Browsing Category

Uncategorized

ଆଜି ରାଜ୍ୟରୁ ୧୦୮ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଏବେ ଦିନକୁ ଦିନ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ଘଣ୍ଟାରେ ୧୦୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୪୯୫୮ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୬୩ଜଣ କ୍ୱାରେଣ୍ଟାଇନରୁ ଥିବାବେଳେ ୪୫ଜଣ…
Read More...

ସୁଧାରଗୃହରୁ ଚମ୍ପଟ ମାରିଲେ ୨ ବଙ୍ଗୀୟ ଯୁବତୀ

(ସରୋଜ କୁମାର ରାଉତ/ଭୁବନେଶ୍ୱର): ଗତକାଲି ଜଟଣୀ ଥାନା ଅଧିନରେ ଥିବା ଯାଁଳା ଫାଣ୍ଡି ନିକଟରେ ଥିବା ଏକ ସୁଧାରଗୃହରୁ ଦୁଇ ଜଣ ବଙ୍ଗୀୟ ରୂପଜୀବୀ ପାଚେରୀ ଡେଇଁ ଫେରାର ହୋଇଛନ୍ତି । ଏନେଇ ସୁଧାରଗୃହ କର୍ତ୍ତୃପକ୍ଷ ଜଟଣୀ ଥାନାରେ ଅଭିଯୋଗ କରିଛନ୍ତି । ଫେରାର ଥିବା ୨ ବଙ୍ଗୀୟ ରୂପଜୀବୀ ଜାଲ…
Read More...

ଏଆଇପିଏଲରେ ସଡ଼କ ସୁରକ୍ଷା ସପ୍ତାହର ଉଦଘାଟନୀ ଉତ୍ସବ

( ଶେଖ ଅରଶଦ ଉଲ ହକ /ଖୋର୍ଦ୍ଧା ): ୩୨ତମ ସଡ଼କ ସୁରକ୍ଷା ସପ୍ତାହର ଉଦଘାଟନୀ ଉତ୍ସବ ଗୋଡ଼ିପଡ଼ା ସ୍ଥିତ ଏଆଇପିଏଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜନସାଧାରଣ ସଚେତନ ହୋଇ ସଡ଼କ ସୁରକ୍ଷା ଆଇନକୁ ପାଳନ କଲେ ସଡ଼କ ଦୁର୍ଘଟଣା ବହୁତ ପରିମାଣରେ କମିଯିବ । ରାସ୍ତାରେ ଗାଡ଼ି ଚାଳନା କରୁଥିବା ସମୟରେ…
Read More...

ରୁଷଠୁ ମିଗ-୨୯ ଓ ସୁଖୋଇ ଯୁଦ୍ଧ ବିମାନ କିଣିବ ଭାରତ

(ନୂଆଦିଲ୍ଲୀ): ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଭାରତ ୨୧ଟି ମିଗ-୨୯ ଏବଂ ୧୨ଟି ସୁଖୋଇ-୩୦ ଯୁଦ୍ଧ ବିମାନ ରୁଷ ଠାରୁ କିଣିବ । ଏନେଇ ସୁରକ୍ଷା କ୍ୟାବିନେଟ କମିଟି ପକ୍ଷରୁ ଏସମ୍ପର୍କିତ ଏକ ପ୍ରସ୍ତାବକୁ ଅନୁମୋଦନ…
Read More...

ଏସଏମଏସରେ କରୋନା ଟିକାକରଣର ସୂଚନା ପାଇବେ ସ୍ୱାସ୍ଥ୍ୟକର୍ମୀ

(ଭୁବନେଶ୍ୱର): ଆସନ୍ତା ୧୬ ତାରିଖରେ ଆରମ୍ଭ ହେବାକୁ ଯାଉଛି କରୋନା ଟିକାକରଣ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଟିକା ଦିଆଯିବ । ତେବେ ଟିକାକରଣ ପାଇଁ ପଞ୍ଜିକୃତ ହୋଇଥିବା ସ୍ୱାସ୍ଥ୍ୟକର୍ମୀମାନେ ଆଜି ଏସଏମଏସ ଜରିଆରେ ସୂଚନା…
Read More...

ଡି. ପ୍ରକାଶ ରାଓଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ ବାର୍ତ୍ତା

(ରିପୋର୍ଟସଟୁଡେ): ଆଜି ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ଦେହାନ୍ତ ହୋଇଛି । ଏସସିବି କୋଭିଡ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ଗଭୀର ଶୋକ ପ୍ରକାଶ…
Read More...

ଘୋଷଣା ହେଲା ଜେଇଇ ଆଡାଭାନ୍ସ ପରୀକ୍ଷା ତାରିଖ

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ଆଜି ଚଳିତ ବର୍ଷ ଜେଇଇ ଆଡାଭାନ୍ସ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛନ୍ତି । ଚଳିତ ବର୍ଷ ଜୁଲାଇ ୩ ତାରିଖରେ ଆୟୋଜିତ ହେବ ଜେଇଇ ଆଡାଭାନ୍ସ ପରୀକ୍ଷା ବୋଲି କହିଛନ୍ତି ଶିକ୍ଷାମନ୍ତ୍ରୀ । ଏହି ପରୀକ୍ଷାକୁ ଆୟୋଜନ କରିବ ଆଇଆଇଟି ଖହଗପୁର…
Read More...

ଟିଏମସି ନେତା ବିନୟ ମିଶ୍ରଙ୍କ ଘରେ ସିବିଆଇ ଚଢାଉ

(କୋଲକାତା): ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମସି)ର ଜଣେ ନେତାଙ୍କ ଘରେ ଗୁରୁବାର ସିବିଆଇ ଚଢାଉ କରିଛି । ପଶୁ ଚୋରା ଚାଲାଣ ଏବଂ ବେଆଇନ କୋଇଲା ଖନନ ମାମଲାରେ ସିବିଆଇ ଟିଏମସିର ଯୁବ ସାଧାରଣ ସମ୍ପାଦକ…
Read More...

କାଲିଠୁ ମହାପ୍ରଭୁଙ୍କ ଦର୍ଶନ କରିବେ ପୁରୀବାସୀ

(ମମତା ସାମଲ): ଆଜି ତୃତୀୟ ଦିନରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ସେବାୟତଙ୍କ ପରିବାର । ଆସନ୍ତାକାଲିଠୁ କାଳିଆ ସାଆନ୍ତଙ୍କ ଦର୍ଶନ ଲାଭ କରିବେ ପୁରୀବାସୀ । କରୋନା କଟକଣାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଦିନ ୱାର୍ଡୱାଜୀ ବାସିନ୍ଦାଙ୍କୁ ଦର୍ଶନ କରିବାର ସୁଯୋଗ ମିଳିବ । କାଲିଠୁ ୭ଟି ଓ୍ଵାର୍ଡ…
Read More...

ଧାନ ବିକ୍ରୀ ତଦାରଖ ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ମଣ୍ଡି ପରିଦର୍ଶନ

(ସୂର୍ଯ୍ୟକାନ୍ତ ବେହେରା/ ମାଲକାନଗିରି): ମାଲକାନଗିରି ଜିଲ୍ଲାରେ ୬୪ଟି ମଣ୍ଡିରେ ଧାନ କ୍ରୟ ସୁରୁଖୁରୁରେ ଚାଲିଛି । ଆଜି ସୁଦ୍ଧା ୬୪ଟି ମଣ୍ଡିରୁ ମୋଟ ୪ ଲକ୍ଷ ୪୪ ହଜାର ୬୩୨ କ୍ୱିଣ୍ଟାଲ ଧାନ ଖରିଦ ହୋଇସାରିଲାଣି। ଏହି ଧାନ ଜିଲ୍ଲାର ୧୧ ହଜାର ୮୩୮ ଜଣ କୃଷକଙ୍କ ଠାରୁ ଖରିଦ କରାଯାଇଥିବା…
Read More...