Browsing Category

ଖେଳ

୫୧ ବର୍ଷରେ ପଦାର୍ପଣ କଲେ ସଚିନ ତେନ୍ଦୁଲକର, ତାଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। ଏପ୍ରିଲ ୨୪, ୧୯୭୩ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ସଚିନ ୧୯୮୯ ମସିହାରେ ପାକିସ୍ତାନ ବିପକ୍ଷରେ ୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ…
Read More...

ଭାରତୀୟ ଦଳରେ କମାଲ କରିବେ ଓଡ଼ିଶାର ୫ଜଣ ଖେଳାଳି

ଭୁବନେଶ୍ୱର : ଭାରତୀୟ ଦଳରେ କମାଲ କରିବେ ଓଡ଼ିଶାର ୫ଜଣ ଖେଳାଳି | ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ ଭାରତୀୟ ଦଳରେ ଓଡ଼ିଶାର ୫ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଭି. ରମେଶ ରାଓ,…
Read More...

ଓଡିଶା କ୍ରିକେଟର ନୂଆ କୋଚ ହେଲେ କ୍ରିକେଟର ତଥା କୋଚ ସୁରେନ୍ଦ୍ର ଭାବେ

କଟକ: ଓଡିଶାର କ୍ରିକେଟର ନୂଆ କୋଚ ହେଲେ ମହାରାଷ୍ଟ୍ରର ଜଣାଶୁଣା କ୍ରିକେଟର ତଥା କୋଚ ସୁରେନ୍ଦ୍ର ଭାବେ । ତେବେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଦୀନେଶ ମୋଙ୍ଗିଆ କୋଚ ପଦ ଛାଡିବା ସୁରେନ୍ଦ୍ର ଭାବେଙ୍କୁ ୨ ବର୍ଷ ପାଇଁ ଚୟନ କରିଛି ଓସିଏ । ଦୁଇ ବର୍ଷ ପାଇଁ ସୁରେନ୍ଦ୍ର ଭାବେ ଓଡିଶା ରଣଜୀ ଦଳ…
Read More...

ଆଜି ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପରଜାଏଣ୍ଟସ

ଚେନ୍ନାଇ: ଆଇପିଏଲ୍ର ୧୭ ତମ ସଂସ୍କରଣ । ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଆଜି ଖେଳାଯିବ ଚଳିତ ସିଜିନ୍ ୩୯ ତମ ମ୍ୟାଚ୍ । ଆଉ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ । ରାତି ୭ ଟା ୩୦ ମିନିଟିରେ ଖେଳାଯିବ ଏହି ମୁକା ବିଲା । ଉଭୟ ଟିମ୍ ପାଇଁ ଏହି ମ୍ୟାଚ ବିଜୟୀ…
Read More...

କୁନ୍ଦୁରା କ୍ରିକେଟ ଆସୋସିଏସନ ଆନୁକୂଲ୍ୟ ରେ KPL ସିଜିନ-3 ଉଦଘାଟିତ

କୁନ୍ଦୁରା / ହରିଶ  ବେହେରା: କୁନ୍ଦୁରା ବ୍ଲକ ଅରବିନ୍ଦ ଶିକ୍ଷା ନିକେତନ ଖେଲ ପଡିଆ ଠାରେ ଚଳିତ   KPL-3 ଉଦଘାଟିତ ହୋଇଯାଇଛି l ଆୟଜକ କୁନ୍ଦୁରା କ୍ରିକେଟ ଆସୋସିଏସନ  ଦ୍ୱାରା ଏକ ବାଇକ ରାଲି ମାଧ୍ୟମରେ କୁନ୍ଦୁରା ହନୁମାନ ମନ୍ଦିର ଠାରେ ପୂଜାର୍ଚନା ଓ ମଶାଲ୍ ପ୍ରଜ୍ବଳନ କରି ପଡିଆକୁ ପହଞ୍ଚି…
Read More...

ଦୁବାଇରେ ପାକ୍‌ ଖେଳାଳିଙ୍କ ହାତରେ ଭାରତୀୟ ପତାକା

ଦୁବାଇ: ପାକ୍‌ ଖେଳାଳିଙ୍କ ହାତରେ ଭାରତୀୟ ପତାକା | ଦୁବାଇରେ ଆୟୋଜିତ କରାଟେ କମ୍ବାଟ୍ ପ୍ରତିଯୋଗିତାରେ ଜଣେ ପାକିସ୍ତାନୀ ଖେଳାଳି ଜିତିବା ପରେ ନିଜ ଦେଶ ସହ ଭାରତୀୟ ପତାକା ନେଇ ମଞ୍ଚ ଉପରକୁ ଯାଇଥିଲେ। ଖେଳାଳି ଜଣଙ୍କ ହେଉଛନ୍ତି ଶାହଜୈବ ରିନ୍ଧ | ଏଭଳି କରିବା ପଛର କାରଣ ବର୍ଣ୍ଣନା…
Read More...

ସ୍ଲୋ ଓଭର ରେଟ ପାଇଁ କେଏଲ ରାହୁଲ ଓ ଋତୁରାଜଙ୍କ ଉପରେ ବିସିସିଆଇ ଲଗାଇଲେ ଜରିମାନା

ନୂଆଦିଲ୍ଲୀ: ଚାଲିଛି ଆଇପିଏଲର ମହା ସମର । ୧୭ ତମ ସଂସ୍କରଣରେ ଗତକାଲି ଶେଷ ହୋଇଛି ୩୪ ତମ ମ୍ୟାଚ । ଏହି ମ୍ୟାଚରେ ମୁହାଁ ମୁହିଁ ହୋଇଥିଲେ ଚେନ୍ନାଇ ସୁପରକିଙ୍ଗସ ସହ ଲକ୍ଷ୍ନୌ  ସୁପରଜିଆଣ୍ଟସ । ଆଉ ଏଥିରେ ଲକ୍ଷ୍ନୌ  ୮ ୱିକେଟରେ ଚେନ୍ନାଇକୁ ପରାସ୍ତ କରିଛି ।କିନ୍ତୁ ଏହି ମ୍ୟାଚରେ ଦୁଇଟି…
Read More...

ଜୟପୁରର ନାହରଗଡ ୱାକ୍ସ ମ୍ୟୁଜିୟମରେ ସ୍ଥାପନ ହୋଇଛ ବିରାଟ କୋହଲିଙ୍କ ମହମ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ: ଷ୍ଟାର ଖେଳାଳି ବିରାଟ କୋହଲି । ସାରା ବିଶ୍ୱରେ ରହିଛି ଖୁବ ଲୋକପ୍ରିିୟତା । ବର୍ତ୍ତମାନ ନିର୍ମାଣ ହୋଇଛି ଷ୍ଟାର ବ୍ୟାଟରଙ୍କ ମହମ ପ୍ରତିମୂର୍ତ୍ତି । ବିଶ୍ୱ ଐତିହ୍ୟ ଦିବସ ଅର୍ଥାତ ଏପ୍ରିଲ ୧୮ ରେ ଜୟପୁରର ନାହରଗଡ ୱାକ୍ସ ମ୍ୟୁଜିୟମରେ ସ୍ଥାପନ ହୋଇଛି । ତେବେ ୩୫ କିଲେ ଓଜନର ଏହି…
Read More...

ଚେନ୍ନାଇ ସୁପର କିଙ୍ଗସରେ ମିଶିଲେ ଦ୍ରୁତ ବୋଲର ରିଚାର୍ଡ ଗ୍ଲିସନ୍

ଚେନ୍ନାଇ : ଶକ୍ତିଶାଳୀ ହେଲା ଚେନ୍ନାଇ ସୁପର କିଙ୍ଗସ୍ ।ଦଳରେ ମିଶିଲେ ନୂଆ ଦ୍ରୁତ ବୋଲର । ଡେଭନ୍ କନୱେଙ୍କ ସ୍ଥାନରେ ଦଳରେ ସାମିଲ ହେଲେ ରିଚାର୍ଡ ଗ୍ଲିସନ୍ ।ଆଜି ଚେନ୍ନାଇ ସୁପର କିଙ୍ଗସରେ ଏହି ପରିବର୍ତ୍ତନ ହେଇଛି । ସୂଚନା ଅନୁଯାୟୀ, ଆହତ ହେଇ ଦଳଠୁ ଦୂରରେ ଥିବା ଡେଭନ୍ କନୱେଙ୍କ…
Read More...

ସୁରେନ୍ଦ୍ର ଭାବେ ଓଡ଼ିଶା ରଣଜୀ ଦଳର ମୁଖ୍ୟ ପ୍ରଶିକ୍ଷକ

ପୂର୍ବତନ ଜାତୀୟ ଚୟନକର୍ତ୍ତା ତଥା ମହାରାଷ୍ଟ୍ର ରଣଜୀ ଦଳର ପୂର୍ବତନ ଅଧିନାୟକ ସୁରେନ୍ଦ୍ର ଭାବେ ଓଡ଼ିଶା ରଣଜୀ ଦଳର ନୂଆ ‌ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି।  ଗତ ଋତୁରେ ଓଡ଼ିଶା ସହ ଯୋଗଦେଇଥିବା ଦୀନେଶ ମୋଙ୍ଗିଆଙ୍କ ପ୍ରଦର୍ଶନ ସନ୍ତୋଷଜନକ ନଥିଲା। ଏଥିସହ ଶୃଙ୍ଖଳାଗତ କାରଣରୁ…
Read More...