Browsing Category
Uncategorized
ପରୀକ୍ଷା କେନ୍ଦ୍ର ପରିଦର୍ଶନକଲେ ଗଣ ଶିକ୍ଷା ମନ୍ତ୍ରୀ: ସମୀର ରଞ୍ଜନ ଦାଶ
ଭୁବନେଶ୍ୱର : ରମାଦେବୀ ହାଇୟର ସେକେଣ୍ଡାରୀ ସ୍କୁଲ ପରୀକ୍ଷା କେନ୍ଦ୍ର ପରିଦର୍ଶନ କଲେ ମନ୍ତ୍ରୀ ସମୀର ରଞ୍ଜନ ଦାଶ। ପରୀକ୍ଷା ଶାନ୍ତି ଶୃଙ୍ଖଳାରେ ଦେଉଛନ୍ତି ଛାତ୍ର ଛାତ୍ରୀ। ପରୀକ୍ଷା ପ୍ରଶ୍ନ ପତ୍ର ଭାଇରାଲ ପ୍ରସଙ୍ଗ ମିଛ। ସାଇବର ଥାନାରେ ଖବର ଏ ବାବଦରେ ଦିଆଯାଇଛି। ଆତ୍ମବିଶ୍ୱାସର ସହ…
Read More...
Read More...
ଗାଁ ଦାଣ୍ଡରେ ବୁଲୁଛି ବାଘ, ଭୟବିତ ହେଉଛନ୍ତି ଲୋକେ
ସୁନ୍ଦରଗଡ଼ : ଗାଁ ଦାଣ୍ଡରେ ବୁଲୁଛି ବାଘ । ଆପଣ ଏହା ସୁଣିଲେ ନିଶ୍ଚିନ୍ତ ଅଶ୍ଚର୍ଯ୍ୟ ହୋଇଯାଉଥିବେ । ହେଲେ ଏମିତି ଘଟଣା ଘଟିଛି ସୁନ୍ଦରଗଡ଼ ବଡ଼ଗାଁ ଫରେଷ୍ଟ ରେଞ୍ଜର ହେଲେବାହାଲ ଗାଁରେ । ହେଲେବାହାଲ ଗାଁରେ କଲରାପତିରିଆ ବାଘ ଅତଙ୍କ ମଚାଇ ଚାଲିଛି । ଆଜି ଜଣଙ୍କ ବାଡି ପଛପଟେ ବାଘ ପଶୁଥିବା…
Read More...
Read More...
ମିଲେଟ୍ ମିଶନକୁ ନେଇ ଗ୍ରାମୀ ପୁରସ୍କାର ବିଜେତାଙ୍କ ଗୀତକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଓଡ଼ିଶା ମିଲେଟ୍ ମିଶନକୁ ନେଇ ଗ୍ରାମୀ ପୁରସ୍କାର ବିଜେତାଙ୍କ ଗୀତକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ମିଲେଟ୍ ମିଶନ ଏବେ ପୁରା ଦେଶରେ ରାଜ୍ୟର ନାଁକୁ ଗୌରବାନ୍ବିତ କରାଇଛି ।ମାଣ୍ଡିଆକୁ ନେଇ ଗ୍ରାମୀ ପୁରସ୍କାର ବିଜେତା ସଙ୍ଗୀତକାର ରିକୀ କେଜ୍…
Read More...
Read More...
ହିନ୍ଦୋଳ ଓ ବରଗଡ ଏନଏସି ନିର୍ବାଚନ ତାରିଖ ଘୋଷଣା କଲେ ରାଜ୍ୟ ନିର୍ବାଚନ ଆୟୋଗ
ଭୁବନେଶ୍ବର : ଆସନ୍ତା ଏପ୍ରିଲ ୧୨ ତାରିଖରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ବରଗଡ଼ ଜିଲ୍ଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ଏନଏସିର କାର୍ଯ୍ୟକାଳ ୧୨ ତାରିଖରେ ଶେଷ ହୋଇଛି । ଦୁଇ ବିଜ୍ଞାପିତ ଅଞ୍ଚଳରେ ନିର୍ବାଚନ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ନିର୍ବାଚନ ତାରିଖ ଘୋଷଣା…
Read More...
Read More...
ଏକା ଥରକେ ଡାଟା ଓ ଟକ୍ ଟାଇମ୍ ବୃଦ୍ଧି କରିବା ପାଇଁ ଏହି ବର୍ଷ ହୋଇଛି ଯୋଜନା
ନୂଆଦିଲ୍ଲୀ : ଗ୍ୟାସ୍ ସିଲିଣ୍ଡର ଦାମ ବୃଦ୍ଧି ସମସ୍ତଙ୍କୁ ଘାରିଥିବା ବେଳେ, ଏବେ ମୋବାଇଲ୍ ରିଚାର୍ଜ ଦାମ୍ ବି ବୃଦ୍ଧି ପାଇବ । ଏହା ଶୁଣି ନେଟ୍ ୟ୍ୟୁଜରର୍ସଙ୍କ ଚିନ୍ତା ବଢିଛି । କାରଣ ଏବେ ମୋବାଇଲେ ଟକ୍ ଟାଇମ୍ ଯେତିକି ଗୁରୁତ୍ୱ ନୁହେଁ ତା ଠାରୁ ଢେର ଅଧିକ ଗୁରୁତ୍ୱ ଡାଟା ପ୍ୟାକ୍ ରିଚାର୍ଜ…
Read More...
Read More...
ବାଣ କାରାଖାନାରେ ଭୟଙ୍କର ବିସ୍ଫୋରଣ, ୨ ମୃତ ୨, ଗୁରୁତର
ଜଗତସିଂହପୁର: ବାଲିକୁଦା ବ୍ଲକ୍ ଇଛାପୁର ଗାଁରେ ଥିବା ଏକ ଦେଶୀ ବାଣ କାରାଖାନାରେ ଆଜି ଅପରାହ୍ନରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏଥିରେ ୨ ଜଣ କର୍ଚାରୀଙ୍କ ମୃତ୍ୟୁ ହୋଇଛି । ବାଣ କାରାଖାନାର ମାଲିକ ନିଜେ ଗୁରୁତର ଆହତ ହୋଇଛନ୍ତି । ମାଲିକଙ୍କୁ ମିଶାଇ ମୋଟ ୩ ଜଣ ପୋଡି ଯାଇ ଆହତ ହୋଇଥିବା ବେଲେ…
Read More...
Read More...
ଏଲନ୍ ମସ୍କ ପୁଣି ହେଲେ ଏକ ନମ୍ବର ଧନୀ, ଟ୍ୱିଟର ବିବାଦ ପରେ ବି ରହିଲେ ଏକ ନମ୍ବରରେ
ବିଶ୍ୱ: ବିଶ୍ୱର ଶ୍ରେଷ୍ଠ ଧନୀ ତାଲିକାର ଏକ ନମ୍ବର ସ୍ଥାନରେ ପୁଣି ଥରେ ଏଲନ ମସ୍କ । ବର୍ଣ୍ଣାର୍ଡ ଆର୍ଣ୍ଣଲ୍ଡକୁ ପଛରେ ପକାଇ ସେ ସବୁଠାରୁ ବଡ ଅଧିକ ଧନୀ ମୁକୁଟ ପିନ୍ଧିଛନ୍ତି । ଏହା ପୂର୍ବରୁ ସେ ଆଉ ଥରେ ବି ଏହି ସମ୍ମାନଜନକ ଧନୀ ତାଲିକାର ପ୍ରଥମ ସ୍ଥାନରେ ଥିଲେ । ବ୍ଲୁମ ବର୍ଗର ରିପୋର୍ଟ…
Read More...
Read More...
ଶେଷ ହୋଇଛି ୩ଟି ରାଜ୍ୟ ମତଦାନ, ପ୍ରକାଶ ପାଇଛି ଏକଜିଟି ପୋଲ୍
ନୂଆଦିଲ୍ଲୀ : ଶେଷ ହୋଇଛି ଭୋଟ ଗ୍ରହଣ । ନାଗାଲାଣ୍ଡ, ତ୍ରିପୁରା ଓ ମେଘାଳୟ ବିଧାନସଭା ନିମନ୍ତେ ଭୋଟ ଗ୍ରହଣ ଶେଷ ପରେ ଏହି ତିନି ରାଜ୍ୟର ବୁଥ ସୋମବାର ସନ୍ଧ୍ୟାରେ ଏକଜିଟ୍ ପୋଲ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ ନାଗାଲାଣ୍ଡରେ ବିଜେପି ଓ ଏନଡିପିପି ମେଣ୍ଟ ଏନଡିଏ ସରକାର ଗଠନ…
Read More...
Read More...
ସୁରକ୍ଷା ବାହିନୀର ଏନ୍କାଉଣ୍ଟର୍ରେ ଜଣେ ଆତଙ୍କବାଦୀ ନିହତ
ଜମ୍ମୁ-କଶ୍ମୀର : ସୁରକ୍ଷା ବାହିନୀର ଏନ୍କାଉଣ୍ଟର୍ରେ ଜଣେ ଆତଙ୍କବାଦୀ ନିହତ । ଜମ୍ମୁ-କଶ୍ମୀରର ଅବନ୍ତିପୋରା ଅଞ୍ଚଳରେ ଆଜି ଭୋରୁ ସୁରକ୍ଷା ବାହିନୀ ଏନକାଉଣ୍ଟର କରିଥିଲେ । ସେହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ପୁଲୱାମାର ପ୍ୟାଡଗାମପୋରା ଅଞ୍ଚଳରେ କର୍ଡନ ଏବଂ ସର୍ଚ୍ଚ…
Read More...
Read More...
ହତ୍ୟା ଷଡଯନ୍ତ୍ରର ମୁଖ୍ୟ ନାୟକ ଏବଂ ପ୍ଲାନ ଦେଇଛନ୍ତି ବୋଥ୍ରା:ପ୍ରଦୀପ ପୁରୋହିତ
ଭୁବନେଶ୍ୱର: ନବ ଦାସ ହତ୍ୟାକାଣ୍ଡ ମାମଲା । ବିଜେପି ଟାର୍ଗେଟରେ ଅରୁଣ ବୋଥ୍ରା । ହତ୍ୟା ଷଡଯନ୍ତ୍ରର ମୁଖ୍ୟ ନାୟକ ଏବଂ ପ୍ଲାନ ଦେଇଛନ୍ତି ବୋଥ୍ରା, ସେଥିପାଇଁ ସିବିଆଇ ତଦନ୍ତକୁ ନେଇ ଭୟବିତ୍ତ ଅଛନ୍ତି ବୋଲି କହିଛନ୍ତି ପ୍ରଦୀପ ପୁରୋହିତ । ସେ ଏହା ମଧ୍ୟ କହିଛନ୍ତି , ନବ ଦାସ ହାତ୍ୟକାଣ୍ଡର…
Read More...
Read More...