Browsing Category

Uncategorized

ପ୍ରାଣ ହରାଇଲେ ଆଉ ଜଣେ ଆକ୍ରାନ୍ତ, ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା ୧୮

(ମହାଭାରତ/ଭୂବନେଶ୍ୱର): ରାଜ୍ୟରେ ଶନିବାର ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଗଞ୍ଜାମ ଜିଲ୍ଲାର ୬୮ ବର୍ଷୀୟ ପୁରୁଷ ବୋଲି ଜଣାଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ଗଞ୍ଜାମରେ ଏହି ସଂଖ୍ୟା ସର୍ବାଧିକ ରହିଛି । ଏଠାରେ କରୋନା ୯…
Read More...

ଗଞ୍ଜାମରେ ପୁଣି ୫୦ କରୋନା ଆକ୍ରାନ୍ତ ଚିହ୍ନଟ

(ବ୍ରହ୍ମପୁର): ଗଞ୍ଜାମ ଜିଲ୍ଲାରେ ଆଉ ୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୮ରେ ପହଞ୍ଚିଛି । ଚିହ୍ନଟ ଆନ୍ତ୍ରାନ୍ତଙ୍କ ମଧ୍ୟରେ ବିଭିନ୍ନ ଅଞ୍ଚଳର ୧୩ଜଣ କରୋନା ଯୋଦ୍ଧା ଥିବା ଜଣାଯାଇଛି ଜ୍ଝ ସେଥିମଧ୍ୟରୁ ଆଠଜଣ ଆସ୍କା, ତିନିଜଣ…
Read More...

ପିପିଲିରୁ ଭୂବନେଶ୍ୱର ଚାଲିଲା ମୋ ବସ

(ଜୟନ୍ତ କୁମାର ସେଠୀ/ଗୋପ): ଗୁରୁବାର ଠାରୁ ପ୍ରଥମ ଥର ପାଇଁ ମାଷ୍ଟକ୍ୟାଣ୍ଟିନରୁ ପିପିଲିକୁ ଗଡିଛି ମୋ ବସ୍। ପିପିଲିର ଦାଣ୍ଡମୁକୁନ୍ଦପୁର ପର୍ୟ୍ୟନ୍ତ ଚାଲିବ ମୋ ବସ୍। ପ୍ରଥମ ପର୍ୟ୍ୟାୟରେ ଏହି ରୁଟ୍ରେ ୪ଟି ବସ୍ ଚାଲିବାକୁ ଅନୁମତି ମିଳିଛି । ପ୍ରତି ୪୦ ମିନିଟ ବ୍ୟବଧାନରେ ବସ ଯାଆସ କରିବ।…
Read More...

ପ୍ରବାସୀ ଓଡ଼ିଆଙ୍କ ନିଯୁକ୍ତି ପାଇଁ ଶିବିର ଅନୁଷ୍ଠିତ

(ନିର୍ମଳେନ୍ଦୁ ମିଶ୍ର/ନରସିଂହପୁର):କଟକ ନରସିଂପୁର ବ୍ଲକରେ ପ୍ରବାସୀ ଶ୍ରମିକଙ୍କ ନିଯୁକ୍ତି ପାଇଁ ଏକ ଶିବିର ଅନୁଷ୍ଠିତ ହୋଇଛି । ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଥିବା ଏହି ଶିବିରର ନାମ ‘ଲକ୍ଷ୍ମୀ’ ଶିବିର ରଖାଯାଇଛି । ନିର୍ମାଣ କ୍ଷେତ୍ରରେ ପ୍ରବାସୀ ଓଡ଼ିଆଙ୍କ ନିଯୁକ୍ତି ପାଇଁ ଜିଲ୍ଲା…
Read More...

ଟାଟା ଏସିକୁ ପିଟିଲା କାର, ଜଣେ ମୃତ ୪ ଗୁରୁତର

(ଦିଲ୍ଲୀପ ସାହୁ/ ଜଗତସିଂପୁର): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟକ ପାରାଦ୍ୱୀପ ରାସ୍ତାର ଦଣ୍ଡାସାହୀ ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତ ସ୍ଥାନୀୟ ଦଣ୍ଡାସାହୀ…
Read More...

୨୫ରେ ଝଡତୋଫାନ ସମ୍ଭାବନା

(ଭୂବନେଶ୍ୱର):ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବର୍ଷା ଲାଗି ରହିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପ ପରିମାଣର ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ୨୫ ଓ ୨୬ ତାରିଖରେ ବଜ୍ରପାତ ସହ ଝଡତୋଫାନ ହେବାର ପାଣିପାଗ କେନ୍ଦ୍ର…
Read More...

ରଥ ପାଇଁ ପୁରୀ ଜିଲ୍ଲା ସଟଡାଉନ

(ପୁରୀ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ପୁରୀ ଜିଲାକୁ ସଟଡାଉନ ଘୋଷଣା କରାଯାଇଛି। ଆଜି ରାତି ୯ରୁ ବୁଧବାର ଅପରାହ୍ଣ ୨ଟା ପର୍ୟ୍ୟନ୍ତ ପୁରୀ ଜିଲା ସଟଡାଉନ ରହିବ। ସଟଡାଉନ ସମୟରେ କର୍ଫ୍ୟୁ ଭଳି କଟକଣା ରହିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଘୋଷଣା କରିଛନ୍ତି।…
Read More...

ଦିଲ୍ଲୀ-ଲୁଧିଆନା ବିମାନର ୧ ଯାତ୍ରୀ କରୋନା ପଜିଟିଭ୍

ନୂଆଦିଲ୍ଲୀ: ଏୟାର୍‌ ଇଣ୍ଡିଆର ଦିଲ୍ଲୀ-ଲୁଧିଆନା ବିମାନରେ ଜଣେ ଯାତ୍ରୀ କରୋନା ପଜିଟିଭ୍ ବାହାରିଛନ୍ତି । ଏହା ପରେ ସେହି ବିମାନର ୪୦ଜଣଙ୍କୁ କ୍ବାରେଣ୍ଟିନ୍‌ରେ ରଖାଯାଇଛି। ଏୟାର୍ ଇଣ୍ଡିଆର ବିମାନରେ ସମୁଦାୟ ୩୬ଜଣ ଯାତ୍ରୀ ଓ ୪ଜଣ ବିମାନ କର୍ମକର୍ତ୍ତା ରହିଥିଲେ। ପଞ୍ଜାବ ସରକାରଙ୍କ ନିୟମ…
Read More...

କୋରୋନା ଲକଡାଉନ ବଢ଼ାଇଲା ଦୁଃଖ, ଦୁର୍ଦ୍ଦିନରେ କୁଟୀର ବାଉଁଶ ଶିଳ୍ପ କାରିଗର

(ବରଗଡ/ଚିତ୍ତରଞ୍ଜନ ସାହୁ): ଦୁଃଖ, ଦୁର୍ଦ୍ଦିନରେ କଟୁଛି କୁଟୀର ବାଉଁଶ ଶିଳ୍ପ କାରିଗରଙ୍କ ଜୀବନ । ବାଉଁଶ କାମ କରି ପରିବାର ପୋଷଣ କରୁଥିବା ବରଗଡ଼ ଜିଲ୍ଲା ଅଇଁଠାପାଲି ଗ୍ରାମର ବାଉଁଶ କାରିଗରଙ୍କ କ୍ଷୁଦ୍ର କୁଟୀର ଶିଳ୍ପ ବିକାଶ ଯୋଜନାରେ ସାମିଲ କରାଯାଇ ନାହିଁ କି ମିଳିନି କୁଟୀର ଶିଳ୍ପ…
Read More...

ଗରିବ ପେଟରେ ନାତ

ପାଲଲହଡା/ ଖଗେଶ୍ୱର ପିଙ୍ଗୁଆ: ଗରିବଙ୍କ ପେଟରେ ନାତ.. । କରୋନା ସମୟରେ ଲୁଟୁଛନ୍ତି ଡିଲର ! ଏହି ବିପତ୍ତି ସମୟରେ ଲକ୍ଷପତି ହେବାର ଲକ୍ଷ୍ୟ  । ମହାମାରଚୁ ନେଇ ସାରା ବିଶ୍ୱ ବେହାଲ । ଏଭଳି ଦୂର୍ଦ୍ଦିନରେ ବି ଥମୁନି ଡିଲରଙ୍କ ଲାଭଖୋର ମନୋବୃତ୍ତି । କମୁନାହିଁ ଘୋଟଲା । ଏହି ଘୋଟଲାକୁ ନେଇ ଏବେ…
Read More...