Browsing Category

Uncategorized

ବଜେଟ୍ ଅଧିବେଶନ ପାଇଁ ୨୦ ତାରିଖରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରେ ବସିବ ସର୍ବଦଳୀୟ ବୈଠକ । ବିଧାନସଭା ବଜେଟ ଅଧିବେଶନ ପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ଏହି ବୈଠକରେ ବଜେଟ୍ ଅଧିବେଶନକୁ ସୁରୁଖୁରୁରେ ଶେଷ କରିବା ପାଇଁ ଆଲୋଚନା ହେବ । ଦୁଇଟି ପର୍ୟ୍ୟାୟରେ ହେବାକୁ ଥିବା ଏହି…
Read More...

ଲଗଜରୀ ଆପଟମେଣ୍ଟ କିଣିଲେ ସିଡ୍-କିଆରା

ମୁମ୍ବାଇ : ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ । କିଛି ବର୍ଷ ଧରି ପରସ୍ପରକୁ ଡେଟ କରୁଥିଲେ । ସେମାନଙ୍କ ସମ୍ପର୍କ ବହୁତ ସିକ୍ରେଟ୍ ଥିଲା । ଦୁହେଁ ୭ ଫେବୃୟାରୀରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହରେ ବେବଳ ସେମାନଙ୍କ ପରିବାର ଏବଂ ଘନିଷ୍ଠ ବନ୍ଧୁମାନଙ୍କ ଉପସ୍ଥିତିରେ ଥିଲେ…
Read More...

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ହେବ କାରକେଡ଼ ରିହରସେଲ୍

ଭୁବନେଶ୍ୱର : ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୋଲିସର ବୈଠକ | ବ୍ଲୁ ବୁକ SOP ଅନୁସାରେ ସୁରକ୍ଷା ବ୍ୟବସ୍ଥା କଡା କଡ଼ି କରାଯାଇଛି | ରୁଟ ଲାଇନିଂ, ନାଇଟ ଗାର୍ଡ, ଚୋପର ଗାର୍ଡ ଓ ରୁଫ ଟଫରେ ମୁତୟନ ରହିବେ ସୁରକ୍ଷା କର୍ମୀ | ରାଷ୍ଟ୍ରପତିଙ୍କ କାର୍ୟ୍ୟକ୍ରମ ଥିବା ସ୍ଥାନ ଗୁଡିକର ସୁରକ୍ଷା…
Read More...

ଚିକିତ୍ସିତ ଅବସ୍ଥାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ନାଜିମ ହସନ ରିଜଭି

ମୁମ୍ବାଇ: ବଲିଉଡ ସିନେଜଗତର ନିର୍ମାତାଙ୍କ ପରଲୋକ ଘଟିଛି । ଚଳଚ୍ଚିତ୍ର ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବହୁ ସୁପରହିଟ୍ ମୁଭି ସଲମାନ ଖାନଙ୍କ ଫିଲ୍ମ ‘ଚୋରି ଚୋରି ଚୁପ୍କେ ଚୁପ୍କେ’ ଓ ‘ଅଣ୍ଡର ଟ୍ରାୟଲ’ ଆଦି ସୁପରହିଟ୍ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ରିଜଭି । ସୋମବାର ରାତିରେ ସେ…
Read More...

ରାକ୍ଷୀ ସାୱନ୍ତଙ୍କୁ ମାଡ଼ ମାରିବା ଘଟଣାରେ ବନ୍ଧା ହେଲେ ସ୍ୱାମୀ ଆଦିଲ

ମୁମ୍ବାଇ :ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କୁ ମାଡ଼ ମାରିବା ଘଟଣାରେ ବନ୍ଧା ହେଲେ ସ୍ୱାମୀ ଆଦିଲ ରୁଦାନୀ । ଅଭିନେତ୍ରୀ ରାକ୍ଷୀ ସ୍ୱାମୀଙ୍କ ଠାରୁ ଅଲଗା ହେଲେ ବୋଲି ଘୋଷଣା କରିଥିଲେ । ଆଦିଲଙ୍କ ଜୀବନରେ ଆଉ ଜଣେ ଯୁବତୀ ଏଣ୍ଟ୍ରି ମାରିଥିବାରୁ ଆଦିଲ, ରାକ୍ଷୀଙ୍କୁ ଧୋକା ଦେଇଥିବା କହିଛନ୍ତି…
Read More...

ଜିଲ୍ଲାର ପିଏସଓଙ୍କ ସହ ବାଲେଶ୍ବର ଏସପି ସାଗରିକା ନାଥଙ୍କ ବୈଠକ

ବାଲେଶ୍ବର: ବାଲେଶ୍ବର ଏସପି ସାଗରିକା ନାଥ ଜିଲ୍ଲାର ପିଏସଓଙ୍କୁ ଡାକି ଏକ ବୈଠକ କରିଛନ୍ତି। ଏଥିରେ ପିଏସଓମାନେ କଣ କରିବା ଉଚିତ ଏବଂ କଣ ନ କରିବା ଉଚିତ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଜିଲ୍ଲାରେ ଥିବା ବିଭିନ୍ନ ଭିଭିଆଇପିଙ୍କ ପାଖରେ ଏହି ପିଏସଓମାନେ କାର୍ଯ୍ୟ କରୁଥିବାରୁ ସେମାନଙ୍କୁ…
Read More...

ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ପାଇଁ ରାଇରଙ୍ଗପୁର ବ୍ଲକ ପଡିଆ ଠାରେ ଅନୁଷ୍ଠିତ ହେଲା ଦିନିକିଆ ନିଯୁକ୍ତି ମେଳା

ରାଇରଙ୍ଗପୁର/ସତ୍ୟାନାରୟଣ ପାଲ : ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ଓ ଓଡିଶା ଦକ୍ଷତା ବୃଦ୍ଧି ପ୍ରାଧିକରଣ ମିଳିତ ସହଯୋଗରେ ଆଜି ରାଇରଙ୍ଗପୁର ବ୍ଲକ ପଡିଆ ଠାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ଆଶିଷ କୁମାର ବସନ୍ତିଆଙ୍କ ତତ୍ତ୍ୱାବଧାନରେ…
Read More...

ଶାନ୍ତିପ୍ରିୟ ଓଡିଶାରେ ପ୍ରଥମ ଥର ପାଇଁ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା କରାଯିବା ପରେ ଆଜି ଓଡ଼ିଶାବାସୀ ନିଜକୁ…

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଶାସକ ବିଜେଡିର ପ୍ରଭାବଶାଳୀ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଜଣେ କାର୍ଯ୍ୟରତ ପୋଲିସ ଅଧିକାରୀ ରାଜରାସ୍ତାରେ ଗୁଳି କରି ହତ୍ୟା କଲେ । ସ୍ୱର୍ଗତ ଦାସଙ୍କୁ କିଏ ଓ କାହିଁକି ମାରିଲା ଏବଂ ବାସ୍ତବରେ ଏହି ହତ୍ୟାର ଷଡଯନ୍ତ୍ର ପଛରେ କିଏ କିଏ…
Read More...

ଚାକିରୀରୁ ବିଦା ହେଲେ ଏ.ଏସ.ଆଇ ଗୋପାଳକୃଷ୍ଣ ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଜେରା କରୁଛନ୍ତି ସ୍ୱତନ୍ତ୍ର ଟିମ୍ ।ଜେରା ସରିବା ପରେ ASI ଗୋପାଳକୃଷ୍ଣ ଙ୍କୁ ଗିରଫ କରାଯାଇଛି | ତେବେ କାହିଁକି ଓ କଣ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଂଙ୍କୁ ଗୁଳି କରିଛନ୍ତି…
Read More...

ବିବାଦିୟ ଭିଡିଓ ଦେଖୁଥିବାରୁ ଜେଏନୟୁର ଦୁଇ ଛାତ୍ର ଗୋଷ୍ଠି ମଧ୍ୟରେ ଢେଲା ପଥର ମାଡ

ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ଜେଏନୟୁ । ଦେଶର ସର୍ବଶ୍ରେଷ୍ଠ ବିଶ୍ଵବିଦ୍ୟାଳୟ ମଧ୍ୟରୁ ଜେଏନୟୁ ଅନ୍ୟତମ ଥିବାବେଳେ ଏଥିରେ ସୃଷ୍ଟି ହୋଇଛି ଅଶାନ୍ତ ବାତାବରଣ । ଈଈଉ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କରେ ପ୍ରସ୍ତୁତ ଡକ୍ୟୁମେଣ୍ଟରୀ ଦେଖିବା ଉପରେ ରୋକ ଲଗାଇଥିଲେ ଭାରତ…
Read More...