Browsing Category

Uncategorized

ଏଥର ବଜେଟରେ ଅନେକ ନୂଆ ଯୋଜନା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ

ଭୁବନେଶ୍ୱର : ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ ହୋଇଛି । ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବ୍ୟୟ ଅଟକଳ ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ରହିଛି । ଏଥର ବଜେଟରେ ଅନେକ ନୂଆ ଯୋଜନା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ସେଗୁଡିକ ହେଲା- ୧-ଶିକ୍ଷା କ୍ଷେତ୍ରରେ…
Read More...

ବଢିଲା ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶି

ଭୁବନେଶ୍ୱର : ଆସିଲା ରାଜ୍ୟ ବଜେଟ ୨୦୨୩-୨୪ । ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବଢିଲା ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶି । ରାଜ୍ୟ ବଜେଟ୍ ଉପସ୍ଥାପନ ବେଳେ ଏନେଇ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଗ୍ରାମାଞ୍ଚଳରେ ଏହି ସହାୟତା ରାଶିକୁ ୨…
Read More...

ପାକିସ୍ଥାନକୁ ଗୁପ୍ତ ତଥ୍ୟ ଦେଉଥିବା ଅଭିଯୋଗରେ ଜଣେ ଜଣେ

ବାଲେଶ୍ୱର : ଜଣେ ପାକିସ୍ଥାନକୁ ଗୁପ୍ତ ତଥ୍ୟ ଦେଉଥିବା ଅଭିଯୋଗରେ ଗିରଫ ହୋଇଛି । ଆଇଟିଆର ତଥ୍ୟ ଲିକ୍ ଅଭିଯୋଗରେ ବାଲେଶ୍ୱର ପୋଲିସ ଗିରଫ କରିଛି । ଡିଆଡିଓ ତଥ୍ୟ ଲିକ୍ ପ୍ରସଙ୍ଗରେ ବାଲେଶ୍ୱର ପୋଲିସ ପ୍ରମେମିଟ୍ କରି ସୂଚନା ଦେଇଛି । ଏହି ଘଟଣାରେ ବାଲେଶ୍ୱର ପୋଲିସ ଏବଂ ସେଣ୍ଟରାଲ ଏଜେନ୍ସି…
Read More...

ନଗର ଉନ୍ନୟନ ବିଭାଗ ଓ ସହରାଞ୍ଚଳ ପରିଚାଳନା ସଂସ୍ଥା ମଧ୍ୟରେ ଏକ ଏମଓୟୁ

ଭୁବନେଶ୍ୱର : ମୁକ୍ତା ଯୋଜନାକୁ ଆହୁରି ଅଧିକ ଗତିଶୀଳ କରିବା ନିମନ୍ତେ ନଗର ଉନ୍ନୟନ ବିଭାଗ ଓ ସହରାଞ୍ଚଳ ପରିଚାଳନା ସଂସ୍ଥା ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହେଇଛି । ଗତ ସୋମବାର ଦିନ ଗୃହ ଓ ନଗରଉନ୍ନୟ ବିଭାଗ ପ୍ରମୁଖ ସଚିବ ଜି.ମାଥି ଭାଥନନ୍ ଏବଂ ସହରାଚଂଳ ପରିଚାଳନା ସଂସ୍ଥାର…
Read More...

ଅଟୋରୁ ଜବତ ହେଲା ୧୩୬ କେଜି ଗଞ୍ଜେଇ

ଗଞ୍ଜାମ/ ରଜନୀକାନ୍ତ ପାତ୍ର : ଦିଗପହଣ୍ଡି ଡେଙ୍ଗାଉସ୍ତା ମୁଖ୍ୟ ରାସ୍ତା ଜାତୀୟ ରାଜପଥ ୩୨୬ ଛଣମେରି ଅଦର୍ଶବିଦ୍ୟାଳୟ ନିକଟରେ ଏକ ଅଟୋରୁ ପାଟପୁର ପୋଲିସ ୧୩୬ କେଜି ଗଞ୍ଜେଇ ଜବତ କରିଛି । ଏଥିସହ ଅଟୋ ଡ୍ରାଇଭର ସହ ଜଣେ ମହିଳାଙ୍କୁ ପୋଲିସ ଗିରଫ କରିଛି । ଦିଗପହଣ୍ଡି ଡେଙ୍ଗାଉସ୍ତା ମୁଖ୍ୟ…
Read More...

ସ୍ୱଚ୍ଛ ସାଥୀଙ୍କ ମହାନ କାମ

ଭୁବନେଶ୍ୱର : ସ୍ୱଚ୍ଛ ସାଥୀ ପୂଜା ସିଂହଙ୍କୁ ସମ୍ବର୍ଧନା କଲେ BMC କମିଶନର ଓ ଅତିରିକ୍ତ କମିଶନର । BMC ର MCC ସେଣ୍ଟର ସ୍ୱଚ୍ଛ ସାଥୀ ଭାବେ କାମ କରନ୍ତି ପୂଜା ସିଂହ। ଗତକାଲି ଡ୍ୟୁଟି ସମୟରେ ସେ ଅଳିଆ ଭିତରୁ ଏକ ସୁନା ଚେନ ପାଇଥିଲେ। ଏ ନେଇ ସେ ତାଙ୍କ ଉପରସ୍ତ ଅଧିକାରୀଙ୍କୁ ସୂଚନା…
Read More...

ନକଲି ଔଷଧର ଆନ୍ତଃ-ରାଜ୍ୟ ଲିଙ୍କ୍ ସୂଚନା: ବାରଣାସୀ ଯିବା ପାଇଁ ସ୍ୱତନ୍ତ୍ର ତଦନ୍ତ ଟିମ୍ ଗଠିତ

ନକଲି ଔଷଧ କାରବାର ବିରୁଦ୍ଧରେ ଆଉ ଏକ ବଡ଼ ପଦକ୍ଷେପ ଭାବେ ଔଷଧ ପ୍ରବର୍ତ୍ତକ ସ୍ୱ୍କାର୍ଡ଼ (ଡ୍ରଗ୍ସ୍ ଏନଫୋର୍ସମେଣ୍ଟ ଟିମ୍) ଏହାର ଆନ୍ତଃ-ରାଜ୍ୟ ଯୋଗାଣ ଓ କାରବାର ବିଷୟ ଜାଣିବାକୁ ପାଇଛି । ତଦନ୍ତ ସମୟରେ ଏ ବିଷୟରେ ବିଶ୍ୱାସ  ଯୋଗ୍ୟ ସୂଚନା ମିଳିବାପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…
Read More...

ମହିଳା IICଙ୍କୁ ଆକ୍ରମଣ ମାମଲା, ପୁଣି ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ କଲେ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର: ମହିଳା ଆଇ ଆଇ ସିଙ୍କୁ ବିରୋଧୀ ଦଳ ନେତାଙ୍କ ଆକ୍ରମଣ ମାମଲା । ପୁଣି ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ କଲେ ପ୍ରଣବ ପ୍ରକାଶ ଦାସ । ଏନେଇ ବିଜେଡ଼ି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଟୁଇଟ୍ କରି ଲେଖିଛନ୍ତି, ‘ଜୟନାରାୟଣ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ବିରୋଧୀଦଳ ନେତା…
Read More...

ଏମଜିଏମ ସ୍କୁଲ ଅଫ ସ୍ପୋର୍ଟ ସେଣ୍ଟରରେ ଥିବା କାର୍ଯ୍ୟକ୍ରମରେ ସୁରେଶ ରାଇନା

କଟକ / ଭୁବନେଶ୍ୱର : ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ଓଡିଶା ଆସିଛନ୍ତି | ଆଜି ଏମଜିଏମ ସ୍କୁଲ ଅଫ ସ୍ପୋର୍ଟ ସେଣ୍ଟରରେ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ ସୁରେଶ ରାଇନା | ତେବେ ଆଗାକୁ ଆଇପିଏଲ ମ୍ୟାଚ୍ ଥିବାରୁ ଓଡିଆ ଖେଳାଳିଙ୍କୁ କ୍ରିକେଟରେ ସୁଯୋଗ ମିଳିପାରେ ବୋଲି କହିଛନ୍ତି…
Read More...

ଏଚଏସଆରପିର ଉଲଙ୍ଘନ ପାଇଁ ୨୬୦୦ ରୁ ଅଧିକ ଗାଡି ମାଲିକଙ୍କୁ ଜୋରିମାନା

କଟକ: ରାଜ୍ୟ ପରିବହନ ପ୍ରାଧିକରଣ , ଓଡ଼ିଶା ଗତ ୧୧ ଦିନ ମଧ୍ୟରେ ୨୬୭୪ ଟି ଯାନ ବିରୁଦ୍ଧରେ ଚାଲାଣ ଜାରିକରିଛି । ଯେଉଁଥିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ ଏବଂ କଲର କୋଡ ଷ୍ଟିକର ଲଗାଯାଇ ନାହିଁ । ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦଶ ଅନୁଯାୟୀ, କେନ୍ଦ୍ର ସରକାର ସିଏମଭିଆରନିୟମ…
Read More...