Browsing Category
Uncategorized
୩୦% କମିପାରେ ଘରୋଇ ସ୍କୁଲଗୁଡିକର ଫି
(ରିପୋଟର୍ସ ଟୁଡେ, ଭୂବନେଶ୍ୱର): ଘରୋଇ ଇଂରାଜୀ ଓ ଓଡ଼ିଆ ମିଡିୟମ ସ୍କୁଲ ଛାତ୍ରଛାତ୍ରୀୂଙ୍କ ସ୍କୁଲ ଫୀ ୩୦ ପ୍ରତିଶତ ଛାଡ ହୋଇପାରେ । ସ୍କୁଲ୍ ଫି’ ହ୍ରାସକୁ ନେଇ ଅଭିଭାବକ ସଂଘ ଓ ବିଦ୍ୟାଳୟ ସଂଘ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିବାବେଳେ ଗୁରୁବାର ଏନେଇ ଉଭୟ ପକ୍ଷଙ୍କ ମଧ୍ୟରେ…
Read More...
Read More...
ଏନଡିଏ ପକ୍ଷରୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ଘୋଷଣା
(ଆଦର୍ଶ ରାଉତ): ଚଳିତମାସ ୧୪ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ସଂସଦ ଆରମ୍ଭ ହେବା ପରେ ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହେବ । ଏହି ପଦବୀ ପାଇଁ ରାଜନୈତିକ ଦଳଗୁଡିକ ମଧ୍ୟରେ ରାଜନୀତି ଆରମ୍ଭ ହୋଇଛି । ୧୪ ତାରିଖ ଦିନ ସଂସଦରେ ଉପସ୍ଥିତ ହେବାକୁ ବିଜେପି…
Read More...
Read More...
ବନ୍ୟାସ୍ଥିତି ଅନୁଧ୍ୟାନ କଲେ ବଲାଙ୍ଗୀର ବିଧାୟକ
(ଓମପ୍ରକାଶ ମିଶ୍ର/ସୋନପୁର): ବଲାଙ୍ଗୀର ବିଧାୟକ ତଥା ରାଜ୍ୟ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ରବିବାର ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ବିଭିନ୍ନ ବନ୍ୟାଞ୍ଚଳ ବୁଲି ଦେଖିଛନ୍ତି । ବନ୍ୟାରେ ବୁଡିଥିବା ଉଲୁଣ୍ଡା ବ୍ଲକର ତଳିଆ ଅଞ୍ଚଳ ହିକୁଡି, ଧର୍ମଶାଳା, ଲମତୋଲ,…
Read More...
Read More...
ରାଜ୍ୟରେ ୩ ହଜାର ୬୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
(ରିପୋଟର୍ସ ଟୁଡେ,ଭୁବନେଶ୍ୱର): ଓଡ଼ିଶାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ଗୁରୁବାର ଆଉ ୩ ହଜାର ୬୩୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ହଜାର ୨୧୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିତବା ବେଳେ ସ୍ଥାନୀୟ ଅଞ୍ଚଳରୁ…
Read More...
Read More...
ଅନଲକ୍-୪ ପାଇଁ ଗାଇଡଲାଇନ ଜାରି: ସଟ୍ ଡାଉନ ହଟିଲା, ବନ୍ଦ ରହିବ ଶିକ୍ଷାନୁଷ୍ଠାନ
(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟ ସରକାର ଅନଲକ୍-୪ ପାଇଁ ଗାଇଡଲାଇନ ଜାରି କରିଛନ୍ତି । ସେପ୍ଟେମ୍ବର ପହିଲାରୁ ୩୦ ତାରିଖ ପର୍ଯ୍ୟନ୍ତ କରୋନା କଟକଣା ସଂକ୍ରାନ୍ତ ବିଜ୍ଞପ୍ତି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଛି । ଏହି ଗାଇଡଲାଇନ ଅନୁସାରେ ସ୍କୁଲ. କଲେଜ ଓ…
Read More...
Read More...
ମାସେ ତିଷ୍ଠିଲାନି ନୂତନ ନିର୍ମିତ ରାସ୍ତା
(ଜୟନ୍ତ କୁମାର ସେଠୀ/ ଗୋପ): ମାସେ ଗଲା ନାହିଁ ୭୩ ଲକ୍ଷ ଟଙ୍କାରେ ନିର୍ମିତ ନୂଆ ରାସ୍ତା । କେଉଁ ଠାରେ ରାସ୍ତା ଦବି ଯାଇଛି ତ ଆଉ କେଉଁଠାରେ ରାସ୍ତାରୁ ପିଚୁ ଉଠିଗଲାଣି । ପୁରୀ ଜିଲ୍ଲା ଗୋପ ବ୍ଲକ ଷୋଳପୁର ଠାରୁ ମଦରଙ୍ଗକୁ ଯାଇଥିବା ଏହି ରାସ୍ତା ଉପରେ ପାଖାପାଖି ୫ଟି ପଞ୍ଚାୟତର ହଜାର ହଜାର…
Read More...
Read More...
ବନ୍ୟା ବିପନ୍ନଙ୍କ ସେବାରେ ପ୍ରଣବ
ଯାଜପୁର/ଶିଳାସ୍ମିତା ରାୟ: ଚଳିତ ବର୍ଷ ବୈତରଣୀ ନଦୀ ଯାଜପୁର ପାଇଁ ସାଜିଛି ଦୁଃଖ । ଲଗାଣ ବର୍ଷା ଫଳରେ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ଗୁରୁବାର ବରୀ ବ୍ଲକ ଅନ୍ତର୍ଗତ ରିଶିପୁର ଦେଇବିଲି ପଞ୍ଚାୟତରେ ନଦୀ ବନ୍ଧରେ ୫୦ ଫୁଟର ଘାଇ ସୃଷ୍ଟି ହୋଇଥିଲା । ସେହପରି ଖରାସ୍ରୋତା, ବ୍ରାହ୍ମଣୀ ନଦୀରେ…
Read More...
Read More...
ରାୟଗଡା ଜିଲ୍ଲାରେ ୪୫୦ କରୋନା ପଜିଟିଭ ଚିହ୍ନଟ
(ମନୋଜ କୁମାର ସାହୁ/ରାୟଗଡା): ରାୟଗଡା ଜିଲ୍ଲାରେ ଆଜି ୪୫୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୮୭ ଜଣ ପୁରୁଷ ୧୬୩ ଜଣ ମହିଳା ରହିଛନ୍ତି । ଜିଲ୍ଲାରେ ଅଧିକରୁ ଅଧିକ ଟେଷ୍ଟିଂ କରାଯାଉଥିବାରୁ ପଜିଟିଭଙ୍କ ସଂଖ୍ୟା ବଢିଛି । ତେବେ ରାୟଗଡା…
Read More...
Read More...
ଭୋକ ଉପାସରେ ବନ୍ୟା ବିପନ୍ନ
(ଅଜିତ ସାହୁ/ଜଳେଶ୍ୱର): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖା ନଦୀରେ ଉପୁଜିଛି ବନ୍ୟା ପରିସ୍ଥିତି । ଫଳରେ ଜଳେଶ୍ୱର, ବସ୍ତା, ଭୋଗରାଇ ଓ ବାଲିଆପାଳ ବ୍ଲକର ଏକାଧିକ ପଞ୍ଚାୟତ ପ୍ରଭାବିତ ହୋଇଛି । ଏହି ଚାରୋଟି ବ୍ଲକର ପ୍ରାୟ ୬୦୦ ଲୋକଙ୍କୁ ଉଦ୍ଧାର କରାଯାଇ ଉଚ୍ଚ ସ୍ଥାନରେ ଥିବା…
Read More...
Read More...
ପ୍ରଧାନମନ୍ତ୍ରୀ ପଦ ଛାଡିଲେ ସିଞ୍ଜୋ ଆବେ
(ଟୋକିଓ): ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ରହୁ ନଥିବାରୁ ସେ ଏଭଳି ପଦକ୍ଷେପ ନେଇଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ନିକଟରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପୁରୁଣା ରୋଗ ଜନିତ ତାଙ୍କର…
Read More...
Read More...