Browsing Category

Uncategorized

ପାକିସ୍ତାନକୁ କଡା ଜବାବ ଦେଲେ ସସ୍ମିତ

ଭୁବନେଶ୍ୱର: ପାକିସ୍ତାନକୁ କଡା ଜବାବ ଦେଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । କାଶ୍ମୀର ପ୍ରସଙ୍ଗକୁ ନେଇ ବର୍ଷିଲେ ସସ୍ମିତ । ବାହାରିନରେ ଆୟୋଜିତ ହୋଇଥିବା ୧୪୬ ତମ ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନରେ ଭାରତର ପ୍ରତିନିଧି ଭାବେ ନେତୃତ୍ୱ ନେଇ ପାକିସ୍ତାନ ପ୍ରତିନିଧିଙ୍କୁ କଡା ଜବାବ…
Read More...

ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର : ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର l ମଂଚେଶ୍ୱର ଥାନା ଅଧୀନ ସମେଇଗାଡ଼ିଆ ମସାଣି ନିକଟରେ ଥିବା ଏକ ଗଛରେ ଝୁଲୁଛି ଜଣେ ଯୁବକଙ୍କ ମୃତଦେହ l ସ୍ଥାନୀୟ ଲୋକ ଆଜି ସକାଳୁ ମୃତଦେହ ଦେଖିବାପରେ ମଂଚେଶ୍ୱର ଥାନାକୁ ଖବର ଦେଇଥିଲେ l ଘଟଣାସ୍ଥଳରେ ପୋଲିସ ପହଂଚି ଶବ ଜବତ…
Read More...

ଆସନ୍ତାକାଲି ୧୦. ୩୦ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ୪ହାଜର ୬ଶହ ୫୧କୋଟି ୭୫ଲକ୍ଷ ୬୯ହଜାର ଟଙ୍କାର ଖର୍ଚ୍ଚ ଦାବି ଉପରେ ଗୃହରେ ଆଲୋଚନା ହୋଇ ପାରିତ ହୋଇଅଛି। ଏହାକୁ ବିରୋଧ କରି କକ୍ଷତ୍ୟାଗ କଲେ ବିରୋଧୀ ବିଜେପି ଓ…
Read More...

IT ସଚିବଙ୍କ ମହାନତା : ଯନ୍ତ୍ରଣାରେ ଛଟପଟ ହେଉଥିବା ବୁଲା କୁକୁରର ଚିକିତ୍ସା କରାଇଲେ IT ସଚିବ

ଭୁବନେଶ୍ୱର : ଆଜିକା ଦିନରେ ଆପଣାର ପର ସଜଉଥିବା ବେଳେ ମହାନତା ଦେଖାଇଛନ୍ତି IT ସଚିବ ମନୋଜ ମିଶ୍ର | କୁକୁରର ଯନ୍ତ୍ରଣାକୁ ବୁଝି କରାଇଲେ ଚିକିତ୍ସା | ଗତକାଲି ଠାରୁ ଏକ ବୁଲା କୁକୁର ଗୋଡ଼ ଭାଙ୍ଗି ଆଘାତ ପାଇଁ ଉତ୍କଳ ବିଶ୍ଵବିଦ୍ୟାଳୟର ଫକୀର ମୋହନ ଛାତ୍ରବାସ ନିକଟରେ ପଢି ରହିଥିଲା | ଛାତ୍ର…
Read More...

ବିଧାନସଭାରେ ସରକାରୀ ବାସଗୃହ ପ୍ରସଙ୍ଗ

ଭୁବନେଶ୍ୱର: ବିଧାନସଭାରେ ଉଠିଲା ଭଡ଼ାରେ ଲାଗିଥିବା ସରକାରୀ ବାସଗୃହ ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ପ୍ରଶ୍ନ କଲେ ଜଟଣୀ କଂଗ୍ରେସ ବିଧାୟକ ସୁର ରାଉତରାୟ । ପଚାରିଲେ, ୟୁନିଟ୍-୮ର କ୍ୱାର୍ଟର ନମ୍ବର, ୨ଆରଏ-୪୧/୧ରୁ ୨ଆରଏ ୪୩/୪ ଏବଂ ୨ଆରବି-୧୬/୧ରୁ ୨ଆରବି-୧୪/୮ ମଧ୍ୟରୁ କେଉଁ କେଉଁ ଘର…
Read More...

ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ଗୃହରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ, ମାମଲାର କ୍ରାଇମବ୍ରାଞ୍ଚ୍ ତଦନ୍ତ ସହ…

ଭୁବନେଶ୍ୱର: ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ଗୃହରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ। ଏହି ମାମଲାର କ୍ରାଇମବ୍ରାଞ୍ଚ୍ ତଦନ୍ତ ସହ ନ୍ୟାୟିକ ତଦନ୍ତ ଚାଲିଛି। କଣ୍ଟାବାଞ୍ଜି ଯୁର୍ଡିସିଆଲ ମାଜିଷ୍ଟେଟ ତଦନ୍ତ କରୁଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ, ଘଟଣା ସ୍ଥଳରୁ ମିଳିଥିବା ସମସ୍ତ…
Read More...

ଏଇଟା କଣ ଗୋଟେ ବିଭାଗ ? ପ୍ରଶ୍ନ କଲେ ବିରୋଧୀ ଦଳ ନେତା ଜୟ ନାରାୟଣ, ବିଜେଡି କହିଲା ଏହା ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର:୫ଟି ଉପରେ ପ୍ରଶ୍ନ ଉଠାଇଛି ବିରୋଧୀ ଦଳ । ଏଇଟା କଣ ? ବିଭାଗ ନା ଆଉ କିଛି ? ଏହାର ଏଅଫିସ କେଉଁଠି ଅଛି ? ରାଜୀବ ଭବନରେ ? ନା ଲୋକସେବା ଭବନରେ ? ନା ଖାରବେଳ ଭବନରେ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ସେ କହିଛନ୍ତି କିଛି ବୁଝା ପଡୁନି ୫ଟି…
Read More...

ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି ଜିନା ଓ ରୁଦ୍ର

ବାଲେଶ୍ବର : ଜଣାଶୁଣା ଅଭିନେତ୍ରୀ ଜିନା ସାମଲ ଓ ତାଙ୍କ ସ୍ୱାମୀ ରୁଦ୍ର ପାଣିଗ୍ରାହୀ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଓଲିଉଡ ଅଭିନେତ୍ରୀ ଜିନା ଓ ତାଙ୍କ ସ୍ୱାମୀ ରୁଦ୍ର ପାଣିଗ୍ରାହୀଙ୍କ ସହ ପ୍ରାୟ ୮୦ରୁ ଅଧିକ ବ୍ୟକ୍ତି…
Read More...

ଭଦ୍ରକ ଯାଇ ବାବା ଆରଡିଙ୍କୁ ଦର୍ଶନ କରି, ଧାମନଗରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ

ଭୁବନେଶ୍ୱର : ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଆସନ୍ତା ୨୬ ତାରିଖ ଦିନିକିଆ ଗସ୍ତରେ ଆସୁଛନ୍ତି ଶାହ । ପ୍ରଥମେ ଭଦ୍ରକ ଜିଲ୍ଲା ଆରଡି ଠାରେ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବେ । ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀର ସାଆଁଳପୁର ପଡ଼ିଆରେ ବିରାଟ ସାଧାରଣ ସଭା…
Read More...

ଆଇଆରଟିଏସ୍ ଅଧିକାରୀ ମନୋଜ ମିଶ୍ରଙ୍କ ପାଇଁ ଓଡିଶା କ୍ୟାବିନେଟ୍ ପ୍ରିନ୍ସିପାଲ୍ ସେକ୍ସି ପୋଷ୍ଟର ନିର୍ମାଣକୁ ଅନୁମୋଦନ

ଭୁବନେଶ୍ୱର: ରେଳ ମନ୍ତ୍ରାଳୟ ଦ୍ୱାରା ଭାରତୀୟ ରେଳ ଟ୍ରାଫିକ ସର୍ଭିସ (ଆଇଆରଟିଏସ) କ୍ୟାଡରରୁ ଇସ୍ତଫା ଗ୍ରହଣ କରିବା ପରେ ଚୁକ୍ତିଭିତ୍ତିକ ଭିତ୍ତିରେ ମନୋଜ କୁମାର ମିଶ୍ରଙ୍କ ଯୋଗଦାନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଏକ ପଦବୀ ସୃଷ୍ଟି କରିବାକୁ ଓଡିଶା କ୍ୟାବିନେଟ ଅନୁମୋଦନ କରିଛି । ଏହା…
Read More...