Browsing Category

Uncategorized

ପଦାରେ ପଡିଲା ଆଇଡିଏଚ୍ କୋଭିଡ ହେଲଥ ସେଣ୍ଟରର ଅବ୍ୟବସ୍ଥା

(ଜୟନ୍ତ କୁମାର ସେଠୀ /ପୁରୀ): ପୁରୀ ଆଇଡିଏଚ୍ କୋଭିଡ ହେଲଥ ସେଣ୍ଟରରେ ଅବ୍ୟବସ୍ଥା। ପାନୀୟ ଜଳର ଉତ୍କଟ ସମସ୍ୟା। ନଅ ଦିନ ହେବ ଆକୁଆଗାର୍ଡ ଅଚଳ ହୋଇପଡିଛି। ଫଳରେ ଟୋପାଏ ପାଣି ପାଇଁ ଡହଳ ବିକଳ ହେଉଛନ୍ତି କରୋନା ଆକ୍ରାନ୍ତ ରୋଗୀ। ପାଣି ଟ୍ୟାପରେ ଯେଉଁ ପାଣି ଆସୁଛି ପିଇବା ଉପଯୋଗୀ ନୁହଁ।…
Read More...

ରାମ ମନ୍ଦିର ଭୂମି ପୂଜା ଉତ୍ସବରେ ଯୋଗ ଦେବେନି ଉମା ଭାରତୀ

(ନୂଆଦିଲ୍ଳୀ): ଆସନ୍ତା ୫ ତାରିଖରେ ଅଯୋଧ୍ୟା ଠାରେ ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତ୍ରୀ ଉମା ଭାରତୀ ସାମିଲ ହେବେ ନାହିଁ ବୋଲି ଘୋଷଣା କରିଛନ୍ତି । କାର୍ଯ୍ୟକ୍ରମ ସମାପ୍ତ ହେବା ପରଦିନ ସେ ମନ୍ଦିର ପରିଦର୍ଶନ କରିବେ ବୋଲି କହିଛନ୍ତି । ତେବେ ଗୃହମନ୍ତ୍ରୀ ଅମିତ…
Read More...

କରୋନା ହଟସ୍ପଟକୁ ନଜର ରଖୁଛି ଡ୍ରୋନ୍

(ଗୋପ/ ଜୟନ୍ତ ସେଠୀ): ପୁରୀ କରୋନା ହଟସ୍ପଟ ପେଣ୍ଠକଟା ଉପରେ ନଜର ରଖିଛି ଡ୍ରୋନ୍। ପେଣ୍ଠକଟା ଉପରେ କଡ଼ା ନଜର ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଡ୍ରୋନ କ୍ୟାମେରାରେ ସୁଟିଂ କରାଯାଉଛି। ବିଶେଷ କରି କେଉଁମାନେ ପେଣ୍ଠକଟା ଭିତରେ ପ୍ରବେଶ କରୁଛନ୍ତି କିମ୍ବା ବାହାରୁଛନ୍ତି, ସେମାନଙ୍କ…
Read More...

କଂଚୁଡୁ ସେବା ସମବାୟ ସମିତି ସମ୍ପାଦକଙ୍କ ବିୟୋଗରେ ଶୋକର ଛାୟା

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ହିଂଜିଳିକାଟୁ ବ୍ଲକର କଂଚୁଡୁ ଗାଁ ସେବା ସମବାୟ ସମିତି ସମ୍ପାଦକ ଦେବରାଜ ମହାନ୍ତିଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଆଜିକୁ ୮ ଦିନ ତଳେ ଭୁବେନେଶ୍ୱର ସ୍ଥିତ ଘରୋଇ ଅପୋଲୋ ହସ୍ପିଟାଲରେ ତାଙ୍କର ନିଧନ ହୋଇଥିଲା । ସ୍ୱର୍ଗତ ଦେବରାଜ…
Read More...

କେନାଲରେ ପାଣି ନାହିଁ, ପରିବାର ପ୍ରତିପୋଷଣ ଚିନ୍ତାରେ ଚାଷୀ

ତାରାକାନ୍ତ ନାୟକ/ ସାଲେପୁର: କେନାଲ ସଫେଇ ନାଁରେ ସରକାରୀ ଅର୍ଥ ହରିଲୁଟ। କେନାଲ ଅଛି ହେଲେ ପାଣି ଆସିପାରୁନାହିଁ। ବର୍ଷା ଅଭାଵ ସାଙ୍ଗକୁ କେନାଲରେ ପାଣି ଆସିନପାରିବାରୁ କ୍ଷେତରେ ହେଲାଣି ଗଜା ମରୁଡ଼ି। ଦୁର୍ଦ୍ଦିନରେ ଚାଷୀ ! ଏଭଲି ଘଟଣା ସାମ୍ନାକୁ ଆସିଛି କଟକ ଜିଲ୍ଲା ସାଲେପୁର କୃଷି…
Read More...

ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାବି କଲା ହିଞ୍ଜିଳିକାଟୁ ତ୍ରିରଙ୍ଗା ଯୁବସେବା ସଂଘ

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ଏହାର ରହସ୍ୟ ଖୋଲିବାକୁ ବହୁ ଅନୁଷ୍ଠାନ ପକ୍ଷରୁ ସିବିଆଇ ତଦନ୍ତ ଦାବି ହେଉଉଛି । ଆଜି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ତ୍ରିରଙ୍ଗା ଯୁବସେବା ସଂଘ ପକ୍ଷରୁ ସଂଯୋଜକ ତଥା ଯୁବ ସମାଜସେବୀ…
Read More...

୩୬ ବିଜେଡି ନେତାଙ୍କୁ ନୂଆ ଦାୟୀତ୍ୱ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଆଜି ବିଜୁ ଜନତା ଦଳର ୩୬ ଜଣ ନେତାଙ୍କୁ ନୂଆ ଦାୟୀତ୍ୱ ଦିଆଯାଇଛି । ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାୟିତ୍ୱ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ମନ୍ତ୍ରୀ, ବିଧାୟକ ଓ ପୂର୍ବତନ ବିଧାୟକ ସାମିଲ ଅଛନ୍ତି । ଭଟଲୀ ବିଧାୟକ ସୁଶାନ୍ତ…
Read More...

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ନିଜ ସମର୍ଥକଙ୍କୁ ନେଇ ଦିଲ୍ଳୀରେ

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତି ଏବେ ଚର୍ଚ୍ଚ।।ରେ ରହିଛି । ପୂର୍ବରୁ ବିଜେପି ସରକାରୀ ଦଳର ବିଧାୟକଙ୍କୁ କିଣିବାକୁ ନେଇ ଅଭିଯୋଗ ହୋଇଥିବା ବେଳେ ଆଜି ରାଜ୍ୟ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟିଛନ୍ତି । ଏହାକୁ ଦେଖି ମଧ୍ୟପ୍ରଦେଶର ପୂର୍ବତନ କଂଗ୍ରେସ ଯୁବନେତା…
Read More...

ମଦ ବ୍ୟବସାୟକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

(ରଜନୀକାନ୍ତ ପାତ୍ର / ଗଞ୍ଜାମ): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥରା ଗ୍ରାମରେ ମଦ ବ୍ୟବସାୟକୁ ନେଇ ଗୋଷ୍ଠୀ ସଂଘର୍ଷ। ଦେଶୀ ମଦ ବିକ୍ରିକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିବା ସୂଚନା । ଗୋଷ୍ଠୀ ସଂଘର୍ଷରେ ଦୁଇ ଗୋଷ୍ଠୀର ଛଅ ଜଣ ଆହତ ହୋଇଥିବା ବେଳେ ଜଣେ ମୃତ । ମୃତକ ଜଣକ ହେଲେ…
Read More...

ଲଦାଖରେ ଭୂକମ୍ପନ, ରିକ୍ଟର ସ୍କେଲରେ ତୀବ୍ରତା ୪.୫

ଲଦାଖ: ଆଜି ମଧ୍ୟାହ୍ନ ପ୍ରାୟ ୧ଟା ୧୩ ମିନିଟରେ ଲେହ ଲଦାଖରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ ଥିଲା । କାରଗିଲର ଉତ୍ତର-ପଶ୍ଚିମରୁ ୧୯ କିମି ଦୂରରେ ଏହି ଭୂକମ୍ପ ହୋଇଛି । ଏଥିରେ କୌଣସି କ୍ଷୟ କ୍ଷତିର ସୂଚନା ମିଳିନାହିଁ । ଲଦାଖରେ ଗତ ଗୋଟିଏ ସପ୍ତାହ…
Read More...