Browsing Category

ପ୍ରଯୁକ୍ତି ବିଦ୍ୟା

ଚନ୍ଦ୍ରୟାନ-୩ରେ ମେସିନ ଖଞ୍ଜିଛନ୍ତି ଓଡିଆ ପୁଅ

କେନ୍ଦ୍ରାପଡ଼ା : ଚନ୍ଦ୍ରାୟନ - ୩ ଅଭିଯାନରେ ସାମିଲ ଥିବା ISROରେ କାର୍ଯ୍ୟରତ ଟେକନିସିଆନ ଶୁଭାଶିଷ ନାୟକଙ୍କ ପିତା ମଳୟ ନାୟକ ଓ ମାତା ନିର୍ମଳା ନାୟକଙ୍କୁ ବିଜେପି (BJP) ପକ୍ଷରୁ ଆଜି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି | ରାଜ୍ୟ ବିଜେପି ମୁଖପାତ୍ର ତେଜେଶ୍ୱର ପରିଡ଼ାଙ୍କ ନେତୃତ୍ୱରେ…
Read More...

ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଲା ଚନ୍ଦ୍ରାୟାନ-୩

ନୂଆ ଦିଲ୍ଲୀ: ଆଜି ଗର୍ବ ଆଉ ଗୌରବର ଦିନ । ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଲା ଚନ୍ଦ୍ରାୟାନ-୩ । ଆଜି ଦିନ ୨ଟା୩୫ରେ ସତୀଶ ଧାୱନ ଲଞ୍ଚ ପ୍ୟାଡରୁ ଏହି ରକେଟ ଉତକ୍ଷେପଣ କରାଯାଇଛି । କୋଟି କୋଟି ଭାରତୀୟଙ୍କ ନଜର ଏହା ଉପରେ ରହିଛି। ଏହି ଲଞ୍ଚର ମାସକ ପରେ ଚନ୍ଦ୍ରୟାନ-୩ ତାର କକ୍ଷ ପଥରେ…
Read More...

ଅପରାହ୍ନ ୨ଟା ୩୫ରେ ଏହାକୁ ଉତକ୍ଷେପଣ କରାଯିବ ଚନ୍ଦ୍ରଯାନ-୩

ନୂଆ ଦିଲ୍ଲୀ: ପାଖେଇଲା ଭାରତର ତୃତୀୟ ମୁନ ମିଶନର ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ। ଆଜି ଇସ୍ରୋର ଚନ୍ଦ୍ରଯାତ୍ରା। ଭାରତର ତୃତୀୟ ମୁନ ମିସନ ପାଇଁ ଚାଲିଛି କାଉଣ୍ଟଡାଉନ ଚନ୍ଦ୍ରଯାନ-୩ । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଗୁରୁବାର ଘୋଷଣା କରିଥିଲା । ଆନ୍ଧ୍ରପ୍ରଦେଶର…
Read More...

ବହୁ ଅପେକ୍ଷା ପରେ ଆସନ୍ତାକାଲି ଲଞ୍ଚ୍ ହେବ ଚନ୍ଦ୍ରାୟନ-୩

ବହୁ ଅପେକ୍ଷାର ଅନ୍ତ ହୋଇଛି । ଆସନ୍ତାକାଲି ଲଞ୍ଚ ହେବ ଚନ୍ଦ୍ରୟାନ -୩ ।  ଏଥି ପାଇଁ ଇସ୍ରୋର ସମସ୍ତ  ପ୍ରସ୍ତୁତି  ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।  ଏଥର ଚନ୍ଦ୍ର ପୃଷ୍ଠରେ ସଫଳ ଲ୍ୟାଣ୍ଡିଂକୁ  ଲକ୍ଷ ରଖି  ପୂର୍ବ ଅପେକ୍ଷା    ଅଧିକ ଇନ୍ଧନ,  ପୂର୍ବ ପରି ବିଫଳ ନହେବା ପାଇଁ ଅଧିକ ପଦକ୍ଷେପ …
Read More...

ଅମାନିଆ ବିମାନ ଯାତ୍ରୀଙ୍କ ପାଇଁ ଗୁଗଲର ନୂଆ ଫିଚର

ବ୍ୟୁରୋ: ଗୁଗଲ ସବୁବେଳେ ୟୁଜର୍ସମାନଙ୍କ ପାଇଁ ନୂଆ ନୂଆ ଫିଚର ଆଣିଥାଏ । ବର୍ତ୍ତମାନ ସମୟରେ ଲୋକମାନେ ଗୁଗଲର ବ୍ୟବହାର ପ୍ରତ୍ୟେକ କାମ ପାଇଁ କରୁଛନ୍ତି । ଆଧୁନିକ ସମୟରେ ଟେକ୍ନୋଲୋଜିରେ ବିଭିନ୍ନ ପରିବର୍ତ୍ତନ ହେଉଛି ।ଲୋକମାନେ ନିଜ ସମୟ ବଞ୍ଚାଇବା ପାଇଁ ଟ୍ରେନ ଅପେକ୍ଷା ଫ୍ଳାଇଟରେ ଯାତ୍ରା…
Read More...

ଜୁଲାଇ ୧୪ରେ ଚନ୍ଦ୍ରକୁ ଉତକ୍ଷେପଣ କରାଯିବ ଚନ୍ଦ୍ରାଯାନ-୩

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧୪ ତାରିଖରେ ଚନ୍ଦ୍ରଯାନ-୩ ଅଭିଯାନ ଚନ୍ଦ୍ରକୁ ଉତକ୍ଷେପଣ କରାଯିବା ନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଆଜି (ଗୁରୁବାର) ଘୋଷଣା କରିଛି। ଏହି ମହାକାଶଯାନ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଅପରାହ୍ନ ୨ଟା ୩୫ରେ ଉଡ଼ାଣ ଭରିବ ବୋଲି…
Read More...

ଯନ୍ତ୍ରଚାଳିତ ଚାଷ ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ପାଇଁ ଏସଟିଆଇଏଚଏଲ ଇଣ୍ଡିଆ ତରଫରୁ ‘ପରିବର୍ତ୍ତନ ଯାତ୍ରା’

କଟକ: ଏସଟିଆଇଏଚ୍ଏଲ୍ ଇଣ୍ଡିଆ ଆଜି ରାଜ୍ୟରେ ‘ପରିବର୍ତ୍ତନ ଯାତ୍ରା’ ଅଭିଯାନ ଆରମ୍ଭ କରିଲା । ଯନ୍ତ୍ରଚାଳିତ କୃଷି ପ୍ରଣାଳୀ ମାଧ୍ୟମରେ ପରିବର୍ତ୍ତନ ବିଷୟରେ ଏକ ସକାରାତ୍ମକ ଆଲୋଚନା ଆରମ୍ଭ କରିବା ଦିଗରେ ‘ପରିବର୍ତ୍ତନ ଯାତ୍ରା’ ହେଉଛି ଏକ ଅଭିଯାନ । ଓଡିଶାର କୃଷକମାନେ କିପରି ସଠିକ…
Read More...

ବଜାରକୁ ଆସିଲା ପୋର୍ଟେବଲ ଡ୍ରାୟର ମେସିନ

ମୌସୁମୀ ଏବେ ପୂରା ଦେଶକୁ ଛୁଇଁଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ମାତ୍ରାରେ ବର୍ଷା ହେଉଛି। ଆଉ ଏହି ବର୍ଷା ଦିନରେ ଓଦା କପଡ଼ା ନଶୁଖିବା ସବୁଠୁ ବଡ଼ ଚିନ୍ତାର କାରଣ । ତେବେ ଏହି ଚିନ୍ତାକୁ ଏବେ ଦୁର କରିବ ଆଧୁନିକ ଯୁଗରେ ଡ୍ରାୟର ମେସିନ । ମୋରସ ଜିରୋ ନାମକ ଏହି ପୋର୍ଟେବୁଲ ଉପକରଣ…
Read More...

ଲଞ୍ଚ ଯାନ ସହିତ ଯୋଡା ହେଲା ଚନ୍ଦ୍ରାୟଣ -୩ ର ଏହି ଗୁରୁତ୍ୱପୂର୍ଣ୍ଣ ଅଂଶ, ଜାଣନ୍ତୁ ଲଞ୍ଚ ପ୍ରସ୍ତୁତି କେଉଁ ଯାଏ…

ନୂଆଦିଲ୍ଲୀ: ଲଞ୍ଚ ପାଇଁ ପ୍ରସ୍ତୁତି ଚାଲିଥିବା ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ର ମିଶନ 'ଚନ୍ଦ୍ରାୟଣ -୩' ଏହାର ଏନକାପସୁଲେଡ୍ ଆସେମ୍ବଲି ବୁଧବାର ଏହାର ଲଞ୍ଚ ଯାନ ((LVM3) ) ସହିତ ଯୋଡା ହୋଇଛି । ଲଞ୍ଚ୍ ଭେଇକିଲ୍ ମାର୍କ -୩ ((LVM3) ୩) ହେଉଛି ଏକ ତିନି ପର୍ୟ୍ୟାୟ ମଧ୍ୟମ-ଲିଫ୍ଟ ଉତକ୍ଷେପଣ…
Read More...

ଶେଷ ହୋଇଛି ଚନ୍ଦ୍ରଯାନ -୩ର ସମସ୍ତ ପ୍ରସ୍ତୁତି

ନୂଆଦିଲ୍ଲୀ: ଚନ୍ଦ୍ରରେ ଅବତରଣ କରିବା ପାଇଁ ଶେଷ ହୋଇଛି ଚନ୍ଦ୍ରଯାନ -୩ର ସମସ୍ତ ପ୍ରସ୍ତୁତି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ଜୁଲାଇ ୧୩ରେ ମହାକାଶକୁ ପଠାଇବ ଚନ୍ଦ୍ରଯାନ -୩ । ଏହାକୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା କେନ୍ଦ୍ରରୁ ଅପରାହ୍ନ ୨ଟାରେ ଚନ୍ଦ୍ରଯାନ -୩କୁ ମହାକାଶକୁ…
Read More...