟୁରୋ: ଛତୁମାନେ ବି କଥା ହୁଅନ୍ତି । ହଁ ଦର୍ଶକ ବନ୍ଧୁ ଆପଣ ଭାବୁଥିବେ ମଣିଷ ଓ ପଶୁ ପକ୍ଷୀ କଥା ହୁଅନ୍ତି । କିନ୍ତୁ ଛତୁ କେମିତି କଥା ହୋଇପାରିବ । ଏ କଥା ଆଶ୍ଚର୍ଯ୍ୟ ହେଲେ ବି ସତ । ଏମିତି ବହୁତ କିଛି ଅଦ୍ଭୁତ ଘଟଣାମାନ ଉଲ୍ଲେଖ କରିଥିଲେ ଆଶ୍ଚର୍ଯ୍ୟଲୋକରେ ଆଲିସର ଦୁଃସାହସିକତା…
Read More...

୫୩ ନଂ ଜାତୀୟ ରାଜପଥକୁ ଅବରୋଧ କଲେ ପଥରଖମ୍ବ ଗ୍ରାମବାସୀ

ଢେଙ୍କାନାଳ: ପରଜଙ୍ଗ ବ୍ଲକ ୫୩ ନଂ ଜାତୀୟ ରାଜପଥର ପଥରଖମ୍ବ ଛକ ନିକଟରେ ରାସ୍ତାରୋକ କରିଛନ୍ତି ଗାଁର ଗ୍ରାମବାସୀ । ପଥରଖମ୍ବ ଛକ ନିକଟରେ ସର୍ଭିସ ରୋଡ଼ ନହେବା ଓ ବସଷ୍ଟାଣ୍ଡ ବିଶ୍ରାମଗାରକୁ ପ୍ରାୟ ୫ଶହ ମିଟର ଦୂରତାରେ ତିଆରି କରିବା ଭଳି ଦାବି ନେଇ ଗାଁର ଶହ ଶହ ସଂଖ୍ୟକ ପୁରୁଷ ଓ ମହିଳାମାନେ…
Read More...

୧୫ ଲକ୍ଷରୁ ଅଧିକ ଟଙ୍କାର ଜାଲ ନୋଟ ଜବତ କଲା କ୍ରାଇମବ୍ରାଞ୍ଚ

ସମ୍ବଲପୁର: କ୍ରାଇମବ୍ରାଞ୍ଚକୁ ମିଳିଛି ବଡ ସଫଳତା । ପୁଣି ଜାଲ ନୋଟ ରାକେଟ ଠାବ । ୧୫ ଲକ୍ଷରୁ ଅଧିକ ଟଙ୍କାର ଜାଲ୍‌ ନୋଟ୍ ଜବତ । ସମ୍ବଲପୁର ଯୁଜୁମାରରେ କ୍ରାଇମବ୍ରାଞ୍ଚ STFର ଚଢ଼ାଉ । ଦୁଇ ଆନ୍ତଃରାଜ୍ୟ ଜାଲ ନୋଟ୍ ମାଫିଆ ଗିରଫ କରିଥିବା ସୂଚନା ମିଳିଛି । ଦୀର୍ଘଦିନ ଧରି ଏମାନେ ଏହି…
Read More...

ରାଜ୍ୟରେ ପୁଣି ବଢିଲା କରୋନା;୨୪ ଘଣ୍ଟାରେ ୭୪୩ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର :ରାଜ୍ୟରେ ପୁଣି ବଢୁଛି କରୋନା , ୭୦୦ ପାର କଲା ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୪୩ ପଜିଟିଭ୍‌ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୩ ଆକ୍ରାନ୍ତ ଚିହ୍ନଟ ରହିଛନ୍ତି । କଟକରୁ ୧୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୪୩୬ ଓ ଲୋକାଲ୍‌…
Read More...

ଲଗାଣ ବର୍ଷା ଯୋଗୁଁ ଶୌଚାଳୟ ଭିତରେ ଆଶ୍ରୟ ନେଲେ ୨ ଭାଲୁ!

ନନ୍ଦାହାଣ୍ଡି: ଶୌଚାଳୟ ଭିତରେ ଆଶ୍ରୟ ନେଲେ ୨ ଭାଲୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦହାଣ୍ଡି ଦହଣା ପଂଚାୟତ ଅନ୍ତର୍ଗତ ମେରନାଶ ଗ୍ରାମରେ । ଏହି ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପରିସରରେୁ ଥିବା ଏକ ଶୌଚାଳୟ ଭିତରେ ଦୁଇଟି ଭାଲୁ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି ।…
Read More...