Browsing Category

Uncategorized

କରୋନା ଟିକା ‘ମଡେର୍ଣ୍ଣା’ର ଜରୁରୀକାଳୀନ ବ୍ୟବହାର ପାଇଁ ଆମେରିକାର ଅନୁମତି

(ୱାଶିଂଟନ): ୟୁଏସ ଫୁଡ ଆଣ୍ଡ ଡ୍ରଗ୍ସ ଅଥରାଇଜେସନ (ଏଫଡିଏ) ମଡେର୍ଣ୍ଣା କୋଭିଡ-୧୯ ଟିକାକୁ ଜରୂରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି । ଆମେରିକା ସରକାର ଏହି ଟିକା ଖୁବ ଶୀଘ୍ର ଯୋଗାଇବେ । ଏନେଇ ମଡେର୍ଣ୍ଣା ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏହି ଟିକାକୁ ୧୮ ବର୍ଷ ବା ଉଦ୍ଧ୍ୱର୍…
Read More...

କେଉଁ ବାରରେ ଦେବା କେଉଁ ଭୋଗ

ଭଗବାନଙ୍କ ପାଖରେ ପୂଜାର୍ଚ୍ଚନା କରିବା ସମୟରେ ଭୋଗ ଲଗାଇବା ଏକ ସ୍ୱତନ୍ତ୍ର ବିଧି ରହିିଛି। ନିୟମିତ ଫଳ ଭୋଗ ହେଉ ଅଥବା ମିଶ୍ରି ଭଗବାନଙ୍କ ସମ୍ମୁଖରେ ଅର୍ପଣ କରାଯାଇଥାଏ। ମାତ୍ର ବାର ଅନୁଯାୟୀ ଯଦି ନିର୍ଦ୍ଦିଷ୍ଟ ଭୋଗ ଆମେ ଭଗବାନଙ୍କୁ ଅର୍ପଣ କରୁ, ତେବେ ଭଗବାନଙ୍କ ବିଶେଷ କୃପା ଓ ଆର୍ଶୀବାଦ…
Read More...

ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ଗିରଫ

(ଭୁବନେଶ୍ୱର): ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର ରାଓ ଗିରଫ ହୋଇଛନ୍ତି । ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଏସଆଇଟି ଆଜି ତାଙ୍କୁ ଗିରଫ କରିଛି । ପ୍ରଥମେ କ୍ରାଇମବ୍ରାଞ୍ଚ ତାଙ୍କୁ ହେପାଜତକୁ ନେଇଥିଲା । ଜେରା ବେଳେ ପ୍ରଦୀପ-ଆକାଶ ପାଠକଙ୍କ…
Read More...

ଇନଫୋସିଟି ନାବାଳିକା ଗଣଦୂଷ୍କର୍ମ ମାମଲା: ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ହାଜର ହେଲେ ଓଟିଭି ଏମଡି

(ଭୁବନେଶ୍ୱର): ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା ଆଜି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସପିଆର) ଠାରେ ହାଜର ହୋଇଛନ୍ତି । ତେବେ ସେ ବ୍ୟକ୍ତିଗତ ଭାବେ ନୁହେଁ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହୋଇଛନ୍ତି । ଆୟୋଗଙ୍କ ଆଗରେ ସେ…
Read More...

ମହାମାରୀ ଆଇନ ଉଲଙ୍ଘନ ଅଭିଯୋଗରେ ଆନ୍ଦୋଳନରତ ଚାଷୀଙ୍କ ବିରୋଧରେ ଏତଲା

(ନୂଆଦିଲ୍ଲୀ): କୃଷି ଆଇନ ବିରୋଧରେ ଦିଲ୍ଲୀ-ହରିଆଣା ସିଙ୍ଘୁ ସୀମାରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ବିରୋଧରେ ଏତଲା ରୁଜୁ କରିଛି ଦିଲ୍ଲୀ ପୋଲିସ । ଧାରଣାରତ ଚାଷୀମାନେ କରୋନା ପାଇଁ ଲାଗୁ ହୋଇଥିବା ସାମାଜିକ ଦୂରତା ନିୟମକୁ ମାନୁ ନଥିବା ପୋଲିସ କହିଛି । ଏହାସହ ମହାମାରୀ ଆଇନ ଉଲଙ୍ଘନ ଓ ଅନ୍ୟ…
Read More...

ପରୀ ହତ୍ୟା: ସିବିଆଇ ତଦନ୍ତ ଦାବି କଲେ ରାଜ୍ୟ ବିଜେପି ପ୍ରଭାରୀ

(ନୟାଗଡ): ନୟାଗଡ ଜିଲ୍ଲା ଯଦୁପୁର ଗାଁର କୁନି ଝିଅ ପରୀ ହତ୍ୟାକାଣ୍ଡକୁ ନେଇ ରାଜନୀତି ଜୋର ଧରିଛି । ନୟାଗଡକୁ ଏବେ ବିରୋଧୀ ଦଳ ନେତାଙ୍କ ସୁଅ ଛୁଟିଛି । ଏହି ପରିପ୍ରେକ୍ଷୀରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଆଜି ଯଦୁପୁର ଗାଁରେ ପହଞ୍ଚି ପରୀର ବାପା…
Read More...

ଆଖି ବୁଜିଲେ ୫ ଆକ୍ରାନ୍ତ

ଭୁୁବନେଶ୍ୱର- ରାଜ୍ୟରେ ଧୀରେ ଧୀରେ ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୫ ଜଣ କରୋନା ରୋଗୀ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୭୬୫ ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।…
Read More...

୫ କରୋନା ରୋଗୀ ଆଖି ବୁଜିଛନ୍ତି

ଭୁବନେଶ୍ୱର/ ସଞ୍ଜୁ – ଗତ କିଛି ହେବ ରାଜ୍ୟରେ କରୋନା ମତ୍ୟୁ ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ରାଜ୍ୟରେ ଆଜି ୫ କରୋନା ରୋଗୀ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୭୩୯ କୁ ବୃଦ୍ଧି ପାଇଛି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ…
Read More...

ପରୀ ହତ୍ୟା ଘଟଣାରେ ବିଜେପି ନଗର ମହିଳା ମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ

(ମନୋଜ କୁମାର ସାହୁ / ରାୟଗଡା): ପରୀ ହତ୍ୟାକାଣ୍ଡକୁ ନେଇ ଆଜି ରାୟଗଡ ସଦର ମହକୁମାରେ ଭାରତୀୟ ଜନତା ପାର୍ଟିର ନଗର ମହିଳା ମୋର୍ଚ୍ଚା ତରଫରୁ ସ୍ଥାନୀୟ କପିଳାସ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଉକ୍ତ କାର୍ୟ୍ୟକ୍ରମରେ ଭାରତୀୟ ଜନତା ପାର୍ଟି ତରଫରୁ ଏହି ଘଟଣାକୁ ତୀବ୍ର ନିନ୍ଦା…
Read More...

ଥାନା ଆଇଆଇସିଙ୍କ ସହଯୋଗରେ ବେଧଡକ ଚାଲିଛି ଗଞ୍ଜେଇ ବେପାର

ଭୁବନେଶ୍ୱର: ପୁଲିସ ଚଳାଇଛି ଗଞ୍ଜେଇ ବେପାର । ଥାନାରେ ହେଉଛି ଗଞ୍ଜେଇ ଚାଲାଣର ବ୍ଲୁ ପ୍ରିଣ୍ଟ । ଥାନା କର୍ମଚାରୀଙ୍କ ସମ୍ପୃକ୍ତିରେ ଜମିଛି ବେପାର । ପୁଲିସ ଗଞ୍ଜେଇ ଚାଲାଣଠୁ ଆରମ୍ଭ କରି, ବିତରଣ, ରାକେଟର ପରିଚାଳନା କାର୍ଯ୍ୟର ତଦାରଖ କରୁଛି । ପୁଲିସ ସୁରକ୍ଷା, ତତ୍ୱାବଧାନରେ ବେଧକ ଚାଲିଛି…
Read More...