Browsing Category

ରାଜନୀତି

ଡିସେମ୍ବର ୨୦ରେ ହେବ ରାଜ୍ୟ ସଭା ଉପନିର୍ବାଚନ

ଭୁବନେଶ୍ୱର : ଡିସେମ୍ବର ୨୦ରେ ହେବ ରାଜ୍ୟ ସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଦେଶରେ ୬ଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ । ସୁଜିତ କୁମାରଙ୍କ ଇସ୍ତଫା ପରେ  ଖାଲିପଡିଛି ଆସନ । ଓଡିଶାରୁ ରାଜ୍ୟସଭା ସଦସ୍ୟ ଥିଲେ ସୁଜିତ କୁମାର । ୧୦ ଡିସେମ୍ବର ନାମାଙ୍କନ ଦାଖଲର…
Read More...

ଗତ ତିନି ବର୍ଷ ରେ ହାତୀ ନେଇଛି ୬୬୮ ଜୀବନ

ଭୁବନେଶ୍ୱର:    ଗତ ତିନି ବର୍ଷ ରେ ହାତୀ ନେଇଛି ୬୬୮ ଜୀବନ। ଆହତ ହୋଇଛନ୍ତି ୫୦୯ ଜଣ ଲୋକ। ବିଧାନସଭାରେ ବିଜେଡି ବିଧାୟକ ସନାତନ ମହାକୁଡ଼ ଙ୍କ ପ୍ରଶ୍ନ ରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଙ୍କ ଉତ୍ତର। ରାଜ୍ୟରେ ବଢିଛି ହାତୀ ଉପଦ୍ରବ। ହାତୀ ମାନେ ତିନି ବର୍ଷ ରେ ୭୩…
Read More...

ରାଜ୍ୟ ସରକାର ବଡ଼ ପଦକ୍ଷେପ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଅଯୋଗ୍ୟ ପରିବାରଙ୍କୁ ବାଦ

ଭୁବନେଶ୍ୱର:   ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଅଯୋଗ୍ୟ ପରିବାରଙ୍କୁ ବାଦ ଦିଆଯିବ। ରାଜ୍ୟ ସରକାର ଗ୍ରହଣ କରିବାକୁ ଯାଉଛନ୍ତି ବଡ଼ ପଦକ୍ଷେପ। ଗତ ୫ ଆର୍ଥିକ ବର୍ଷରେ ରାଜ୍ୟକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ୧୨,୦୦,୬୨୧ ଗୃହର ଧାର୍ଯ୍ୟଲକ୍ଷ୍ୟ ପ୍ରାପ୍ତ ହୋଇଛି । ସେଥିରୁ…
Read More...

ଇସ୍ତଫା ଦେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ

ନୂଆଦିଲ୍ଲୀ: ଇସ୍ତଫା ଦେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ଦେଲେ ସିନ୍ଦେ। ମହାୟୁତିର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦ ଛାଡିଲେ ଏକନାଥ ସିନ୍ଦେ । ଚତୁର୍ଦ୍ଦଶ ରାଜ୍ୟସଭାର କାର୍ଯ୍ୟକାଳ ଆଜି ଶେଷ ହୋଇଛି ଏବଂ ବର୍ତ୍ତମାନର ଏକନାଥ ସିନ୍ଦେ…
Read More...

୧୨ ଟା ୨୫ ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର: ଆରମ୍ଭ ହୋଇଛି ବିଧାନସଭା ଶୀତକାଳୀନ ଅଧିବେଶନ । ଆରମ୍ଭରୁ ହଟ୍ଟଗୋଳ କରିଛନ୍ତି ବିରୋଧି । ଶୋକ ପ୍ରସ୍ତାବ ପରେ ପ୍ରଶ୍ନକାଳ ଆରମ୍ଭରୁ ହୋହଲ୍ଲା ଦେଖାଦେଇଛି । ଗୃହର ମଧ୍ୟ ଭାଗକୁ ଆସି ବିଜେଡି ସଦସ୍ୟ ହଟ୍ଟଗୋଳ କରି ନାରାବାଜି କରିଛନ୍ତି । ବିଜେଡି ଓ କଂଗ୍ରେସ ବିଧାୟକ ହଟ୍ଟଗୋଳ…
Read More...

ବିଜେଡିର ବିଧାୟକ ଦଳିୟ ବୈଠକ : ଓଡ଼ିଶାର ପରିସ୍ଥିତି ସମ୍ପର୍କ ରେ ଆଲୋଚନା

ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ବିଜେଡିର ବିଧାୟକ ଦଳ ବୈଠକ ଶେଷ | ବିଧାନସଭା ଆରମ୍ବ ହେଲେ ଲଢେଇ ଦେଖିଇବ ବିଜେଡି |ସରକାର ଯାହା ପ୍ରତିଶୃତି ଦେଇଥିଲେ କଣ କାମ କରିଛନ୍ତି କି ନାହିଁ,ଲୋକଙ୍କୁ ଭୁଆଁ ବୁଲାଇଛନ୍ତି, ବିଧାନସଭା ରେ ବିଜେଡି ଉଠାଇବ | ଆମ୍ବ…
Read More...

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଚାଲିଛି ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଚାଲିଛି ସର୍ବଦଳୀୟ ବୈଠକ । ଆସନ୍ତା କାଲି ବିଧାନ ସଭାରେ ଶୀତ ଅଧିବେଶନ ତେଣୁ ଗୃହ ସୁରୁଖୁରୁରେ ଚାଲିବା ନେଇ ବୈଠକରେ କରାଯାଉଛି ଆଲୋଚନା । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ବିରୋଧୀ ଦଳ ମୁଖ୍ୟ ସଚେତକ , କଂଗ୍ରସ ବିଧାୟକ ଦଳ ନେତାଙ୍କ…
Read More...

ଆଜି ସର୍ବଦଳୀୟ ବୈଠକ: ଆସନ୍ତା କାଲି ଠାରୁ ଆରମ୍ଭ ହେବ ଶୀତ ଅଧିବେଶନ

ଭୁବନେଶ୍ୱର: ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଶୀତ ଅଧିବେଶନ । ଏହା ପୂର୍ବରୁ ଆଜି ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ । ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ,…
Read More...

୨୫ରୁ ସଂସଦରେ ଶୀତ ଅଧିବେଶନ: ଆଜି ବସିଯାଇଛି ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ନଭେମ୍ବର ୨୫ ରୁ ଅର୍ଥାତ ଆସନ୍ତାକାଲି ଠାରୁ ସଂସଦରେ ଆରମ୍ଭ ହେବାକୁ ଯାଉଛି ଶୀତ କାଳିନ ଅଧିାବେଶନ । ଶୀତ ଅଧିବେଶନ ପୂର୍ବରୁ ଆଜି ବସିଯାଇଛି ସର୍ବଦଳୀୟ ବୈଠକ । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁଙ୍କ ଆବାହକତ୍ୱରେ ସଂସଦ ଭବନରେ ଆଜି ଏହି ସର୍ବଦଳୀୟ ବୈଠକ ଅନୁଷ୍ଠିତ…
Read More...

ନଭେମ୍ବର ୨୬ରେ ପୁଣି ଥରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ

ଝାଡ଼ଖଣ୍ଡ : ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ନେତୃତ୍ୱରେ ନୂତନ  ସରକାର ଗଠନ ପ୍ରକ୍ରିୟା ତୀବ୍ର ହୋଇଛି। ତେଣୁ ନଭେମ୍ବର  ୨୬ରେ ହେମନ୍ତ ସୋରେନ ପୁଣି ଥରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସୂଚନା ରହିଛି ।  ଶପଥ ଗ୍ରହଣ ଉତ୍ସବରେ…
Read More...