Browsing Category
Uncategorized
ଚଳିତ ମାସରେ ୫-ଜି ସେବା ଆରମ୍ଭ କରିବ ଏୟାରଟେଲ୍
ବ୍ୟୁରୋ : ଚଳିତମାସରେ ଏୟାରଟେଲ ୫ଜି ସେବା ଆରମ୍ଭ କରିବ। ସେହି ସେବା ଆରମ୍ଭ ପାଇଁ କମ୍ପାନି ଏରିକ୍ସନ, ନୋକିଆ ଏବଂ ସାମସଙ୍ଗ ଭଳି ବିଶ୍ବସ୍ତରୀୟ କମ୍ପାନି ସହିତ ରାଜିନାମା ସ୍ବାକ୍ଷର କରିଥିବା ସୂଚନା ମିଳିଛି । ଚଳିତମାସ ୧୫ ତାରିଖରେ ରିଲାଏନ୍ସ ଜିଓ ଇନଫୋକମ ଏହାର ସେବା ଆରମ୍ଭ କରିପାରେ…
Read More...
Read More...
ଆରବିଆଇ ବଢ଼ାଇଲା ରେପୋରେଟ
ନୂଆଦିଲ୍ଲୀ:ଦେଶରେ ଲଗାତର ତୃତୀୟ ଥର ଲାଗି ରେପୋରେଟ ବୃଦ୍ଧି କରିଛନ୍ତି ଆରବିଆଇ । ଭାରତୀୟ ଅର୍ଥନୀତି ଅତ୍ୟଧିକ ମୁଦ୍ରାସ୍ଫୀତି ମଧ୍ୟରେ ଯାଉଥିବାବେଳେ ଆରବିଆଇ ବଢାଇଛନ୍ତି ରେପୋରେଟ ।ଗତ ତିନି ଦିନର ସମୀକ୍ଷା ପରେ ଏହି ପଦକ୍ଷେପ ନେଇଛନ୍ତି | ସେହିପରି ରେପୋ ହାର ୫୦ ବେସିସ ପଏଣ୍ଟ ବଢ଼ାଇଲେ…
Read More...
Read More...
ଇଣ୍ଟରନେଟରେ ଭାଇରାଲ ବର କନ୍ୟାଙ୍କ ଡ୍ୟାନ୍ସ
ବ୍ୟୁରୋ : ସୁଖବିର ସିଂହଙ୍କ ଓ ହୋ ହୋ ହୋ ଗୀତ ହେଉ ଅବା ଜଟ୍ଟ କା ଛୋରା ଗୀତ ହେଉ । ବିବାହ ଓ ପାର୍ଟି ଗୁଡିକରେ ପଂଜାବୀ ଗୀତ ହିଁ ଛାୟାଇ ରହିଥାଏ । ଏଇ ନିକଟରେ ଭାଇରଲ ହେଉଥିବା ଏକ ଡ୍ୟାନ୍ସ ଭିଡିଓକୁ ହିଁ ଦେଖିନିଅନ୍ତୁ । ଯେଉଁଥିରେ ବର- କନ୍ୟା ଉଭୟେ ଏକ ହିଟ ପଂଜାବୀ ଗୀତାରେ ଏମିତି…
Read More...
Read More...
ଭାରତର ଦ୍ୱିତୀୟ ସୁନା ଖଣି , କିନ୍ତୁ ଏହାକୁ କଢ଼ା ଯାଇପାରିବ ନାହିଁ
ବ୍ୟୁରୋ : ଆମ ଦେଶ ହେଉଛି ଭାରତ, ଯାହାକୁ କୁହାଯାଉଥିଲା ସୁନାର ଦେଶ। ନିଜର ସଂସ୍କୃତି ଓ ପରମ୍ପରା ପାଇଁ ଖୁବ୍ ପରିଚିତ । ଅତୀତରେ ଆମ ଭାରତ ବିଶ୍ୱରେ ସବୁଠୁ ଧନୀ ଦେଶରେ ଗଣା ଯାଉଥିଲା। ସେ ମୋଗଲ ହୁଅନ୍ତୁ କି ବ୍ରିଟିଶ, ସମସ୍ତେ ଲୁଟିଛନ୍ତି ଆମ ଦେଶକୁ। ବାରମ୍ବାର ବିଦେଶୀଙ୍କ ଆକ୍ରମଣର ଶିକାର…
Read More...
Read More...
ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି
ଭୁବନେଶ୍ୱର : ସିଏଜି ରିପୋର୍ଟରୁ ଧରାପଡିଥିବା ବ୍ୟାପକ ଅନିୟମିତତାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ଜଙ୍ଗଲ, ଜଳସେଚନ ଓ ପୂର୍ତ୍ତ ବିଭାଗକୁ ନେଇ ରିପୋର୍ଟ ଆସିଛି । ଯେଉଁଥିରୁ ସ୍ପଷ୍ଟ ଭାବରେ ଜଣାପଡୁଛି ଯେ ୨୨ ବର୍ଷ ଧରି ନିର୍ଦ୍ଦିଷ୍ଟ ଗୋଟିଏ ସରକାର ରାଜ୍ୟକୁ ଶାସନ କଲେ…
Read More...
Read More...
ଆଜି ବି ହଜାରେ ତଳେ କରୋନା ପଜିଟିଭ୍; ୯୨୦ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ବର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଇଛି । ଆଜି ବି ଏହା ହଜାରେ ତଳକୁ ରହିଛି। ଗତକାଲି ୯୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୦୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ…
Read More...
Read More...
ବଢ଼ୁଛି ସାଇବର ଠକେଇ ଆତଙ୍କ ; ମାସକରେ ୧ କୋଟି ୩୮ଲକ୍ଷ ଟଙ୍କା ଲୁଟ୍
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର ଠକେଇର ଆତଙ୍କ । ଗତମାସରେ ସାଇବର ସେଲ ଭୁବନେଶ୍ୱର ପ୍ରାୟ ୩୬୮ କଲ୍ ରିସିଭ୍ କରିଛି । ସେଥି ମଧ୍ୟରୁ ୩୨୧ କଲ୍ ଭୁବନେଶ୍ୱରରୁ ଆସିଥିବା ବେଳେ ୪୭ କଲ୍ ଅନ୍ୟ ଜିଲ୍ଲାରୁ ଯାଇଥହିବା ସୂଚନା ମିଳିଛି । ସୋସିଆଲ ମିଡିଆ, UPI, ଡେବିଟ,…
Read More...
Read More...
ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁଁ ୫୦ରୁ ଅଧିକ ମହିଳା ହସ୍ପିଟାଲ୍ରେ ଭର୍ତ୍ତି
ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଶିଳ୍ପାଞ୍ଚଳରେ ବିଷାକ୍ତ ଗ୍ୟାସ୍ ଲିକ୍ ।୧୨୧ରୁ ଅଧିକ କର୍ମଚାରୀ ଆହତ ଓ ଗୁରୁତର ଥିବା ୫୦ ଜଣ କର୍ମଚାରୀଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସୂଚନାନୁସାରେ , ଅନକପଲ୍ଲୀ ଜିଲ୍ଲା ଅନ୍ତର୍ଗତ ଅଚ୍ୟୁତପୁରମ୍ରେ ଥବିା ‘ବ୍ରାଣ୍ଡିକ୍ସ…
Read More...
Read More...
ଶ୍ରାବଣ ମାସରେ ତାତିରୁ ମିଳିପାରେ ତ୍ରାହି
ଭୁବନେଶ୍ୱର : ଶ୍ରାବଣରେ ତାତିରୁ ମିଳିପାରେ ତ୍ରାହି। ୨୪ ଘଣ୍ଟାରେ ପାଗ ପରିବର୍ତ୍ତନ ସହ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଗାମୀ ୫ ତାରିଖରୁ ରାଜ୍ୟରେ ସାମାନ୍ୟବର୍ଷା ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ୫ ତାରିଖରେ ୧୦ ଜିଲ୍ଲାରେ ପ୍ରବଳ ବର୍ଷା…
Read More...
Read More...
ଓଡ଼ିଶାରେ ଦୁର୍ବଳ ପଡ଼ିଛି ମୌସୁମୀ
ଭୁବନେଶ୍ୱର : ଏବର୍ଷ ଓଡ଼ିଶାରେଦୁର୍ବଳ ପଡ଼ିଛି ମୌସୁମୀ । ସ୍ୱାଭାବିକ ଠାରୁ କମ୍ ରହିବ ବର୍ଷା ପରିମାଣ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ପଶ୍ଚିମ ଉପକୂଳ ଭାରତରେ ସ୍ୱାଭାବିକଠୁ କମ୍ ବର୍ଷା ହେବ । ସେହିପରି ଓ଼ଡ଼ିଶା ସମେତ ପୂର୍ବ-କେନ୍ଦ୍ରୀୟ, ପୂର୍ବ ଓ ଉତ୍ତର-ପୂର୍ବ…
Read More...
Read More...