Browsing Category
ରାଜନୀତି
ମହାରାଷ୍ଟ୍ରରେ ମହାୟୁତିର ବିଜୟ : ସିନ୍ଦେ ଓ ଫଡନଭିସ ଉଭୟେ ଉଭୟଙ୍କୁ ଶୁଭେଚ୍ଛା
ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ମହାୟୁତିର ବିଜୟ ହୋଇଛି । ସିନ୍ଦେ ଓ ଫଡନଭିସ ଉଭୟେ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଝାଡଖଣ୍ଡରେ ଇଣ୍ଡିଆ ମେଣ୍ଟକୁ ବଡ ସଫଳତା ମିଳିଛି । ଯାହା ମହାରାଷ୍ଟ୍ର ଏବଂ ନିର୍ବାଚନରେ ଫଳାଫଳ ଦେଖିବାକୁ ମିଳିଛି । ମହାରାଷ୍ଟ୍ରରେ ବିଜେପି ୧୨୯ ସିଟରେ…
Read More...
Read More...
ମହାରାଷ୍ଟ୍ର ନିର୍ବାଚନରେ ୮ ହଜାର ୧୦୦ ଭୋଟରେ ଜିତିଛନ୍ତି ଆଦିତ୍ୟ ଠାକରେ
ନୂଆଦିଲ୍ଲୀ : ଆସୁଛି ମହାରାଷ୍ଟ୍ର ନିର୍ବାଚନ ଫଳାଫଳ । ମହାରାଷ୍ଟ୍ର୍ର ରେ ପୁଣିଥରେ ମହାୟୁତି ସରକାର ଚାଲିବ ନା ମହାବିକାଶ ଅଘାଡି ମେଣ୍ଟ ସରକାରକୁ ଫେରିବ ତାହା ଆଗକୁ ସ୍ପଷ୍ଟ ହେବ । ତେବେ ମହାରାଷ୍ଟ୍ର ନିର୍ବାଚନରେ ଜିତିଛନ୍ତି ଆଦିତ୍ୟ ଠାକରେ । ମିଲିନ୍ଦ ଦେଓରାଙ୍ଗ ଠାରୁ ନିର୍ବାଚନ…
Read More...
Read More...
ୱାୟନାଡ ଲୋକସଭା ଆସନରେ ଲିଡ କରୁଛନ୍ତି ପ୍ରିୟଙ୍କା ଗାନ୍ଧି
କେରଳ: କେରଳର ୱାୟନାଡ ଲୋକସଭା ଆସନରେ ଲିଡ କରୁଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା । ଏଠାରେ ନଭେମ୍ବର ୧୩ରେ ହୋଇଥିବା ଉପନିର୍ବାଚନର ଭୋଟ୍ ଗଣନା ଜାରିଥିବା ବେଳେ ପ୍ରିୟଙ୍କା ଗାନ୍ଧି ଭଦ୍ରା ବୃହତ ବିଜୟ ଅଭିମୁଖେ ଅଛନ୍ତି ।ବର୍ତ୍ତମାନ ସୁଦ୍ଧା ପ୍ରିୟଙ୍କାଙ୍କୁ ୩ ଲକ୍ଷ ୧୭ ହଜାର ୯୮୩ ଖଣ୍ଡ ଭୋଟ…
Read More...
Read More...
ଝାଡଖଣ୍ଡ ବିଧାନସଭା ନିର୍ବାଚନ : ୫୧ ସିଟରେ ଆଗୁଆ ଇଣ୍ଡିଆ ମେଣ୍ଟ
ଝାଡଖଣ୍ଡ; ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ମଧ୍ୟରେ ବଡ ଟ୍ୱିଷ୍ଟି ଦେଖିବାକୁ ମିଳିଛି । ବିଜେପି ନେତୃତ୍ୱାଧୀନ ଏନଡି ମେଣ୍ଟକୁ ପଛରେ ପକାଇ ଆଗେଇ ଚାଲିଛି ଇଣ୍ଡି ମେଣ୍ଟ । ଇଣ୍ଡିଆ ବ୍ଲକ ମ୍ୟାଜିକ ନଂ ପାର କରି ୫୧ଟି ଆସନରେ ଆଗରେ ରହିଛି । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବା…
Read More...
Read More...
ଡିସେମ୍ବର ୩ ତାରିଖରୁ ୫ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର : ଓଡିଶା ଆସିବେ ମହାମହିମ । ଡିସେମ୍ବର ୩ ତାରିଖରୁ ୫ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଡିସେମ୍ବର ୩ରୁ ୭ ମଧ୍ୟରେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେଇ ଦିଲ୍ଲୀ ପ୍ରତ୍ୟାବର୍ତନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ନୂଆଦିଲ୍ଲୀରୁ ଏକ…
Read More...
Read More...
ଦାନା କ୍ଷୟକ୍ଷତି ଆକଳନ ପାଇଁ ଆସିବ କେନ୍ଦ୍ରୀୟ ଟିମ
ଭୁବନେଶ୍ୱର: ଦାନା କ୍ଷୟକ୍ଷତି ଆକଳନ ପାଈଁ ଆସିବ କେନ୍ଦ୍ରୀୟ ଟିମ । 24 ରେ ଆସିବେ କେନ୍ଦ୍ରୀୟ ଟିମ । 27 ଯାଏଁ ଓଡିଶାର ପ୍ରଭାବିତ ଜିଲ୍ଲା ଗୁଡିକ ବୁଲି ଦେଖିବେ । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ।ଭାରତ ସରକାରଙ୍କ ଯୁଗ୍ମ ସଚିବ ପିକେ ରାୟଙ୍କ ନେତୃତ୍ୱରେ 7 ଜଣିଆ ଟିମ ଆସିବେ ।…
Read More...
Read More...
୧୧୬ଟି ହିତାଧିକାରୀଙ୍କ ପରିବାରକୁ ଘର ମିଳିଛି
ଭୁବନେଶ୍ୱର; ଯୋଗ୍ୟ ବସ୍ତି ବାସିନ୍ଦାଙ୍କୁ ଘର ପ୍ରଦାନ କରାଯାଇଛି । ୧୧୬ଟି ହିତାଧିକାରୀଙ୍କ ପରିବାରକୁ ଘର ମିଳିଛି । ଭୁବନେଶ୍ୱର ଉନ୍ନୟନ କତ୍ତୃପକ୍ଷ ପକ୍ଷରୁ ଘର ଆବଣ୍ଟନ କରାଯାଇଛି । ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ଟୋକନ ଦ୍ୱାରା…
Read More...
Read More...
କୃତ୍ରିମ ବର୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ପରିବେଶ ମନ୍ତ୍ରୀ
ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ ପହଞ୍ଚିଛି । ଫଳରେ ଅସମ୍ଭାଳ ହୋଇପଡିଛି ସ୍ଥିତି । ନିଶ୍ୱାସ ନେବା ଏଠି ମୁସକିଲ ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କୃତ୍ରିମ ବର୍ଷା କରାଇବାକୁ ଅଣ୍ଟା ଭିଡିଛନ୍ତି । ଏନେଇ କେନ୍ଦ୍ର…
Read More...
Read More...
ପ୍ରତି ମଣ୍ଡିରେ ଜଣେ ସରକାରୀ ଅଧିକାରୀ ରହିବା ସହ ପାଟ୍ରୋଲିଂ କରିବେ ପୋଲିସ
ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ୨୦ ତାରିଖଠୁ ଆରମ୍ଭ ହେବ ରାଜ୍ୟରେ ଧାନ କିଣା । ୨୦ ତାରିଖରେ ବରଗଡ ଏବଂ ୨୨ ତାରିଖରେ ସମ୍ବଲପୁରରେ ଧାନ କିଣିବେ ସରକାର । ଯେଉଁଥି ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସରକାର ଚାଷୀଙ୍କ ଠାରୁ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ ଧାନ…
Read More...
Read More...
ଆସନ୍ତା କାଲି ହେବ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସହ ଝାଡଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ
ନୂଆଦିଲ୍ଲୀ: ଆସନ୍ତା କାଲି ହେବ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ଏହା ସହ ଝାଡଖଣ୍ଡରେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ହେବ । ତେଣୁ ଗତ କାଲି ଠାରୁ ଶେଷ ହୋଇଯାଇଛି ପ୍ରଚାର । ତେବେ ମହାରାଷ୍ଟ୍ରର ମୋଟ ୨୮୮ ଆସନରେ ଗୋଟିଏ ପର୍ଯ୍ୟାୟରେ ହେବାକୁ ଥିବା ବେଳେ ଝାଡଖଣ୍ଡରେ ଦ୍ୱିତୀୟ…
Read More...
Read More...