Browsing Category

ରାଜନୀତି

୧୨ ହଜାର ୧୧୬ ଟି ସ୍ଥାନରେ ଚଢ଼ାଉ କରି ବେଆଇନ ମଦ କାରବାର ଉପରେ ରୋକ : ଆଇନ ମନ୍ତ୍ରୀ

ଭୁବନେଶ୍ୱର: ତୃତିୟ ଦିନରେ ବିଧାନସଭା ଅଧିବେଶନ ।  ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।ବେଆଇନ ମଦ ବିକ୍ରି ଉପରେ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ। ଚଳିତ ବର୍ଷ ୧୨ ହଜାର ୧୧୬ ଟି ସ୍ଥାନରେ ଚଢ଼ାଉ କରି ବେଆଇନ ମଦ କାରବାର ଉପରେ ରୋକ ଲଗାଇଛନ୍ତି ସରକାର ।…
Read More...

କଂଗ୍ରେସକୁ ଫେରିଲେ ସୁରେଶ ରାଉତରାୟ    

ଭୁବନେଶ୍ୱର : କଂଗ୍ରେସକୁ ଫେରିଲେ ସୁରେଶ ରାଉତରାୟ   । ଦଳକୁ ଫେରି ଭାବବିହ୍ୱଳ ହୋଇଛନ୍ତି  ସୁର । ୯ ମାସ ପରେ ଦଳକୁ ଫେରିଲେ ସୁର ରାଉତରାୟ । ଭାବବିହ୍ୱଳ ହୋଇ ରାହୁଲ ଗାନ୍ଧୀ , ଭକ୍ତ ଦାସଙ୍କୁ ଧନ୍ୟବାଦ ଦେଇଥିଲେ । ଏହା ସହିତ ଛାତ୍ର କଂଗ୍ରେସ କର୍ମୀଙ୍କୁ  ଧନ୍ୟବାଦ ଦେଇଛନ୍ତି । ସୂଚନା…
Read More...

ନିର୍ବାଚନ ହାରିବା ପରେ ସମୀକ୍ଷା କଲେ ଆପ୍ ମୁଖ୍ୟ..

୨୭ ବର୍ଷ ପରେ ଦିଲ୍ଲୀ କବ୍ଜା କରିସାରିଛି ଭାରତୀୟ ଜନତା ପାର୍ଟି । ଦୁଇ ଦୁଇ ଥର ଦିଲ୍ଲୀରେ ସରକାର ଗଢିଥିବା ଆମ ଆଦମୀ ପାର୍ଟି ଏଥର ମାଟି କାମୁଡି ଥିଲା । ଦଳ ସମସ୍ତ ରଣକୈାଶଳ ଆପଣାଇ ମଧ୍ୟ ୭୦ ସିଟରୁ ମାତ୍ର ୨୩ଟି ଆସନ କବଜା କରିଥିଲା । ତେବେ ବିଧାନସଭା ନିର୍ବାଚନରେ ପରାଜୟକୁ ସ୍ୱୀକାର…
Read More...

ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ମୁଲତବି ରହିଲା ଲୋକସଭା

ନୂଆଦିଲ୍ଲୀ : ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ମୁଲତବି ରହିଲା ଲୋକସଭା । ଲୋକସଭା ବଜେଟ ଅଧିବେଶନର ଆଜି ଥିଲା ଶେଷ ଦିନ । ସୂଚନା ଅନୁଯାୟୀ,  ସଂସଦରେ ବଜେଟ ଅଧିବେଶନର ସପ୍ତମ ଦିନ ସକାଳ ୧୧ଟାରେ ଆରମ୍ଭ ହୋଇଥିଲା । ୨୦୨୫-୨୬ କେନ୍ଦ୍ରୀୟ ବଜେଟ ଉପରେ ଆଲୋଚନା ଚାଲିଥିଲା । ଲୋକସଭାରେ ନୂଆ ଆୟକର…
Read More...

ଅନୁସୂଚିତ ଜାତି ମାନଙ୍କ ପାଇଁ ଆନ୍ତଃଜାତି ବିବାହ କ୍ଷେତ୍ରରେ ଦମ୍ପତି ପିଛା ୨.୫ଲକ୍ଷ ପ୍ରୋତ୍ସାହନ ରାଶି

ବ୍ୟୁରୋ : ଅନୁସୂଚିତ ଜାତିମାନଙ୍କ ପାଇଁ, ଆନ୍ତଃଜାତି ବିବାହ କ୍ଷେତ୍ରରେ ଦମ୍ପତି ପିଛା ପ୍ରୋତ୍ସାହନ ରାଶିକୁ ୨.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହା ମାଧ୍ୟମରେ ୨୦୨୪-୨୫ ରେ ୧୧୦୮ ଦମ୍ପତି ଉପକୃତ ହୋଇଛନ୍ତି । ଅତ୍ୟାଚାର ମାମଲାର ସମାଧାନ ପାଇଁ ତଦନ୍ତ ଓ କ୍ଷତିପୁରଣ ବଣ୍ଟନକୁ…
Read More...

୬୮୧୫ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ବିଶେଷକରି, ଶ୍ରୁତିବାଧିତାଙ୍କୁ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟରେ ୧୦୪ଟି ସ୍ବତନ୍ତ୍ର…

ଭୁବନେଶ୍ୱର;୬୮୧୫ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ବିଶେଷକରି, ଶ୍ରୁତିବାଧିତାଙ୍କୁ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟରେ ୧୦୪ଟି ସ୍ବତନ୍ତ୍ର ବିଦ୍ୟାଳୟ ଓ ଗୋଟିଏ ମହାବିଦ୍ୟାଳୟ ଚାଲିଛି । ସ୍ନାତକ ଓ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ୍ ବଣ୍ଟନ କରାଯାଉଛି ।…
Read More...

ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନା ଅଧୀନରେ ବିଭିନ୍ନ ସହରରେ ଚାଲିବ ୪୦୦ଟି ଇ-ବସ୍ : ରାଜ୍ୟପାଳ

ଭୁବନେଶ୍ୱର: ଆରମ୍ଭ ହୋଇଛି ବିଧାନସଭା ବଜେଟ୍‌ ଅଧିବେଶନ। ରାଜ୍ୟପାଳଙ୍କ ଅଭିଭାଷଣରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନା ଅଧୀନରେ ରାଜ୍ୟର ବିଭିନ୍ନ ସହରରେ ଚାଲିବ ୪୦୦ଟି ଇ-ବସ୍। ଦୁଇ ବର୍ଷରେ ବୟନ ଶିଳ୍ପ କ୍ଷେତ୍ରରେ ୫୦,୦୦୦ ନିଯୁକ୍ତି ଏବଂ…
Read More...

ଶିଖ ବିରୋଧୀ ଦଙ୍ଗାରେ କଂଗ୍ରେସ ନେତା ଦୋଷୀ

ଶିଖ ବିରୋଧୀ ଦଙ୍ଗା ମାମଲାରେ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି ।  ସୂଚନା ମୁତାବକ, ଏବେ ଏହି ମାମଲାରେ ୧୮ ଫେବୃଆରୀରେ ଦଣ୍ଡ ଘୋଷଣା କରାଯିବ।  ଏହି ମାମଲା ସରସ୍ୱତୀ ବିହାରରେ ହୋଇଥିବା ବାପା ଏବଂ ପୁଅଙ୍କ ହତ୍ୟା ସହିତ…
Read More...

ରାଜ୍ୟସଭା ଯିବେ କମଲ ହାସନ !

ତାମିଲ ସୁପରଷ୍ଟାର ତଥା ରାଜନେତା କମଲ ହାସନ ଯାଇପାରନ୍ତି ରାଜ୍ୟସଭା । ଷ୍ଟାଲିନଙ୍କ ଦଳ ଡି.ଏମ.କେ କମଲଙ୍କୁ ରାଜ୍ୟସଭା ଆସନ ଦେଇପାରନ୍ତି । ଆଜି ତାମିଲନାଡୁର ମନ୍ତ୍ରୀ ପିକେ ଶେଖର ବାବୁ କମଲ ହାସନଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର । ପ୍ରକୃତରେ…
Read More...

MVAରେ ଫାଟ

ମହାରାଷ୍ଟ୍ରର ବିରୋଧୀ ମେଣ୍ଟ ମହା ବିକାଶ ଅଘାଡି(ଏମଭିଏ)ରେ ସବୁ କିଛି ଠିକ ଠାକ ନାହିଁ। କଂଗ୍ରେସ, ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦ ପାୱାରଙ୍କ ଏନସିପିକୁ ନେଇ ଗଠିତ ଏମଭିଏରେ ବର୍ତ୍ତମାନ ଫାଟ ସୃଷ୍ଟି ହୋଇଛି। ଏନସିପି ପ୍ରତିଷ୍ଠାତା ଶରଦ ପାୱାର ସମସ୍ତଙ୍କୁ ଚକିତ କରି ମହାରାଷ୍ଟ୍ରର ଉପ…
Read More...