Browsing Category
Uncategorized
ଅସହାୟଙ୍କୁ ସାହାଯ୍ୟ କରି ଜନ୍ମଦିନ ପାଳିଲେ ଯୁବ ସମାଜସେବୀ
(ଜୟନ୍ତ କୁମାର ସେଠୀ/ଗୋପ): କରୋନା ମହାମାରୀ ଭଳି ବିପତ୍ତି ସମୟରେ ଅସହାୟମାନଙ୍କୁ ସାହାଯ୍ୟ କରି ନିଜ ଜନ୍ମଦିନ ପାଳିଛନ୍ତି ପୁରୀ ଜିଲ୍ଲା ନିମାପଡା ଅଞ୍ଚଳର ଯୁବ ସମାଜସେବୀ ବିକ୍ରମ କେଶରୀ ସାମଲ । ଆଜି ନିଜର ଜନ୍ମଦିନ ପାଳନ କରିବାକୁ ଯାଇ ବିକ୍ରମ ନିମାପଡା ଅଞ୍ଚଳର ଗରିବ, ଅସହାୟ ତଥା…
Read More...
Read More...
ହିଞ୍ଜିଳି ପାଇଁ ଗୌରବ ଆଣିଛି କ୍ଷୁଦ୍ର ଫିଲ୍ମ ‘ଅଭିଳାଷ’
(ରଜନୀକାନ୍ତ ପାତ୍ର/ହିଞ୍ଜିଳି): କରୋନା ପାଇଁ ସାରା ଦେଶ ଲକଡାଉନ ହୋଇଥିବା ବେଳେ କିଛି ଲୋକେ ମହତ୍ କାର୍ଯ୍ୟ କରି ସୁନାମ ଅର୍ଜନ ପାଇଁ ଚେଷ୍ଟା କରିଥିଲେ । ସେମାନଙ୍କ ମଧ୍ୟରେ ଥିଲା ଗଞ୍ଜାମ ଜିଲ୍ଲା ହିଞ୍ଜିଳିର ନୃତ୍ୟମ ଅନୁଷ୍ଠାନ । ଏହି ଅନୁଷ୍ଠାନ ଲୋକଙ୍କ ମଧ୍ୟରେ କରୋନା ସଚେତନତା ସୃଷ୍ଟି…
Read More...
Read More...
ନିର୍ଦ୍ଧାରିତ ତାରିଖରେ ହିଁ ହେବ ନିଟ୍ ଓ ଜେଇ ପରୀକ୍ଷା
ନୁଆଦିଲ୍ଲୀ: ନିର୍ଦ୍ଧାରିତ ତାରିଖରେ ହେବ ଜେଇ ମେନ୍ ଓ ନିଟ୍ ପରୀକ୍ଷା । ଏନେଇ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍ଟିଏ । ଜେଇ ମେନ୍ ସେପ୍ଟେମ୍ବର ୧ ରୂ ୬ ତାରିଖ ଯାଏଁ ହେବାକୁ ଥିବା ବେଳେ ନିଟ୍ ପରୀକ୍ଷା ସେପ୍ଟେମ୍ବର ୧୩ ତାରିଖରେ ହେବାକୁ…
Read More...
Read More...
ଭଦ୍ରକ ସାଂସଦ କରୋନା ପଜିଟିଭ୍ ଚିହ୍ନଟ
(ରିପୋର୍ଟରସ ଟୁଡେ,ଭଦ୍ରକ): ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କରୋନା ପଜିଟିଭ୍ ଥିବା ସୁଚନା ମିଳିଛି । ଏନେଇ ସେ ନିଜେ ଟୁଇଟ୍ କରି ସୁଚନା ଦେଇଛନ୍ତି ।
ସେ ନିଜ ଟୁଇଟର ପେଜରେ ରେ ଲେଖିଛନ୍ତି ଯେ, କରୋନା ଲକ୍ଷଣ ଥିବା ଜଣାପଡିବା ପରେ ସେ ନିଜ କରୋନା ଟେଷ୍ଟ କରାଇଥିଲେ । ଟେଷ୍ଟ ପରେ ତାଙ୍କ…
Read More...
Read More...
ଏକକ ଯୋଗ୍ୟତା ପରୀକ୍ଷାକୁ କ୍ୟାବିନେଟର ଅନୁମୋଦନ
ନୂଆଦିଲ୍ଲୀ : ଏକକ ଯୋଗ୍ୟତା ପରୀକ୍ଷା କରିବା ପାଇଁ ଜାତୀୟ ନିଯୁକ୍ତି ଏଜେନ୍ସି(ଏନଆରଏ) ପ୍ରତିଷ୍ଠାକୁ ବୁଧବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି,ଏହା ଏକ ଐତିହାସିକ ନିଷ୍ପତ୍ତି । ଏହା ଦେଶର…
Read More...
Read More...
ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ଧୋନୀଙ୍କୁ ଶୁଭ ବିଦାୟ
(ଜୟନ୍ତ କୁମାର ସେଠୀ/ପୁରୀ): ଏମ ଏସ ଧୋନୀଙ୍କ ଅବସର ପରେ ତାଙ୍କର ଶୁଭେଛୁ ମାନେ ତାଙ୍କର ଭବିଷ୍ୟତ ଚଲାପଥ ସଫଳ କ୍ରିକେଟ କ୍ୟାରିଅର ପରି ସଫଳ ହେଉ ସେଥିପାଇଁ ଶୁଭେଚ୍ଛା ପ୍ରଦାନ କରୁଛନ୍ତି। ଏହି କ୍ରମରେ ପୁରୀ ରେ ବାଲୁକାଶିଳ୍ପୀ ମାନସ ସାହୁ ନିଜର ଏକ ସୁନ୍ଦର ସ୍ୟାଣ୍ଡ ଆନିମେସନ ମାଧ୍ୟମରେ…
Read More...
Read More...
ଦିନକରେ ୫୭,୯୮୨ ନୁଆ ରୋଗୀ ଚିହ୍ନଟ, ୯୪୧ ମୃତ
ନୁଆଦିଲ୍ଲୀ: ଦିନକରେ ଦେଶରେ ୫୭ ହଜାର ୯୮୨ ନୁଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୪୧ ଜଣଙ୍କର ମୃତ୍ୟୁ ହୋଇଛି । ଆଜିର ସଂକ୍ରମିତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬ ଲକ୍ଷ ୪୭ ହଜାର ୬୬୪ ରେ ପହଞ୍ଚିଛି । ତେବେ ମୃତ୍ୟୁ ସଂଖ୍ୟା ୨୪ ଘଣ୍ଟା ଭିତରେ ୯୪୧ ହୋଇଥିବାରୁ ମୃତକଙ୍କ ସଂଖ୍ୟା…
Read More...
Read More...
ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ,ଅଭିଯୁକ୍ତ ଗିରଫ
(ଓମପ୍ରକାଶ ମିଶ୍ର/ ସୋନପୁର): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜ ପୁର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି।ବିଳମ୍ବିତ ରାତିରେ ପିଡୀତାକୁ ତାଙ୍କ ଘରୁ ଉଠାଇ ନେଇଥିଲା ଅଭିଯୁକ୍ତ। ଏକ ନିଛାଟିଆ ସ୍ଥାନରେ ପିଡୀତାକୁ ଦୁଷ୍କର୍ମ କରିଥିଲା। ପରିବାର ଲୋକେ ବହୁ ଖୋଜାଖୋଜି…
Read More...
Read More...
୮୦ କେଜି ଭାଙ୍ଗ ଜବ, ଜଣେ ଗିରଫ
(ଗୋପ/ଜୟନ୍ତ ସେଠୀ): ପୁରୀ ଜିଲ୍ଲାରେ ଦିନକୁ ଦିନ ବେଆଇନ ନିଶା କାରବାର ବଢ଼ିବାରେ ଲାଗିଛି। ତେବେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଏ ନେଇ ବିଭିନ୍ନ ସମୟରେ ଚଢ଼ାଉ ଜାରି ରହିଛି। ବେଆଇନ ଭାଙ୍ଗ ବ୍ୟବସାୟ କରୁଥିବା ଜଣାପଡିବା ପରେ ଚନ୍ଦନ ପୁର ଅଂଚଳର ସଦାଶିବ ସାହୁଙ୍କ ଘର ଉପରେ ଅବକାରୀ ବିଭାଗ…
Read More...
Read More...
ପାଣି ମୁନ୍ଦାଏ ପାଇଁ ଡହଳବିକଳ ଗ୍ରାମବାସୀ
(ଜୟନ୍ତ ସେଠୀ/ଗୋପ): ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ । ଗୋଟିଏ ନଳକୂପ ହଜାରେରୁ ଉଦ୍ଧ୍ୱର୍ ଲୋକଙ୍କ ତୃଷା ମେଣ୍ଟାଉଛି । ବର୍ଷକ ବାରମାସ ବିଦ୍ୟାଳୟରେ ଥିବା ନଳକୂପ ଉପରେ ନିର୍ଭର କରୁଛନ୍ତି ଅସ୍ତରଙ୍ଗ ଛୁରିଅ।ନା ପଂଚାୟତ ବଳଭଦ୍ରପୁର ଗ୍ରାମର ଲୋକେ । ସେପଟେ ଏସଂପର୍କରେ…
Read More...
Read More...